OMG ! ଦେଖନ୍ତୁ Shocking ଭିଡ଼ିଓ – ନାଲି କାରର ଭିଡ଼ିଓ ଭାଇରାଲ, ଦୃଶ୍ୟ ଖୁବ୍‌ ଆଶ୍ଚର୍ଯ୍ୟକର! କାରଟି ଆପେ ଆପେ ପାର୍କିଂରୁ ବାହାରି ଯାଉଛି. ଏବଂ ସିଧା ନଦୀ ରେ ଭାସିଗଲା …ଦେଖନ୍ତୁ ଭଲକରି

ବର୍ତ୍ତମାନ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନାଁ କିଛି ଅଜବ ଭିଡିଓ ସବୁ ଭାଇରାଲ୍ ହେଉଛି , ଆଉ ଯେଉଁ ଭିଡିଓ ଦେଖି ଲୋକମାନେ ବିଶ୍ବାସ ମଧ୍ୟ କରିପାରୁନାହିଁନ୍ତି । ଯେମିତି ଏହି ଭିଡିଓରେ ହୋଇଛି,ନାଲି କାର୍ ର ଭିଡିଓ ଭାଇରାଲ୍, ଦୃଶ୍ୟଟି ଖୁବ୍ ଆଶ୍ଚର୍ଯ୍ୟକର! କାରଟି ଆପେଆପେ ପାର୍କିଂରୁ ବାହାରି ଯାଉଛି ।ଏ ଦୃଶ୍ୟ ଖୁବ୍ ଆଶ୍ଚର୍ଯ୍ୟକର । କାର୍ ଚାଲିିଛି ପଛେଇ ପାରି ହେଉଛି ରାସ୍ତା ।

କେହି କିଛି ଭାବିବା ପୂର୍ବ ରୁ କାର୍ ଟି ନଈ ରେ । ଏକ ନାଲି ରଙ୍ଗ ର କାର୍ ଟି ପାର୍କିଂ ରୁ ବାହାରି ଯାଉଛି । ଆଉ କେହି କିଛି ଭାବିବା ପୂର୍ବ ରୁ କାର୍ ଟି ଧିରେ ଧିରେ ଯାଇ ନଦୀ ରେ ଭାସୁଛି । ଲତାଭିଆ ରାଜଧାନୀ ରିଗା ରେ ଘଟିଛି ଆଶ୍ଚର୍ଯ୍ୟ କର ଘଟଣା । ଦୌଭାଗା ନଦୀ ରେ ଭାସମାନ ନାଲି କାର୍ ର ଭିଡିଓ ଭାଇରାଲ୍ ।

ତେବେ ଏହି ଭିଡିଓ ଦେଖି ମନ ରେ ଆସୁ ଥିବା ଅନେକ ପ୍ରଶ୍ନ । କଣ ଆଉ କେମିତି ହେଲା । ତେବେ ଘଟଣା ଅନୁସାରେ କାର୍ ଟି ପାର୍କିଂ ରେ ଥିଲା, ଆଉ ପରେ ହଠାତ୍ ଧିରେ ଧିରେ ଗାଡି ଟି ପଛେଇ ପଛେଇ ବାହାରି ଥିଲା , ପାର୍କିଂ ପ୍ଲେସ୍ ରୁ ପାର୍ ହେଲା ରାସ୍ତା ।

ଘାଟ ରୁ ପାହାଚ ଦେଇ ପଶିଲା ନଦୀ ରେ । ପାର୍କିଂ ସ୍ଲଟ ରୁ ନଈ ପର୍ଯ୍ୟନ୍ତ କେମିତି ଯାଉଛି ଗାଡି ତାହାର ପୂରା ଭିଡିଓ ପାଖରେ ଥିବା ସିସି ଟିଭିରେ କଏଦ ହୋଇ ଯାଇ ଥିଲା । ଯାହା ବର୍ତ୍ତମାନ ନିଆଁ ଭଳି ଚାରି ଆଡେ ଭାଇରାଲ୍ ହେଉଛି ।

ତେବେ କେହି ଜଣା ଟୁଇଟର୍ ରେ ଏହି ଭିଡିଓ ଟି କୁ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଥି ପାର୍କିଂ ସ୍ଲଟ ରୁ ଧୀରେ ଧୀରେ ପଛକୁ ଗତି କରୁଛି ଗାଡି । ଧକ୍କା ହେବା ଭୟ ରେ ଅନ୍ୟ ଗାଡି ମାନେ ରାସ୍ତା ଛାଡି ଦେଉ ଥିଲେ ଆଉ ବିନା ବାଧା ରେ କାର୍ ଟି ଚାଲିଛି । ଖୁବ୍ ସଚେତନତା ଅବଲମ୍ବନ କରୁଛନ୍ତି ।

ଲାଲ୍ ରଙ୍ଗ ର ଗାଡି ଟି ରାସ୍ତା ପାର ହେଉ ଥିବା ଭାବି ଏକ ଧଳା ରଙ୍ଗ ର କାର୍ ସେଠାରେ କିଛି ସମୟ ଅଟକି ବି ରହିଲା । କିନ୍ତୁ କେହି କିଛି ଭିବିବା ପୂର୍ବ ରୁ କାର୍ ଟି ସିଧା ଯାଇ ନଈ ରେ । ଆଉ ଶେଷ ରେ କାର୍ ଟି ପାଣି ରେ ଭାସୁଥିବା ଦେଖିବାକୁ ମିଳିଥିଲା ।

ଭାଗ୍ୟବଶତଃ ଗାଡି ରେ କେହି ବି ନଥିଲେ । ଭାଇରାଲ୍ ହେଉଥିବା ଏହି କ୍ଲିପକୁ ଏପର୍ଯ୍ୟନ୍ତ 3ଲକ୍ଷ ରୁ ଅଧିକ ଲୋକେ ଦେଖି ସାରିଲେଣି । ସମସ୍ତଙ୍କୁ ଏହି ଦୃଶ୍ୟ କରିଛି ଆଶ୍ଚର୍ଯ୍ୟ । ଜଣେ କମେଣ୍ଟ ବକ୍ସରେ ଲେଖିଛନ୍ତି OMG! ସେ କଣ କରୁଛନ୍ତି ଆତ୍ମହତ୍ୟା ।

ରିପୋର୍ଟ ଅନୁଯାୟୀ ଏପ୍ରିଲ 14 ତାରିଖରେ ଏହି ଘଟଣା ଘଟିଥିଲା । ଦୁଇ ଜଣ ଲୋକ ପାର୍କିଂ କରିବା ପରେ ହ୍ୟାଣ୍ଡବ୍ରେକ୍ ଲଗେଇବାକୁ ଭୁଲି ଯାଇଥିଲେ । ପାର୍କିଂର 10 ମିନିଟ୍ ପରେ ଗାଡିଟି ଗଢି ଯାଇଥିଲା ଏବଂ ନଦୀରେ ପଡିଯାଇଥିଲା । ଆଉ ଏପ୍ରିଲ 15ରେ ଗାଡିଟକୁ ଦୌଭାଗା ନଦୀରୁ ଉଦ୍ଧାର କରାଯାଇଥିଲା । ଚମତ୍କାର ଦୃଶ୍ୟ , ହିନ୍ଦି ସିନେମାର ୱଣ୍ଡର କାର୍ ଭଳି , ବିନା ଚାଳକରେ ପାର୍କିଂରୁ ନଦୀରେ ପହଁରୁଛି ନାଲି କାର୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।