Jyotisha Shastra – 1980 ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଜନ୍ମ ମାସ, ତାରିଖ ପରି ବର୍ଷ ର ମଧ୍ୟ ବହୁତ ମହତ୍ବ ରହିଛି। ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ। ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ବହୁତ ଗୁଡ଼ିଏ ଗୁପ୍ତ କଥା କହିଥାଏ। ଯଦି ଆପଣଙ୍କ ଜନ୍ମ ୧୯୮୦ ରୁ ୨୦୦୦ ମସିହା ମଧ୍ୟରେ ହୋଇଛି ,ତେବେ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ବିଷୟରେ।

୧- ୧୯୮୦ ରୁ ୧୯୮୩ ମସିହା

ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ଏହି ବର୍ଷ ରେ ହୋଇଛି ସେମାନେ ସ୍ୱଭାବରୁ ଚୁମ୍ବକୀୟ ଆକର୍ଷଣ ର ହୋଇଥାନ୍ତି। ଏମାନେ କଥାରେ ଧନୀ ହୋଇଥାନ୍ତି। ଏମାନଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପସନ୍ଦ ଆସିଥାଏ।

୨- ୧୯୮୧ ରୁ ୧୯୮୪ ମସିହା

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ସ୍ମାର୍ଟ ହୋଇଥାନ୍ତି, ନିଜ ପରିଶ୍ରମ ଦ୍ୱାରା ବହୁତ କିଛି ହାସଲ କରିଥାନ୍ତି। ସ୍ୱଭାବରୁ ବହୁତ ପଜିଟିଭ୍ ହୋଇଥାନ୍ତି। ଆପଣ କିଛି ନବୁଝି କାହାକୁ ମଧ୍ୟ କିଛି କହି ଦିଅନ୍ତି। ଯାହାଫଳରେ ଆପଣମାନେ ଲୋକଙ୍କ ସାମ୍ନାରେ ଖରାପ ହୋଇଯାନ୍ତି।

୩- ୧୯୮୨ ରୁ ୧୯୮୫ ମସିହା

ଏହି ବର୍ଷ ରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁବେଳେ ମନ କଥା ହିଁ ଶୁଣିଥାନ୍ତି। ଏହାର ଆଧାରରେ ହିଁ କାମ କରିଥାନ୍ତି। ଯଦି ଆପଣ ଲାଇଫ୍ ରେ ଶାନ୍ତିରେ ରହିବା ପାଇଁ ଚାହୁଁଛନ୍ତି ସେତେବେଳେ ଆପଣଙ୍କ ରାଗଟୁ କଣ୍ଟ୍ରୋଲ ରେ ରଖିବା ଉଚିତ୍।

୪- ୧୯୮୬ ରୁ ୧୯୮୮ ମସିହା

ଆପଣ ସ୍ୱତନ୍ତ୍ର ବିଚାରର ବ୍ୟକ୍ତି ଅଟନ୍ତି। ଯିଏକି କାହା କଥାରେ ଆସି କାମ କରିବା ପାଇଁ ଚାହିଁନଥାନ୍ତି। କିନ୍ତୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଆପଣ ତାଉପରେ ଥରେ ଭାବିବା ପାଇଁ ପଡ଼ିବ ନଚେତ୍ ପସ୍ତେଇ ପାରନ୍ତି।

୫- ୧୯୮୭ ରୁ ୧୯୮୯ ମସିହା

ଏମାନେ ଯାହାକୁ ଭଲ ପାଆନ୍ତି ତାଙ୍କ ଛଡ଼ା ଏମାନଙ୍କୁ କାହାରିକୁ ମଧ୍ୟ ଦେଖାଯାଏ ନାହିଁ। ଆପଣ ଯାହାକୁ ପସନ୍ଦ କରିଛନ୍ତି ତାଙ୍କ ବିନା ଗୋଟିଏ ମୁହୂର୍ତ୍ତ ବି ରହିପାରିବେ ନାହିଁ।

୬- ୧୯୯୦ ରୁ ୧୯୯୨ ମସିହା

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଭାବନା ଉପରେ ଧ୍ୟାନ ଦେବା ଦରକାର। ଏପରି କରିବା ଦ୍ୱାରା ଆପଣ ନିଜ ଜୀବନରେ ସଫଳତା ଆଗକୁ ବଢ଼ିପାରିବେ।

୭- ୧୯୯୧ ରୁ ୧୯୯୩ ମସିହା

ଯେଉଁ ମାନଙ୍କର ଜନ୍ମ ଏହି ବର୍ଷ ରେ ହୋଇଛି ,ସେମାନେ ବହୁତ ରଚନାତ୍ମକ ହୋଇଥାନ୍ତି। ଆପଣା ଲୋକଙ୍କୁ ବିଶ୍ୱାସ କରିବାରେ ବହୁତ ସମୟ ନେଇଥାନ୍ତି।

୮- ୧୯୯୪ ରୁ ୧୯୯୬ ମସିହା

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି। ଆପଣ ସମସ୍ତଙ୍କୁ ପସନ୍ଦ ଆସିଥାନ୍ତି। ଆପଣଙ୍କୁ ସମସ୍ତେ ପାଖରେ ରଖିବା ପାଇଁ ପସନ୍ଦ କରିଥାନ୍ତି।

୯-୧୯୯୫ ରୁ ୧୯୯୭ ମସିହା

ଏହି ବ୍ୟକ୍ତମାନେ ଜୀବନରେ ପଜିଟିଭ୍ ଭାବନା ରଖିଥାନ୍ତି। ଏମାନଙ୍କ ପାଖରେ ପ୍ରେମ ଭରି ହୋଇ ରହିଥାଏ।

୧୦- ୧୯୯୮ ରୁ ୧୯୯୯ ମସିହା

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ରଚନାତ୍ମକ ଏବଂ ବୁଦ୍ଧିମତା ହୋଇଥାନ୍ତି। ଆପଣଙ୍କର ସମ୍ବେଦନଶୀଳ ପ୍ରଭାବ ସମସ୍ତଙ୍କୁ ପସନ୍ଦ ଆସିଥାଏ।

୧୧- ୨୦୦୦ ମସିହା

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ଆତ୍ମବିଶ୍ୱାସୀ ହୋଇଥାନ୍ତି। ମିଛ କହୁଥିବା ଲୋକଙ୍କୁ ଘୃଣା କରିଥାନ୍ତି। ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି।