ଶୁଣନ୍ତୁ ADIO CALL- ରାଜବୀର ମା’ର ଅଣ୍ଟା 32 ରୁ 38 ହେଇଯାଇଛି,ତା ଛାତି ଚଉଡା ନାହିଁ ଚିକ୍କଣ ହେଇଛି ଏମିତିକହୁଛି ଲମ୍ପଟ ଦେବବ୍ରତ ଷଡ଼ଙ୍ଗୀ

ତେବେ ରାଜବୀର ଙ୍କ ପାଇଁ ସାରା ଓଡ଼ିଶା ଚିନ୍ତିତ ଏହା ତ ଆପଣ ଭଲ ଭାବରେ ଜାଣନ୍ତି, କାରଣ କୁନି ଛୁଆ ଟିର ଜୀବନ ବଞ୍ଚାଇବା ପାଇଁ ସାରା ଓଡ଼ିଶା ଭଗବାନ ଙ୍କ ନିକଟରେ ପାର୍ଥନା କରୁଛନ୍ତି ଆଉ ଯେତେ ପାରୁଛନ୍ତି ସେତେ ସାହାଯ୍ୟ ମଧ୍ୟ କରୁଛନ୍ତି | ଏହାରି ଭିତରେ ମଧ୍ୟ ରାଜବୀର ବାପା ଙ୍କର ଏକ ଭିଡ଼ିଓ ଭାଇରାଲ ହୋଇ ଥିଲା ଆଉ ଯାହାକୁ ନେଇ ଦେବବ୍ରତ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ତାଙ୍କ ବିରୁଦ୍ଧରେ ଅନେକ କଥା କହି ଥିଲେ ଯାହା ଆପଣ ସୋସିଆଲ ମିଡ଼ିଆ ରେ ମାଧ୍ୟମ ରେ ଦେଖି ଥିବେ ନିଶ୍ଚିତ |

କେବଳ ଏତିକି ନୁହେଁ ବରଂ ତାଙ୍କର ଏକ କଲ ରେକର୍ଡ ମଧ୍ୟ ଭାଇରାଲ ହୋଇ ଥିଲା ଯେଉଁଥିରେ ସେ କହି ଥିଲେ କି ରାଜବୀର ଙ୍କ ଜୀବନ ଚାଲି ଗଲେ କିଛି ମଧ୍ୟ ଅସୁବିଧା ହେବ ନାହିଁ | ତେବେ ବର୍ତ୍ତମାନ ସମୟରେ ପୁଣି ରାଜବୀର ଙ୍କ ମା ଦେବବ୍ରତ ଙ୍କ ନାଁ ରେ ଏକ ଅଭିଯୋଗ ଆଣିଛନ୍ତି ଆଉ ଯାହାକୁ ଶୁଣିଲେ ଆପଣ ମଧ୍ୟ ଦେବବ୍ରତ ଙ୍କୁ କେବଳ ନିନ୍ଦା କରିବେ | କାରଣ ଦେବବ୍ରତ ତାଙ୍କୁ ଅଶ୍ଳୀଳ ଭାଷା ଓ ଅନେକ ଖରାପ ବ୍ୟବହାର ଦେଖାଇଛନ୍ତି ବୋଲି ରାଜବୀର ଙ୍କ ମା ଅଭିଯୋଗ କରିଛନ୍ତି

ତେବେ ରାଜବୀର ମା ଅଭିଯୋଗ କରି କହିଛନ୍ତି ଯେ, ମତେ ସେଇ ଲମ୍ପଟ ବଦମାସ କହୁଛି କି ରାଜବୀର ମା ର ଅଣ୍ଟା 32 ରୁ 38 ସାଇଜ ହୋଇ ଯାଇଛି ଆଉ ରାଜବୀର ମା ର ଛାତି ଚଉଡା ନାହିଁ ଚିକ୍କଣ ହୋଇ ଯାଇଛି | ମତେ ସେ ଏମିତି ବଦନାମ କରୁଛନ୍ତି କି ତାହା ମତେ କହିବା ପାଇଁ ବି ଲାଜ ଲାଗୁଛି | ସେମାନେ ଗୋଟେ ଦୁଇ ବର୍ଷ ର କୁନି ପିଲା କଥା ବି ଚିନ୍ତା କରୁ ନାହାଁନ୍ତି, ଆଉ ସେହି ସମାଜସେବୀ ମାନେ ରାଜବୀର ଙ୍କ ନାଁ ଉଠୁ ଥିବା ପଇସା ଆଉ କାହାକୁ ଦାନ କରି ଦେଉଛନ୍ତି |

କେବଳ ଏତିକି ନୁହେଁ ବରଂ ରାଜବୀର ମା ଆହୁରି ମଧ୍ୟ କହିଛନ୍ତି କି ଦେବବ୍ରତ ଷଡ଼ଙ୍ଗୀ ମତେ ଅନେକ ଅଶ୍ଳୀଳ ଭିଡ଼ିଓ ମଧ୍ୟ ପଠାଉଛନ୍ତି ଆଉ ବହୁତ ଖରାପ ଭାଷା ରେ ଗାଳି ଗୁଲଜ କରୁଛନ୍ତି | ମୁଁ ଏମିତି କଣ ଅନ୍ୟାୟ କାମ କଲି ଯେ ମତେ ଏଭଳି ଭାବରେ ହଇରାଣ ଏମାନେ କରି ଚାଲିଛନ୍ତି | ନିରଞ୍ଜନ ବେହେରା ଆଉ ଦେବବ୍ରତ ଷଡ଼ଙ୍ଗୀ ମତେ ଲାଞ୍ଚ ମଧ୍ୟ ମାଗିଛନ୍ତି, ସେମାନେ ଏକ ଛୋଟ ଛୁଆ କଥା ମଧ୍ୟ ଟିକେ ଚିନ୍ତା କରୁ ନାହାଁନ୍ତି |

ଦେବବ୍ରତ ଷଡ଼ଙ୍ଗୀ ଏକ ସମାଜସେବୀ ନୁହେଁ ସେ ସମାଜ ସେବୀ ନାଁ ରେ ଏକ କଳଙ୍କ ଅଟେ | ଆଉ ଯଦି ରାଜବୀର ର କିଛି ବି ହେବ ତେବେ ମତେ ହଇରାଣ କରୁଥିବା ସେହି ସମାଜସେବୀ ମାନଙ୍କୁ ମୁଁ କାହାରିକୁ ବି ଛାଡ଼ିବି ନାହିଁ | ତେବେ ଏଭଳି ଭାବରେ ରାଜବୀର ଙ୍କ ମା ଗଣ ମାଧ୍ୟମ ସାମ୍ନା ରେ କହି ଥିଲେ ଆଉ ଏହାକୁ ଶୁଣି ଅନେକ ଲୋକ ନିରଞ୍ଜନ ଙ୍କୁ ଓ ଦେବବ୍ରତ ଙ୍କୁ କେବଳ ନିନ୍ଦା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।