ଅଭିନେତ୍ରୀ ଝିଲିକ୍ ଙ୍କୁ ନେଇ ଆସିଲା ଦୁଃଖ ଖବର ! ହଟାତ୍ ଭୋ ଭୋ ହୋଇ କାନ୍ଦିଲେ ..ଦେଖନ୍ତୁ ପୁରା ଭିଡିଓ

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକ ମାନଙ୍କୁ ଭଲ ଲାଗିଲା ସେମାନେ ତାଙ୍କର ଫ୍ୟାନ ହୋଇ ଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ ଜାଗ୍ରତ ହୋଇ ରହିଥାନ୍ତି।

ତେବେ ଓଡ଼ିଆ ଅଭନେତ୍ରୀ ଝିଲିକ ଭଟାଚାର୍ଯ୍ୟ ଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଂଥିରେ ସେ ବହୁତ ଜୋର୍ ରେ କାନ୍ଦୁଥିବା ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଝିଲିକ ଭଟାଚାର୍ଯ୍ୟଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଓଲ୍ଲୀଉଡ଼ ଜଗତର ଆଗ ଧାଡ଼ିର ନାୟିକା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ଶୈଳୀ ନିଆରା ପ୍ରକାର ହୋଇଥାଏ।

ତାଙ୍କ ଅଭିନୟ ଦ୍ୱାରା ସେ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଅଭିନୟ ଯାଦୁରେ ଲୋକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି।


ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ସାଉଁଟିଛନ୍ତି। ସେ ବେଙ୍ଗୋଲୀ ଘରର ଝିଅ ଅଟନ୍ତି କିନ୍ତୁ ସେ ଓଡିଆ ଘରର ବୋହୂ ହୋଇଛନ୍ତି ଅର୍ଥାତ୍ ଓଡ଼ିଶା ରେ ହିଁ ବିବାହ କରିଛନ୍ତି ଝିଲ୍ଲୀକ।

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କରିଛନ୍ତି। ତାଙ୍କର ବିବାହ କୁ ଏବେ 2 ବର୍ଷ ପୂରି ଗଲାଣି। ତେବେ ସେ ତାଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି। ବିବାହ ପରେ ଝିଲ୍ଲୀକ ଆଉ ରଙ୍ଗିନ୍ ପରଦା ରେ ନଜର ଆସୁ ନାହାଁନ୍ତି, ବରଂ ସେ ଏବେ ନିଜ ଶାଶୁଘରେ ସ୍ବାମୀ ଙ୍କ ସହିତ ରହୁଛନ୍ତି, ଆଉ ଜଣେ ଖାଣ୍ଟି ଓଡ଼ିଆ ଘରର ବୋହୂ ଭାବରେ ନିଜକୁ ପରିଚାଳିତ କରୁଛନ୍ତି।

ତେବେ ଅଭିନେତ୍ରୀ ଝିଲ୍ଲୀକ ଭଟ୍ଟାଚାର୍ଯ୍ୟ ଙ୍କ ର ଏବେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଂଥିରେ ଦେଖିବାକୁ ମିଳିଛି ଯେ ଝିଲ୍ଲୀକ ଓଡିଆ ଘରର ଝିଅ ପରି ନାକପୁଡ଼ା କରୁଛନ୍ତି, ଆଉ ସମୟରେ ତା୍ଙ୍କୁ ବହୁତ କଷ୍ଟ ହେଉଛି ଏବଂ ସେ କାନ୍ଦୁଛନ୍ତି। ତେବେ ଏହାପରେ ସେଥିରେ ମେଡିସିନ ଲଗେଇବା ପରେ ତାଙ୍କୁ ଭଲ ଲାଗିବା ସେ କହିଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଏବଂ ଯେଉଁ ଭିଡିଓ କୁ ଲୋକମାନେ ବହୁତ ପସନ୍ଦ କରିବା ସହିତ ଝିଲ୍ଲୀକ ଙ୍କୁ ବହୁତ ପ୍ରଶଂସା ମଧ୍ଯ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।