ଟ୍ରେନ Dangerous Rail track… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଆମ ଭାରତ ହେଉଛି ଏକ ସୁନ୍ଦର ଦେଶ ଯେଉଁଠି ଅନେକ କିଛି ସୁନ୍ଦର ସୁନ୍ଦର ସ୍ଥାନ ମଧ୍ୟ ରହିଛି | ତେବେ ଭାରତ ରେ କିଛି ଏଭଳି ସ୍ଥାନ ମଧ୍ୟ ରହିଛି ଯାହାକୁ ଆମେ ବାସ୍ତବ ରେ ଦେଖି ନଥାଉ ତାହା କେବଳ ୟୁଟ୍ୟୁବ ର କିଛି ବ୍ଲଗ ମାଧ୍ୟମ ରେ ଦେଖି ପାରି ଥାଉ | କିଛି କିଛି ସ୍ଥାନ ଆକର୍ଷଣୀୟ ହେଲେ ମଧ୍ୟ ବହୁତ ଭୟଙ୍କର ଥାଏ ଯାହାକୁ ଦେଖିଲେ ଆମ ଛାତି ଥରି ଉଠେ | ଆଉ କିଛି କିଛି ଏମିତି ଭୟଙ୍କର ସ୍ଥାନ ଥାଏ ଯେ ଯାହାକୁ ମୋବାଇଲ ମାଧ୍ୟମ ରେ ଦେଖିଲେ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ ଯେ ସ୍ଥାନ ଟି ପ୍ରକୃତ ରେ ଏମିତି ବୋଲି, କିନ୍ତୁ ଏହା

ବ୍ଲଗ ହୋଇ ଥିବାରୁ ଆମେ ବିଶ୍ୱାସ କରି ନେଇ ଥାଉ | ସ୍ୱଭାବିକ ଭାବରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ପ୍ରତିଦିନ କିଛି ନା କିଛି ବ୍ଲଗ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି ଆଉ ବ୍ଲଗ ସଂସ୍ପର୍ଶ ରେ ଆସି ଆମେ କିଛି ବିଷୟରେ ଜାଣି ପାରି ଥାଉ |

ତେବେ ୟୁଟ୍ୟୁବ ମାଧ୍ୟମ ରେ ଏଭଳି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ଅବାକ ହୋଇ ଯିବେ | ତେବେ ଆସନ୍ତୁ ଏହି ଭିଡ଼ିଓ ଟିରେ ଥିବା ସ୍ଥାନ ସମ୍ପର୍କ ରେ ଜାଣିବା |

ତେବେ ଆମ ଦେଶ ରେ ଏକ ଆକର୍ଷଣୀୟ ଓ ବିପଦପୂର୍ଣ୍ଣ ରେଲୁ୍ୱେ ଟ୍ରାକ ରହିଛି ଯାହାକୁ ଯିଏ କେହି ନା ଦେଖିଲେ ଭୟଭୀତ ହୋଇ ଯିବ | କେହି ଜଣେ ଏହାର ଦୃଶ୍ୟ କୁ କ୍ୟାମେରା ରେ କଏଦ କରି ୟୁଟ୍ୟୁବ ରେ ଏକ ବ୍ଲଗ ପ୍ରସ୍ତୁତ କରିଛନ୍ତି ଏହା ଭିଡ଼ିଓ ଟି ମଧ୍ୟ ଖୁବ ସୁନ୍ଦର ହୋଇଛି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଏହି ଦୃଶ୍ୟ ଟି ହେଉଛି ରାମେଶ୍ୱରମ ର ପାମବନ ରେଲୁ୍ୱେ ଟ୍ରାକ ର, ଯେଉଁଠି ଟ୍ରାକ ର ଦୁଇ ପଟେ ଖାଲି ପାଣି ମାଡ଼ ଖାଉ ଥିବେ ବେଳେ ମଝିରେ ଟ୍ରେନ ଲାଇନ ଟି ଯାଇଛି |

ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏଭଳି ସ୍ଥାନ ର ପାଣି ମଝିରେ ଇଞ୍ଜିନିଅର ମାନେ ଟ୍ରାକ ଟିକୁ ନିର୍ମାଣ କରିଛନ୍ତି | ଯାହାକୁ ଦେଖିଲେ ଏଭଳି ସ୍ଥାନରେ ଟ୍ରାକ କରିଥିବା ଇଞ୍ଜିନିଅର କୁ ସମସ୍ତେ ପ୍ରଶଂସା କରନ୍ତି | ଏହି ଟ୍ରେନ ଟିରେ ସମସ୍ତେ ଯାତ୍ରୀ ଯିବା ଆସିବା ମଧ୍ୟ କରନ୍ତି କିନ୍ତୁ ବିପଦପୂର୍ଣ୍ଣ ସ୍ଥାନ ଟି ହୋଇ ଥିବାରୁ କେହି କେହି ଏଥିରେ ଯାତାୟାତ ମଧ୍ୟ କରନ୍ତି ନାହିଁ | ତେବେ ସେ ଯାହା ବି ହେଉ ବିପଦପୂର୍ଣ୍ଣ ସ୍ଥାନ ଟି ହୋଇ ଥିଲେ ମଧ୍ୟ ଖୁବ ଆକର୍ଷଣୀୟ ସ୍ଥାନ ଟି ଯାହାକୁ ଦେଖିଲେ ଯିଏ କେହି ନା ପସନ୍ଦ କରିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।