Ollywood ସିଙ୍ଗର ଅସୀମା ପଣ୍ଡା ବୟସ, ଜୀବନୀ,ସ୍ୱାମୀ ଫଟୋ, ମୋବାଇଲ୍ ନଂ ଜବରଦସ୍ତ ଭିଡିଓ ଯାହାକୁ 60 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି…

ତେବେ ଆମେ ଯେତେବେଳେ ନିଜ କାମରୁ ଟିକେ ଫ୍ରି ହୋଇଥାଉ ସେତେବେଳେ ଟିଭିରେ ସିନେମା ଆଦି ଦେଖି ଥାଉ | କିନ୍ତୁ ଏହି ସିନେମା ରେ ଗାୟକ ଓ ଗାୟିକା ମାନଙ୍କର ଏକ ବଡ଼ ଭୂମିକା ରହି ଥାଏ | କାରଣ ସେମାନେ ଯଦି ଗୀତ ନ ଗାଇବେ ତେବେ ସେହି ସିନେମା ଟି ଅଧୁରା ହିଁ ଲାଗିବ | ସୁନ୍ଦର ସୁନ୍ଦର ଗୀତ ଶୁଣି ହିଁ ଲୋକ ମାନଙ୍କର ଅଧା ଟେନ୍ସନ ଚାଲି ଯାଇ ଥାଏ ଏବଂ ସମୟ ମଧ୍ୟ ଅତିବାହିତ ହୋଇ ଥାଏ |

ତେବେ ଓଲିଓଡ଼ ର ଗାୟିକା ଅସୀମା ପଣ୍ଡା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ନିଜ ସ୍ୱର ମାଧ୍ୟମ ରେ ସମସ୍ତଙ୍କୁ ବାନ୍ଧି ରଖି ଥାଆନ୍ତି | ତେବେ ଆସନ୍ତୁ ଏହି ସୁନ୍ଦର କଣ୍ଠଶିଳ୍ପୀ ଅସୀମା ପଣ୍ଡା ଙ୍କ ଜୀବନ ସମ୍ପର୍କ ରେ ଆଜି ଆଲୋଚନା କରିବା |

ତେବେ ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା 1989 ମସିହା ଅଗଷ୍ଟ 8 ତାରିଖ ଓଡ଼ିଶା ର ଢେଙ୍କାନାଳ ରେ ହିଁ ଜନ୍ମ ଗ୍ରହଣ କରି ଥିଲେ | ତେବେ ଅସୀମା ପଣ୍ଡା ଛୋଟ ବେଳୁ ହିଁ ସଙ୍ଗୀତ ପ୍ରତି ଆଗ୍ରହ ରଖି ଥିଲେ ଆଉ ସେ ମାତ୍ର 5 ବର୍ଷ ବୟସ ରୁ ସଙ୍ଗୀତ ଶିକ୍ଷା ନେବା ଆରମ୍ଭ କରି ଥିଲେ | ତେବେ ଅସୀମା ବିଦ୍ୟାଳୟ ଓ କଲେଜ ସମୟରେ ଅନେକ କିଛି ଗୀତ ରେ ଭାଗ ନେଇ ଅନେକ ପୁରସ୍କାର ରେ ମଧ୍ୟ ପୁରସ୍କୁତ ହୋଇଛନ୍ତି |

ତେବେ ଅସୀମା ଙ୍କ ପରିବାର ରେ କହିଲେ ତାଙ୍କ ବାପା ମା ଆଉ ତାଙ୍କର ଏକ ଭାଇ ମଧ୍ୟ ଅଛନ୍ତି ଆଉ ସବୁଠୁ ବଡ଼ କଥା ହେଉଛି ଅସୀମା ତାଙ୍କ ଭାଇ ଙ୍କ ସହିତ ବହୁତ ଫ୍ରି, ଅର୍ଥାତ ଦୁଇ ଜଣ ଏତେ ମଜାମସ୍ତି କରନ୍ତି ଏବଂ ଦୁଇ ଜଣ ମିଶି ଏତେ ଖୁସିବାସ ରେ ରୁହନ୍ତୁ ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ବେସ ଖୁସି ଅନୁଭବ ହେବ |

ତାଙ୍କ ପରିବାର ଙ୍କ କହିବା ଅନୁଯାଇ ଏବଂ ଅସୀମା ମଧ୍ୟ କୁହନ୍ତି କି ସେ 2013 ମସିହାରେ ମାନସ ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରି ଥିଲେ | କିନ୍ତୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁ ଥିବାରୁ ଶେଷରେ ସେ ତାଙ୍କ ସ୍ୱାମୀ ଙ୍କୁ ଛାଡ଼ପତ୍ର ଦେଇ ଥିଲେ | ତେବେ ବର୍ତ୍ତମାନ ସମୟରେ ଅସୀମା ପଣ୍ଡା କଟକ ରେ ଏକ ଘର ତିଆରି କରି ନିଜ ବାପା ମା ଓ ଭାଇ ଙ୍କ ସହ ବେସ ଖୁସିରେ ରହୁଛନ୍ତି |

ଅନେକ ସମୟରେ ସୋସିଆଲ ମିଡିଆ ଦ୍ୱାରା ଶୁଣିବାକୁ ମିଳେ କି ସେ ପୁଣି ଆଉ ଥରେ ଦ୍ୱିତୀୟ ମ୍ୟାରେଜ କରିବାକୁ ଯାଉଛନ୍ତି କିନ୍ତୁ ପ୍ରକୃତ ରେ ଏହି କଥା ଟି ସତ ନୁହେଁ | କାରଣ ଅସୀମା ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗିଲ ଅଛନ୍ତି ଏବଂ ସେ ତାଙ୍କ ସଙ୍ଗୀତ ଦୁନିଆଁ କୁ ନେଇ ବେସ ଖୁସି ରେ ଅଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।