ଦେଖନ୍ତୁ Exclusive ଭିଡିଓ- ପରୀକ୍ଷା ଟାଇମରେ ଫ୍ରି ସିନେମା ଅଫ୍ ଲାଇନରେ ଛାତ୍ରୀ ପିଟାପିଟି

ଆମେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଭିଡ଼ିଓ ଦେଖି ଥାଉ ଯାହା ବେଳେ ବେଳେ କିଛି ଆଶ୍ଚର୍ଯ୍ୟ କରି ଦେଇ ଥାଏ ତ ଆଉ କିଛି ଆମକୁ ହସାଇ ଥାଏ | ଆଜିକାଲି ର ଯୁବପିଢ଼ି ଙ୍କର ପ୍ରାୟ ହିଁ ଭିଡ଼ିଓ ଦେଖିବାକୁ ମିଳି ଥାଏ | କଲେଜ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ପ୍ରାୟ କଲେଜ ରେ ପାଠପଢ଼ା ରେ ମନ ନ ଦେଇ ଅନ୍ୟ କାମ ରେ ବେଶୀ ମନ ଲଗାଇ ଥାଆନ୍ତି | ଆଉ ପରେ ଯେତେ ବେଳେ ଏହା ଭାଇରାଲ ହୋଇଯାଏ ସେତେ ବେଳେ ଲଜ୍ୟା ଅନୁଭବ କରିବା ଛଡ଼ା ଆଉ କିଛି ବାଟ ନଥାଏ | ତେବେ ସେଭଳି କିଛି ଛାତ୍ରୀ ମାନଙ୍କର ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ହସିବେ ମଧ୍ୟ |

ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି, କିଛି କଲେଜ ଛାତ୍ରୀ ମିଶି ମାର ପିଟ କରିବାରେ ଲାଗି ପଡିଛନ୍ତି | ଏମିତି ଭାବରେ ଦୁହିଁ ଝିଅ ପିଟାପିଟି ଲାଗିଛନ୍ତି ଯେ ତାହାକୁ ଦେଖିଲେ ଆପଣ ମଧ୍ୟ ଡରି ଯିବେ |

ତେବେ ଏହି ଦୁଇ ଜଣ ଛାତ୍ରୀ କଣ ପାଇଁ ଏତେ ଜୋର ରେ ମାର ପିଟ ଲାଗିଛନ୍ତି ତାହା ତ ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ ବଳ ଲଗାଇ ଉଭୟ ଚୁଟି ଟଣାଟାଣି ପିଟାପିଟି ଏଭଳି ଭାବରେ ଲାଗିଛନ୍ତି |

 ସେହି କଲେଜ ର ଶିକ୍ଷକ ମାନେ ମଧ୍ୟ ଅଟକାଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଦୁଇ ଜଣ ଯୁବତୀ ମାରପିଟ ରେ ଏତେ ବ୍ୟସ୍ତ ଯେ ସେମାନେ କାହା କଥା ମଧ୍ୟ ଶୁଣୁ ନାହାଁନ୍ତି | ଏହାପରେ ପରେ କିଛି ଛାତ୍ରୀ ମାନେ ମଧ୍ୟ ଆସି ଦୁହେଁ ଙ୍କୁ ଅଟକାଇବାକୁ ଚେଷ୍ଟା କରି ଥିଲେ କିନ୍ତୁ ତାଙ୍କର ଏହି ଲଢେଇ କୁ କେହି ମଧ୍ୟ ଅଟକାଇ ପାରି ନଥିଲେ |

ସେଠାରେ କଲେଜ ର ଅନେକ ଛାତ୍ର ଛାତ୍ରୀ ଠିଆ ହୋଇ ଏହି ଦୃଶ୍ୟ ର ମଜା ନେଉଛନ୍ତି ଯେଭଳି ଭାବରେ ବିନା ଟିକେଟ ରେ ଅଫ ସ୍କ୍ରିନ ସିନେମା ଦେଖୁଛନ୍ତି | କେହି ଜଣେ ଏହି ମାର ପିଟ ର ଦୃଶ୍ୟ ନିଜ ମୋବାଇଲ ରେ ରେକର୍ଡ ମଧ୍ୟ କରିଛି ଆଉ ରେକର୍ଡ କରିବା ପରେ ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇଛି |

ଯାହା ଫଳରେ ଭିଡ଼ିଓ ଟି ମୋବାଇଲ କୁ ମୋବାଇଲ ଭାଇରାଲ ହେବାରେ ଲାଗିଛି | ଏହି ଭିଡ଼ିଓ ଟିକୁ ଦେଖି ଅନେକ ଲୋକ ନିନ୍ଦା ମଧ୍ୟ କରିଛନ୍ତି ଯେ ପାଠ ପଢିବା ବାହାନା ରେ କଲେଜ ରେ ସବୁ ଏହି ଉତ୍ପାତ କରୁଛନ୍ତି | ତେବେ ଏହି ଦୃଶ୍ୟ ଟି କେଉଁ ସ୍କୁଲ ର ତାହା ସଠିକ ଭାବେ ଜଣା ପଡ଼ି ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।