ମାଳିକା ଦେଲା ଭୟଙ୍କର ଚେତାବନୀ ! ଆସୁଛି ଅଚିହ୍ନା ରୋଗ ଦେହରୁ ଝଡି ପଡିବ ପୁଳା ପୁଳା ମାଂସ….ଶୀଘ୍ର ଦେଖନ୍ତୁ

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି।

ଆପଣ ମାନେ ସମସ୍ତେ ଜାଣିଥିବେ ସମାଜରେ କେତେବେଳେ କଣ ଘଟିବ ତାହା କେହି ବି କହି ପାରିବେ ନାହିଁ। ଆଉ ହଠାତ୍ ଯେତେବେଳେ ଘଟଣା ଟି ଘଟି ଯାଇଥାଏ, ସେତେବେଳେ ବିଶ୍ୱାସ କରିବା କାଠିକର ପାଠ ହୋଇଥାଏ।

ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। କିନ୍ତୁ ସେହି ଘଟଣା ଗୁଡ଼ିକ ମଧ୍ୟରୁ କିଛି ଏମିତି ଘଟଣା ଘଟିଥାଏ ଯାହା ଦେଖିଲେ ବା ଶୁଣିଲେ ଆପଣ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ସୂଚନା ଅନୁସାରେ,

ଆଗରୁ ଆପଣ ମାନେ ଜାଣିଥିବେ ଏହିଭଳି ଏକ ରହସ୍ୟମୟ ଘଟଣା ଘଟିଥିଲା ଶ୍ରୀ ମନ୍ଦିର ରେ। ଶ୍ରୀ ମନ୍ଦିର ବାନା ପାଖରେ ଚିଲ ମାନେ ଉଡ଼ିବାର ଏବଂ ଆକାଶ ମଧ୍ୟ ଲାଲ ବର୍ଣ୍ଣ ହେବାର ଦେଖିବାକୁ ପାଇଥିବେ। ତେବେ ଏହି ସବୁ ଘଟଣାକୁ ଅନୁଧ୍ୟାନ କରିବା ପରେ ମାଳିକା ରେ ମଧ୍ୟ ଏହିପରି କିଛି ରହସ୍ୟ ବର୍ଣ୍ଣନା ।ତେବେ ଏହା ସବୁ ଭଗବାନ ଜଗନ୍ନାଥ କି ପ୍ରକାର ସଙ୍କେତ ଦେଉଛନ୍ତି ତାହା ଭଗବାନ ହିଁ ଜାଣିଛନ୍ତି।

ସେହି ମାଳିକା ଅନୁସାରେ ସବୁକିଛି ହେଉଛି। ବନ୍ୟା, ବାତ୍ୟା ଭଳି କେତେକ ପ୍ରାକୃତିକ ବିପର୍ଯ୍ୟୟ ସହିତ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବା ସବୁକିଛି ମାଳିକା ବର୍ଣ୍ଣିତ। ତେବେ ଏହା ଆଗକୁ କୌଣସି ଘଟଣା ଘଟିବାର ସଙ୍କେତ ଦେଉଛି। ଯାହାକି କେହି ଜାଣି ପାରୁ ନାହାନ୍ତି। ତେବେ ପୁଣି ମାଳିକା କହୁଛି କି, ସଂସାର ରେ ନାନାବ୍ୟାଧି ରୋଗ ଦେଖାଯିବ ଯାହାଦ୍ୱାରା ସଂସାର ପୂରା ଲୀନ ହୋଇଯିବ। ବଞ୍ଚିବା ପାଇଁ ଖାଦ୍ୟ ର ସମସ୍ୟା ଦେଖାଯିବ।

ଏହା ବ୍ୟତୀତ ପାଣି ଜଳ ଶୁଖିଯିବ ଚଳିବାକୁ ଢୋକେ ପାଣି ପିଇବା ପାଇଁ ପାଇବେ ନାହିଁ। କୌଣସି ଗଛରେ ଫଳ ଫଳିବନି ଏବଂ ଚାଷ ନଷ୍ଟ ହୋଇଯିବ ଆଉ ପତ୍ର ନଥିବ ବୃକ୍ଷରେ। ଆଉ ମନ୍ଦିର ରୁ ପଥର ଖସିବ କିନ୍ତୁ କେହି ବି ଜାଣି ପାରିବେ ନାହିଁ, ଏହା ମଧ୍ୟ ମାଳିକାରେ ବର୍ଣ୍ଣନା ହୋଇଛି। ଏହା ବ୍ୟତୀତ ଉଲ୍ଲେଖ କରାଯାଇଛି କି, ସତ୍ୟ ପଥକୁ ଛାଡ଼ି ସମସ୍ତେ ମିଶି ଅନ୍ୟାୟ ପଥରେ ଚାଲିବେ।