ଓଃ କି ଡ୍ୟାନ୍ସ ! ପ୍ରଥମଥର ଶାଢ଼ୀ ପିନ୍ଧି ଏହି ଗାଉଁଲି ଝିଅ ( Sami Sami ) ଗୀତରେ କଲା ଜବରଦସ୍ତ ଡ୍ୟାନ୍ସ…..

କିଛି କିଛି ସମୟରେ ଏମିତି ଗୀତ ଏତେ ଲୋକପ୍ରିୟ ହୋଇଥାଏ ଯେ ଲୋକେ ଏହାକୁ ଦେଖିବା ପାଇଁ ଯେତିକି ପସନ୍ଦ କରିଥାନ୍ତି ,ସେହି ଗୀତ ରେ ନିଜର ପ୍ରତିଭା କୁ ଦେଖାଇବା ପାଇଁ ସେତିକି ଆଗ୍ରହ ପ୍ରକାଶ କରିଥାନ୍ତି। ସେହିଭଳି ଏକ ଫିଲ୍ମ ର ଗୀତ ଏବେ ଲୋକପ୍ରିୟତା ର ବେଶ୍ ଶୀର୍ଷରେ ରହିଛି। ତେଲୁଗୁ ସୁପରହିଟ୍ ଫିଲ୍ମ ପୁଷ୍ପା ର ଏକ ଭାଇରାଲ୍ ଗୀତ ସାମି ସାମି ଗୀତଟି କେତେ ଦମଦାର ହୋଇଛି ତାହା ତ ଆପଣ ମାନେ ସମସ୍ତେ ଜାଣିଥିବେ ଏବଂ ଦେଖୁଥିବେ।

ଗୀତ ଟି ଯେତିକି ସୁନ୍ଦର ଏଥିରେ ରଶ୍ମିକା ଙ୍କ ଡ୍ୟାନ୍ସ ଷ୍ଟେପ୍ ମଧ୍ୟ ସେହିପରି ଜବରଦସ୍ତ ହୋଇଛି। ତେବେ ଏହି ଫିଲ୍ମ ର ସାମି ସାମି ଗୀତ ରେ ରିଲ୍ ଓ ଭିଡିଓ ସୁଟ୍ କରିବା ପରେ ଲୋକେ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ ବି କରୁଛନ୍ତି।

ଏହି ଫିଲ୍ମ ର ଗୀତ ରେ ହେଉଥିବା ଭିଡିଓ ଗୁଡ଼ିକ ମଧ୍ୟ ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ସାମି ସାମି ଗୀତ ରେ ଅନେକ ଯୁବତୀ ଙ୍କ ଡ୍ୟାନ୍ସ ଭିଡିଓ ଆପଣ ମାନେ ନିଶ୍ଚିତ ରୂପେ ଦେଖିବାକୁ ପାଉଥିବେ। ସମସ୍ତେ ଏହି ଗୀତ ରେ ରଶ୍ମିକା ନାଚିଥିବା ଅରଜିନାଲ୍ ପୋଜ୍ କୁ ଫୋଲୋ କରି ତାଙ୍କର ଡ୍ୟାନ୍ସ ଷ୍ଟେପ୍ ଦେଖାଉଥିବା ଦେଖିବା ପାଇଁ ମିଳିଛି।

ସେହିପରି ଏବେ ସାମ୍ନାକୁ ଆସିଛି ଚାରି ଜଣ ସୁନ୍ଦରୀ ଯୁବତୀ ଙ୍କ ମନଲୋଭା ଡ୍ୟାନ୍ସ ଭିଡିଓ। ଏହି ଭିଡିଓ ରେ ସେମାନେ ଚାରି ଜଣ ଯେଉଁଭଳି ଭାବରେ ଡ୍ୟାନ୍ସ କରୁଛନ୍ତି ତାହା ଦେଖିଲେ ଆପଣ ବି ତାଙ୍କର ଡ୍ୟାନ୍ସ ର ଦିୱାନା ହୋଇଯିବେ।


ସେହି ଭିଡିଓ ରେ ଯୁବତୀ ମାନଙ୍କ ଗେଟ୍ ଅପ୍ ଏବଂ ତାଙ୍କର ଡ୍ୟାନ୍ସ ର ଶୈଳୀ ଯେପରି ଭାବରେ ଦମଦାର ହୋଇଛି ତାହା ଥରେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପୁଷ୍ପା ଫିଲ୍ମ ର ସାମି ସାମି ଗୀତ ର ତାଳେ ତାଳେ ସେମାନେ ଟିକିଏ ଭିନ୍ନ ଅନ୍ଦାଜ ରେ ହଟକେ ହୋଇ ନୃତ୍ୟ ପରିବେଷଣ କରୁଛନ୍ତି। ଯୁବତୀ ମାନଙ୍କ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଭିଡିଓ ରେ ଚାରି ଜଣ ଯୁବତୀ ଯେଉଁଭଳି ଭାବରେ ଅନବରତ ଗୀତର ତାଳେ ତାଳେ ନୃତ୍ୟ କରି ଚାଲିଛନ୍ତି ତାହା ଦେଖିବାର କଥା।

ଯାହାକୁ ଦେଖି ସମସ୍ତେ ଆନନ୍ଦିତ ହେଉଛନ୍ତି ଏବଂ ଖୁସି ମଧ୍ୟ ଲାଗୁଛି। ତେବେ ଏହି ଡ୍ୟାନ୍ସ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଯୁବତୀ ମାନଙ୍କ ନାମକୁ ଦେଖି ଅନେକ ଦର୍ଶକ ଏହାକୁ ପସନ୍ଦ କରିବା ସହିତ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ସବୁ ଦେଇଛନ୍ତି। ଏମାନଙ୍କ ଡ୍ୟାନ୍ସ ଷ୍ଟାଇଲ ଏବଂ ତାଳରେ ,ଲୟରେ ସମସ୍ତଙ୍କର ସମାନ ଭାବରେ ନାଚୁଥିବାର ଦେଖି ବହୁତ ଖୁସି ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।