ଦେଖନ୍ତୁ LIVE ଭିଡିଓ ! ମୃତ୍ୟୁ ପୂର୍ବରୁ କ୍ୟାମେରା ମ୍ୟାନ୍ ମାନସଙ୍କ ଶେଷ ଭିଡିଓ…. ଦେଖନ୍ତୁ ସେ ଭିଡିଓ ରେ କଣ କହୁଛନ୍ତି ?

ଆପଣ ମାନେ ତ ଜାଣନ୍ତି ମାନସ ସ୍ୱାଇଁ ଙ୍କ ହତ୍ୟା ଖବର ଏବେ କିପରି ଚର୍ଚ୍ଚା ଚାଲିଛି, ଯୁଆଡେ ବି ଦେଖିବ କେବଳ ମାନସ ଙ୍କ ହତ୍ୟା ର ଖବର | କାରଣ ଶର୍ମିଷ୍ଠା ଯେଉଁ ଭଳି ଭାବରେ ମାନସ ଙ୍କୁ ହତ୍ୟା କରିଛନ୍ତି ତାହା ସମସ୍ତ ଙ୍କ ଦେହ କି ଥରାଇ ଦେଇଛି | ତେବେ ଅଭିଯୁକ୍ତ ଶର୍ମିଷ୍ଠା ମର୍ଡର କରି ସାରିବା ପରେ ଫେରାର ହୋଇ ଏଣେ ତେଣେ ବୁଲୁ ଥିଲେ, କିନ୍ତୁ ଶେଷରେ ପୋଲିସ ଟିମ ଶର୍ମିଷ୍ଠା ଙ୍କୁ ଏକ ବସ ରୁ ହାତାହାତି ଧରି ଥିଲେ | ଏହାପରେ ଶର୍ମିଷ୍ଠା ଙ୍କୁ ନେଇ କ୍ରାଇମ ବ୍ରାଞ୍ଚ ଅନେକ ଜେରା ଆରମ୍ଭ କରି ତଦନ୍ତ ଜାରି ରଖି ଥିଲା |

ତେବେ ସଭିଙ୍କ ମୁହଁରେ କେବଳ ଗୋଟିଏ କଥା ଯେ ଶର୍ମିଷ୍ଠା ଙ୍କୁ ଫାଶୀ ହେଉ ଆଉ ମାନସ ସ୍ୱାଇଁ ଙ୍କୁ ନ୍ୟାୟ ମିଳୁ | ତେବେ ମୃତ୍ୟୁ ପୂର୍ବରୁ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଙ୍କର ଏକ ଶେଷ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସି ଯିବ |

ତେବେ ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ମାନସ ସ୍ୱାଇଁ ଗାଡ଼ିରେ ରେ ତାଙ୍କ ଗ୍ରୁପ ଙ୍କ ସହ ଏକ ସୁଟିଂ ପାଇଁ ପୁରୀ କୁ ଯାଉ ଥିଲେ | କାରଣ ଏହି ଭିଡ଼ିଓ ଟି ସେ ଗାଡ଼ି ରେ ବସି ଥିବା ସମୟରେ ନିଜେ କହିଛନ୍ତି ଯେ ସୁଟିଂ ପାଇଁ ପୁରୀ ଯାଉଛନ୍ତି ବୋଲି ଆଉ ତା ସହିତ ତାଙ୍କ ପିଲା ମାନଙ୍କୁ ସମସ୍ତ ଙ୍କୁ ହାୟ କହିବା ପାଇଁ କହି ଥିଲେ |

ଆଉ ମଜା ମସ୍ତି ରେ ସେହି ପିଲା ମାନଙ୍କୁ ବାତରା ଦଳ ବୋଲି ମଧ୍ୟ ଡାକି ଥିଲେ | ଏହା ପରେ ସେ ତାଙ୍କ ଟିମ ରେ ଥିବା ଝିଅ ମାନଙ୍କୁ ପରିଚୟ ମଧ୍ୟ ଦେବାକୁ କହି ଥିଲେ | ଅନେକ ମଜା ମସ୍ତି ର ସହ ମାନସ ଏହି ଭିଡ଼ିଓ ଟିକୁ ଲାଇଭ ଆସି କରୁ ଥିଲେ |

ଏହି ଭିଡ଼ିଓ ହେଉଛି ମାନସ ଙ୍କର ଶେଷ ଭିଡ଼ିଓ ଥିଲା ତାପରେ କିଏ ଜାଣି ଥିଲା ଯେ ତାଙ୍କୁ ଏଭଳି ଯନ୍ତ୍ରଣା ଦାୟକ ମୃତ୍ୟୁ ଦିଆ ଯିବ ବୋଲି | ତେବେ ଭିଡ଼ିଓ ଟିରୁ ହିଁ ଜଣା ପଡୁଛି ମାନସ ସ୍ୱାଇଁ କେତେ ମଜାଦାର ଲୋକ ଥିଲେ ଆଉ ସେ ତାଙ୍କ ଟିମ କୁ ବର କରିବାକୁ ଦେଉ ନଥିଲେ ହସଖୁସି ରେ ରଖୁ ଥିଲେ |

ତେବେ ତାଙ୍କ ହତ୍ୟା ରେ ସାମିଲ ଥିବା ପ୍ରତେକ ଦୋଷୀ ଙ୍କୁ ଏବେ ଜେଲ ରେ ରଖା ଯାଇଛି ଆଉ ଜେରା ମଧ୍ୟ କରାଯାଉଛି | କିନ୍ତୁ ଲୋକ ମାନଙ୍କର ପ୍ରଶ୍ନ ଯେ ଏପର୍ଯ୍ୟନ୍ତ ତାଙ୍କୁ କାହିଁକି ଫାଶୀ ଦିଆଯାଇ ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।