ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଗାଡି ଚଳାଉ ଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ଆମ ଦେଶ ଦୁନିଆଁ ରେ ଜଣା ନାହିଁ ଏମିତି କେତେ କିଏ ଦୁର୍ଘଟଣା ରେ ମୃତ୍ୟୁ ବରଣ କରି ସାରିଲେଣି | ଆଉ ଏମିତି ବି ଦେଖିବାକୁ ମିଳେ ଯେ କିଛି ଲୋକ ଅଛନ୍ତି ଯେଉଁ ମାନେ ଯାହାଙ୍କର କିଛି ଦୋଷ ନଥିଲେ ମଧ୍ୟ ଦୁର୍ଘଟଣା ର ଶିକାର ହେବାକୁ ପଡ଼େ | ତେବେ ଦୁର୍ଘଟଣା ରେ ଯଦି ଗୋଟେ ବଡ଼ ଗାଡ଼ି ଛୋଟ ଗାଡ଼ି ମଧ୍ୟରେ ଧକ୍କା ହେଲା ତେବେ ସାଧାରଣତଃ ସମସ୍ତେ ବଡ଼ ଗାଡ଼ି ରେ ଥିବା ଡ୍ରାଇଭର କୁ ଦୋଷ ଦେଇ ଥାଆନ୍ତି |

କିନ୍ତୁ ଏହି ଚିନ୍ତାଧାରା ପୁରା ଭୁଲ ଅଟେ କାରଣ ସବୁ ବେଳେ ବଡ଼ ଗାଡ଼ି ର ଭୁଲ ନଥାଏ ବେଳେ ବେଳେ ସେହି ଛୋଟ ଗାଡ଼ି ର ମଧ୍ୟ ଭୁଲ ରହି ଥାଏ ଯାହା ଦ୍ୱାରା ବହୁତ ବଡ଼ ଦୁର୍ଘଟଣା ଦେଖିବାକୁ ମିଳେ |

ତେବେ ସେଭଳି ଏକ ଦୁର୍ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଜାଣିଲେ ଆପଣ ମାନେ ମଧ୍ୟ କହିବେ ଏଭଳି କିଛି ଲୋକ ଙ୍କ ପାଇଁ କେତେ ଯେ ଜୀବନ ମଧ୍ୟ ଚାଲି ଯାଉଛି | ସେମାନେ ନିଜ ଜୀବନ କୁ ବିପଦ ରେ ପକାଇବା ସହିତ ଅନ୍ୟ ମାନଙ୍କ ଜୀବନ କୁ ମଧ୍ୟ ବିପଦ ଆଡ଼କୁ ଟାଣି ଆଣନ୍ତି | ତେବେ ଆସନ୍ତୁ ଏହି ପୁରା ଘଟଣା ସମ୍ପର୍କ ରେ ଆଲୋଚନା କରିବା |


ତେବେ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳି ଥିଲା କି ଏକ ବାଇକ ରେ ଦୁଇ ଜଣ ଯୁବକ ସାପ ଗଲା ଭଳି ରାସ୍ତା ରେ ଗାଡ଼ି ଚଳାଇ ଯାଉ ଥିଲେ | ଆଉ ହଠାତ ସେହିପରି ସମୟ ରେ ସାମ୍ନା ରୁ ଏକ ବଡ଼ ଗାଡ଼ି ଚାଲି ଆସି ଥିଲା | ଅବଶ୍ୟ ସେହି ବଡ଼ ଗାଡ଼ି ଟିକୁ ଧକ୍କା କରିବାରୁ ତ ବାଇକ ଟି ବଞ୍ଚି ଯାଇ ଥିଲା କିନ୍ତୁ ଚାଳକ ଜଣଙ୍କ ନିଜର ଭାରସାମ୍ୟ ହରାଇ ଗାଡ଼ି ରୁ ପଡି ଯାଇ ଥିଲା | ଯାହା ଦ୍ୱାରା ଯୁବକ ଦୁଇ ଜଣ ବଞ୍ଚି ଯାଇ ଥିଲେ ଆଉ କିଛି ମାତ୍ରା ରେ ଆହତ ହୋଇ ଥିଲେ |

ତେବେ ଆପଣ ଥରେ ଭାବନ୍ତୁ ଯେ ଯଦି ବାଇକ ଟି ବଡ଼ ଗାଡ଼ି ରେ ଧକ୍କା ହୋଇ ଥାଆନ୍ତା ତେବେ ହୁଏତ ଯୁବକ ଜଣଙ୍କର ଜୀବନ ମଧ୍ୟ ଚାଲି ଯାଇ ପାରି ଥାଆନ୍ତା | ଆଉ ଏହି ଦୁର୍ଘଟଣା କୁ ଦେଖି ସମସ୍ତେ ଏହା ଭାବି ଥାଆନ୍ତେ ଯେ ସେହି ବଡ଼ ଗାଡ଼ି ଟିର ହିଁ ଦୋଷ ଅଛି |

କିନ୍ତୁ ଅସଲ ରେ ଦୋଷ ଏହି ଦୁଇ ଜଣ ଯୁବକ ଙ୍କର ଥିଲା, ତେବେ ସବୁବେଳେ ବଡ଼ ଗାଡ଼ି ର ଦୋଷ ନଥାଏ କିଛି ବଦମାସ ବାଇକ ଚାଳକ ମଧ୍ୟ ଥାଆନ୍ତି ଯାହାଙ୍କର ଏଭଳି ହରକତ ପାଇଁ ସେମାନେ ନିଜ ଜୀବନ କୁ ବିପଦ ଆଡ଼କୁ ନେଇ ଯାଆନ୍ତି ଏବଂ ସେମାନଙ୍କୁ ଦୁର୍ଘଟଣା ର ସାମ୍ନା କରିବାକୁ ପଡ଼େ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।