Health Tips – ଗ୍ୟାସ ସମସ୍ୟା ଦୂର କରିବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ । Dr. PUJA patel

ତେବେ ଆଜି କାଲି ସମୟରେ ଆମ ଶରୀର କୁ ନେଇ ଅନେକ ରୋଗ ଦେଖା ଦେଇ ଥାଏ ଆଉ ରୋଗ ହେଲେ ଆମେ ନିହାତି ଅନେକ ମେଡ଼ିସିନ ଖାଇ ଥାଉ | ମେଡ଼ିସିନ ଖାଇଲେ କିଛି ଦିନ ପାଇଁ ଦେହ ସୁସ୍ଥ ରହି ଥାଏ କିନ୍ତୁ ପୁଣି ଯେଉଁଭଳି ସମସ୍ୟା ଥାଏ ସେଭଳି ହୋଇ ଯାଏ | ତେବେ ଏଥି ମଧ୍ୟରୁ ଗ୍ୟାଷ୍ଟିକ ଏକ ବଡ଼ ସମସ୍ୟା ହୋଇ ଥାଏ ଏହା ଦେଖା ଦେଲେ କୌଣସି ଲୋକ ସାଧାରଣ ଭାବେ ଠିକ ସେ ଭଲ ଜିନିଷ ଖାଇ ମଧ୍ୟ ପାରନ୍ତି ନାହିଁ |

ଆପଣ ଚାହିଁଲେ ଏହି ଗ୍ୟାଷ୍ଟିକ ପରି ସମସ୍ୟା କୁ ଦୂର କରି ପାରିବେ କିନ୍ତୁ ସେଥିପାଇଁ ଆପଣଙ୍କ ର ଜୀବନ ଶୈଳୀ କୁ କିଛି ମାତ୍ରା ରେ ବଦଳେଇବାକୁ ପଡ଼ିବ | ସାଧାରଣତଃ ଜ୍ଵର, ଥଣ୍ଡା, ପତଳା ଝାଡା ହେବା ଦ୍ୱାରା ଶରୀର ରୁ ଟିକ୍ସନ କ୍ଲିନ କରି ଦେଇ ଥାଏ |

ଯଦି ଆପଣଙ୍କ ଠାରେ ଗ୍ୟାସ ଭଳି ସମସ୍ୟା 2 କି 3 ଦିନ ରହିଲା ଆଉ ପରେ ପରେ ତାହା ଠିକ ହୋଇ ଗଲା ତ ଏହାକୁ କ୍ରନିକ ଡିଜଜ କୁହାଯାଏ | ତେବେ ଯଦି ଆପଣଙ୍କ ଠାରେ ସ୍କିନ ଡିଜିଜ୍ ଦେଖାଗଲେ ମଧ୍ୟ ଏହା 5 କି 6 ଦିନ ରହି ଆମ ଶରୀରରୁ ଟକ୍ସିନ କୁ ବାହାର କରି ଦେଇ ଥାଏ |

ଡାଇବେଟିସ , ହାଇପୋଟେସନ ଆଦି କ୍ରନିକ ଡିଜିଜ୍ ଭାବେ ଶରୀରରେ ରହିଥାଏ , ଏହା ଆମ ଶରୀରରୁ ସମ୍ପୂର୍ଣ୍ଣ ଭାବରେ ଦୂର ହେବା ପାଇଁ ଟାଇମ ଲାଗିଥାଏ | ତେବେ ଏହୁ ଗ୍ୟାସ ସମସ୍ୟା ସାଧାରଣ ଭାବରେ ଦୂର କରିବା ବହୁତ କଷ୍ଟକର ହୋଇ ପଡ଼ି ଥାଏ, ଏଣୁ ଏହାକୁ ନିୟନ୍ତ୍ରଣ କରି ରଖିବା ନିହାତି ଜରୁରୀ |

ତେବେ ଏହି ଗ୍ୟାସ ସମସ୍ୟା ଯଦି ପ୍ରତିଦିନ ଧରି ରହିଲା , ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ଼ଡିବ | ଏଥିପାଇଁ ଆପଣ ପ୍ରତିଦିନ ସକାଳୁ ଉଠି ପାଣି ପିଅନ୍ତୁ ଏବଂ ଏହା ସହିତ ଖରା ବେଳେ କିଛି ଫ୍ରେସ ଦହି ଖାଆନ୍ତୁ | ତେବେ ଏହା ସହିତ ଯେତେ ପାରୁଛନ୍ତି ସେତେ ମାନସିକ ଚିନ୍ତା ରୁ ଦୂରେଇ ରୁହନ୍ତୁ କାରଣ ଆଜିକା ଦିନ ରେ ଟେନ୍ସନ ଏପରି ଏକ ଜିନିଷ ଯାହା ହର୍ମୋନ କୁ ନିୟନ୍ତ୍ରଣ ରେ ରଖି ନଥାଏ | ଏଣୁ ମାନସିକ ଚିନ୍ତା ରେ ଦୂରେଇ ରହିବା ସହିତ ନିହାତି ଭାବରେ 8 ଘଣ୍ଟା ସୁଖ ନିଦ୍ରା ରେ ଶୁଅନ୍ତୁ | ଏହା ସହିତ ପ୍ରତିଦିନ ସକାଳେ ଏକ୍ସସାଇଜ ମଧ୍ୟ କରନ୍ତୁ ଏପରି କଲେ ଆପଣଙ୍କ ଦେହ ସର୍ବଦା ସୁସ୍ଥ ରହିବ |

ଏହା ସହିତ ପ୍ରତିଦିନ ସକାଳେ ଆଲକାଲାଇନ ଫୁଡ୍ , ମଝିରେ ହାଏ କ୍ୟାଲେରି ଫୁଡ୍ ଏବଂ ରାତିରେ ଲାଇଟ୍ ଫୁଡ୍ ଖାଇବା ଅତ୍ୟନ୍ତ ଜରୁରୀ ଅଟେ | ଦିନ ଅପେକ୍ଷା ରାତିରେ ଅଳ୍ପ ଖାଇ ଶୋଇବା ଉଚିତ୍ କାରଣ ରାତିରେ ଆମ ସେଲ ଗୁଡିକ ରେଷ୍ଟ ନେଇଥାନ୍ତି ତେଣୁ ରାତିରେ ଅଳ୍ପ ଖାଦ୍ୟ ଖାଇବା ଆମ ଶରୀରର ପାଇଁ ଲାଭଦାୟକ ହୋଇଥାଏ |

ତେବେ ଆପଣ ଚାହିଁଲେ ଏହି ଗ୍ୟାସ ଭଳି ସମସ୍ୟା କୁ ନିୟନ୍ତ୍ରଣ ରେ ରଖି ପାରିବେ, ବାସ ଏଥିପାଇଁ ଆପଣ ଙ୍କୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ପଡିବ ଏବଂ ପ୍ରତିଦିନ ସକାଳେ ଏକ୍ସସାଇଜ କରିବା ନିହାତି ଜରୁରୀ ଅଟେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।