ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ Girl ଜାନେମେରି ଜାନେମନ ଗୀତରେ ଏମିତି ଡ୍ୟାନ୍ସ କଲେ, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…ଦେଖନ୍ତୁ ଭିଡିଓ….

କୁନି ପିଲାମାନଙ୍କ ନାଚ, ଗୀତ ଅଭିନୟ ସବୁ କିଛି ବେଶ୍ ମନ ଛୁଆଁ ହୋଇଥାଏ ଏବଂ ମଜାଳିଆ ହୋଇଥାଏ । ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ ଖୁସି ବି ହେଉଥିବେ । ଆଉ ଯଦି କୁନି ପିଲମାନଙ୍କ ସହ ଜଡିତ ହୋଇଥାଏ ତେବେ ଏହା ବହୁତ ଖୁସି ଦେଇଥାଏ । କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହି ଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ରହିଥାଆନ୍ତି । ଏହା ଦ୍ୱାରା ସେମାନଙ୍କୁ ହସିବାକୁ ଟିକିଏ ସୁଯୋଗ ମିଳିଥାଏ । ତେବେ ଆପଣ ସୋସିଆଲ୍ ମିଡିଆରେ ଏହିଭଳି ପ୍ରତିଦିନ ଅନେକ ଭାଇରାଲ୍ ଭିଡିୋ ଦେଖୁଥିବେ ।

ତେବେ ସେଥି ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ । ଏହାକୁ ଦେଖି ଆମ ଖୁସି ର ହିସାବ ରହି ନ ଥାଏ ।

ତେବେ ସ୍ୱଭାବିକ ଭାବରେ ଆମେ ଅନେକ ପ୍ରକାର ର ଘଟଣା କୁ ନିଜେ ଦେଖିଥାଉ ଓ ତାହା ,ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ । ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ୍ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ । ତେବେ ଭାଇରାଲ୍ ଭ୍ଡ୍ଓ ଟି ଆପଣ ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର । ଏଥିରେ କୁନି ଝିଅଟି କିପରି ନୃତ୍ୟ କରୁଛି ।

ଏହି ଝିଅଟି ପୁଣି ନାଚୁଛି ଜାନେ ମେରି ଜାନେମନ ଗୀତରେ । ଯେଉଁ ଗୀତଟି ଏବେ ବେଶ୍ ଚର୍ଚ୍ଚାରେ ରହିଛି ଓ ସମସ୍ତେ ଏହି ଗୀତରେ ଝୁମିବାରେ ଲାଗିଛନ୍ତି । ଏହା ଛଡା ଏହି ଗୀତଟି ଏବେ ୟୁଟ୍ୟୁବ୍ ରେ ଅନେକ ଲୋକପ୍ରିୟତା ହାସଲ କରିଛି ।

ଆପଣ ବି ଏହି ଗୀତକୁ ନିଶ୍ଚିତ ଭାବରେ ଏକାଧିକ ବାର ଶୁଥିବେ । ଅନେକ ଭିଡିଓ ଏହି ଗୀତରେ ତିଆରି ହୋଇଥିବା ବେଳି କୁନି ଝିଅଟି ଏବେ ଏହି ଗୀତରେ ତାର ସୁନ୍ଦର ନାଚକୁ ଦେଖାଉଛି । ଯାହାକୁ ଲୋକେ ବେଶ୍ୱ ପସନ୍ଦ କରୁଛନ୍ତି ଓ ସୋସିଆଲ୍ ମିଡିଆରେ ଏହି କୁନି ଝିଅର ଏହି ନାଚ ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏହି ଭିଡିଓରେ ଝିଅଟି ଯେଉଁ ବଳି ଭାବରେ ଗୀତର ତାଳ ସହ ଡାନ୍ସ ଦେଖାଉଛି ତାହା ଦେଖିଲେ ଆପଣ ବି ଖୁସି ହୋଇଯିବେ । ଏହି ଝିଅଟି ମଧ୍ୟ ବହୁତ କ୍ୟୁଟ୍ ହୋଇଛି । ସେ ଏହି ଗୀତରେ ଏତେ ଖୁସିରେ ଡାନ୍ସ କରୁଛି ଯେମିତି ସେ ଏହି ଗୀତକୁ ଏବଂ ଏହି ଗୀତର ତାଳକୁ ଉପଭୋଗ କରୁଛି । ତେବେ ଏହି ଭିଡିଓ କୁ ଦେଖି ଅନେକ ଏହାକୁ ପସନ୍ଦ କରିବା ସହିତ ଝିଅଟିକୁ ତାର ଏହି ନୃତ୍ୟ ପାଇଁ ସୁନ୍ଦର ପ୍ରତିକ୍ରିୟା ସବୁ ଦେଉଛନ୍ତି ।