ଶୁଣନ୍ତୁ ଅଭିନେତ୍ରୀ ବେବିନା ଙ୍କ ମୁହଁରୁ ତାଙ୍କ କାହାଣୀ ! ବ୍ରାହ୍ମଣ ଘର ବୋଲି ବାପା ଯାତ୍ରାକୁ ଛାଡୁନଥିଲେ ହେଲେ ମୁ…? /

ଆପଣ ମାନେ ଜାଣିଥିବେ ସେଲିବ୍ରେଟି ମାନେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ଜଣେ ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟି ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ , ଯାତ୍ରା ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରିଥାନ୍ତି ଓ ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି।ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାର ମାନଙ୍କୁ ସବୁବେଳେ ଅନୁସରଣ କରିଥାନ୍ତି।

ସେଲିବ୍ରେଟି ମାନଙ୍କ ବେଶ ପୋଷାକ ଓ ସେମାନଙ୍କ କଥା ଶୈଳୀ ଓ ସେମାନଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ଉପରେ ସେମାନେ ସବୁବେଳେ ପାଇଁ ତାଙ୍କୁ ସଂଯମତା ରକ୍ଷା କରିବାକୁ ପଡ଼ିଥାଏ। ଆଉ ବେଳେ ବେଳେ କିନ୍ତୁ ଏଭଳି କିଛି କରିଥାନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ।

ତେବେ ଆପଣ ମାନଙ୍କୁ ଜଣାଇବୁ ଯେ, କଳାକାର କଳା ସଂସ୍କୃତି କୁ ନେଇ ଆମ ଦେଶ ପର୍ଯ୍ୟବେସିତ। କଳାକାର ମାନଙ୍କୁ ଆମ ଦେଶରେ ଅନେକ ସମ୍ମାନ ମିଳିଛି। ସେ ହିରୋ ହେଉ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ସମ୍ମାନ ମିଳେ ଏବଂ ଏହି ସେଲିବ୍ରେଟି ମାନଙ୍କର ଖାତିର୍ କାହିଁରେ କଣ।

କାହିଁକିନା ସେମାନଙ୍କୁ ଲୋକ ପସନ୍ଦ କରନ୍ତି ଏବଂ ସେମାନଙ୍କ ଅଭିନୟ ଦେଖି ଲୋକେ ପାଗଳ ପରି ସେମାନଙ୍କ ଫ୍ୟାନ୍ ବନି ଯାଇଥାନ୍ତି। ତେବେ ବଲିଉଡ୍ ଓ ଓଲିଉଡ଼ ଭଳି ଯାତ୍ରା ଜଗତର କଳାକାର ମାନେ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି। ଅନେକ ଲୋକ ଥାଆନ୍ତି ଯାତ୍ରା ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।


ତେବେ ଆଜି ଆମେ ଯାତ୍ରା ଜଗତର ଏମିତି ଏକ କଳାକାର ବିଷୟରେ ବିଷୟରେ କହିବୁ ଯାଉଛୁ ,ଯିଏକି ଯାତ୍ରା ଜଗତରେ ଅଭିନେତ୍ରୀ ଭାବେ ଅଭିନୟ କରିଥାନ୍ତି। ଆଉ ସେ ହେଉଛନ୍ତି ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ବେବିନା। ତେବେ ତାଙ୍କୁ ଏକ ସାକ୍ଷାତକାରରେ ତାଙ୍କ ଜୀବନ କାହାଣୀ ବିଷୟରେ ପଚରାଯାଇଥିଲା। ଆଉ ସେ ୧୯୯୬ ମସିହାରେ ଯାତ୍ରା ଜଗତରେ କାମ ଆରମ୍ଭ କରିଥିଲେ ବୋଲି କହିଥିଲେ।

ତାଙ୍କ ମା ଙ୍କ ମୃତ୍ୟୁ ପରେ ତାଙ୍କ ବାପାଙ୍କ ଦେହ ଖରାପ ଥିଲା। ପରିବାର ଚଳେଇବା ପାଇଁ ସେ ବ୍ରାହ୍ମଣ ଘରର ଝିଅ ହୋଇ ଏବଂ ବାପାଙ୍କ ବାରଣ ସତ୍ତ୍ୱେ ମଧ୍ୟ ସେ ତାଙ୍କ ଇଛା ରେ ଏହି କାମ ଆରମ୍ଭ କରିଥିଲେ। ତାପରେ ସେ ସେହି ଯାତ୍ରା ର ଏକ କଳାକାର ଙ୍କୁ ଭଲ ପାଇ ବିବାହ କରିଥିଲେ।

ତେବେ ଦୁହେଁ ଏକାଠି ମିଶି ଯାତ୍ରା ର ବହୁତ ପାର୍ଟି ରେ କାମ କରିଛନ୍ତି। ସେ ତୁଳସୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ ଏବଂ ଇନ୍ଦ୍ରମହଲ ପରି ବଡ଼ ବଡ଼ ପାର୍ଟି ରେ ସେ କାମ କରିଛନ୍ତି। ତେବେ ଆଜି ସେ ସେହି ଗୋଟିଏ ନିଷ୍ପତ୍ତି ନେଇ ଏତେ ବାଟ ପର୍ଯ୍ୟନ୍ତ ସେ ସଫଳତାର ସହ ପହଞ୍ଚି ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।