ଦେଖନ୍ତୁ ଓଲିଉଡ୍ ସୁପରଷ୍ଟାର ବାବୁସାନ ଙ୍କ ପୁଅର ସୁନ୍ଦର ଷ୍ଟାଇଲିସ୍ ଅନ୍ଦାଜ୍. ପୁରା କାର୍ବନ କପି…ଭିଡିଓ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହେବେ

ଓଡ଼ିଆ ସିନେମା ଜଗତ ପ୍ରତି ଓଡ଼ିଆ ଦର୍ଶକ ମାନଙ୍କର ଏକ ଅହେତୁକ ଭଲପାଇବା ରହିଛି। ଆଉ ଯେତେବେଳେ ଚଳଚ୍ଚିତ୍ର ଜଗତ ରେ ଅଭିନୟ କରୁଥିବା କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାର ସୁଯୋଗ ମିଳେ ସେତେବେଳେ ଏହାକୁ ନେଇ ଦର୍ଶକ ମାନଙ୍କ ମନରେ ଏକ ଆଗ୍ରହ ପ୍ରକାଶ ପାଏ।କାରଣ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ରହସ୍ୟ ସହିତ ନିଆରା ଅନ୍ଦାଜ ଭରି ରହିଥାଏ। ଯାହାକୁ ଜାଣିବା ପାଇଁ ଏକ ଉତ୍ସୁକତା ଦେଖାଦିଏ ମନରେ। ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର।

ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଅତିବାହିତ କରିବା କଥା ବା ରିଲ ଲାଇଫ ର ମିଷ୍ଟ୍ରି ହେଉ, ସବୁଥିରେ ଏକ ନିଆରା ଅନୁଭବ ଏବଂ ଝଲକ ଦେଖିବାକୁ ମିଳିଥାଏ ଅଭିନୟ ଜଗତରେ।

ଆଉ ସେମାନଙ୍କ ଜୀବନ ଶୈଳୀ ସହିତ କାର୍ଯ୍ୟ କଲାପ କୁ ମଧ୍ୟ ଅନେକ ଅନୁସରଣ କରିଥାନ୍ତି।କାରଣ ସେମାନେ ହେଉଛନ୍ତି ବଡ଼ ପରଦାର ଚେହେରା। ସେଥିପାଇଁ ସେଲିବ୍ରିଟି ମାନଙ୍କୁ ସାଧାରଣ ଲୋକେ ଅନେକ କ୍ଷେତ୍ରରେ ଅନୁସରଣ କରିଥାନ୍ତି। କାରଣ ସାଧାରଣ ଲୋକଙ୍କ ଠାରୁ ସେମାନଙ୍କ ଜୀବନଶୈଳୀ ସାଧାରଣତଃ ଭିନ୍ନ ଧରଣର ହୋଇଥାଏ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଅନେକ ବର୍ଷ ଧରି ରାଜ କରୁଥିବା ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତି ଯିଏକି ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଶାରେ ରାଜ କରିଚାଲିଛନ୍ତି। ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ ଜଣେ ଭଲ କଳାକାର ସେ ମଧ୍ୟ ସାରା ଓଡ଼ିଶାରେ ପରିଚିତ।

 ବାବୁସାନ ମହାନ୍ତି ପୁତ୍ର ସନ୍ତାନ ଜନ୍ମ ହେବା ପରେ ସେ ବହୁତ ଖୁସି ଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି। ତାଙ୍କ ସ୍ତ୍ରୀ ତୃପ୍ତି ସେ ମଧ୍ୟ ଜଣେ ବହୁତ ଭଲ ମଣିଷ ଯାହାକି ସେ ମଧ୍ୟ ତାଙ୍କ ପରିବାର ସହିତ ବହୁତ ଖୁସି ଥିବାର ଦେଖିବା ପାଇଁ ମିଳିଥାଏ। ତେବେ ଅପରାଜିତା ଏବଂ ଉତ୍ତମ ମହାନ୍ତି ମଧ୍ୟ ନାତି ସହିତ ବହୁତ ଖେଳୁଥିବାର ଭିଡିଓ ଅନେକ ସମୟରେ ସାମ୍ନାକୁ ଆସିଛି ।

ଓଡ଼ିଶାର ଓଲିଉଡ ଫିଲ୍ମ୍ ଇଣ୍ଡଷ୍ଟ୍ରିର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତି, ଯିଏକି ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଲୋକପ୍ରିୟ କଳାକାର ଅଟନ୍ତି। ତାଙ୍କର ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ଅଭିନୟ ଜଗତରେ ପାଦ ଦେବା ଦିନଠାରୁ ସେ ଦର୍ଶକ ମାନଙ୍କ ହୃଦୟରେ ଯେମିତି ବସି ଯାଇଛନ୍ତି।


ତାଙ୍କର ଅନେକ ପ୍ରକାର ଭିଡିଓ ତ ଆପଣ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ। ତାଙ୍କର ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ବାବୁଶାନ୍ ମହାନ୍ତି ନିଜେ ପୋଷ୍ଟ କରିଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ବାବୁଶାନ୍ ତାଙ୍କ ପୁଅ ସିହତ ବହୁତ ମଜାମସ୍ତି କରୁଛନ୍ତି । ଆଉ ତାଙ୍କ ପୁଅର ମଧ୍ୟ ,ଷ୍ଟାଇଲିଷ୍ଟ ଅନ୍ଦାଜ୍ ସବୁ ଏହି ଭିଡିଓରେ ଦେଖିବାକୁ ମିଳିଛି । ବାବୁସାନଙ୍କ ପୁଅ ଦେଖିବା ପାଇଁ ବହୁତ ସୁନ୍ଦର ଏବଂ କ୍ୟୁଟ୍ ହୋଇଛି କହିବାକୁ ଗଲେ ପୂରା ବାପାଙ୍କ କାର୍ବନ କପି । ତେବେ ପୁଅ ସହିତ ଖେଳୁଥିବା ସମୟରେ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଥାଏ ।