ଦେଖନ୍ତୁ viral ଭି଼ଡିଓ ! ଆଜି ଠୁ 2 ଦିନ ଭାରତ ବନ୍ଦ…କଣ ଖୋଲା କଣ ବନ୍ଦ ଜାଣି ରଖନ୍ତୁ ଏବଂ ଜାଣନ୍ତୁ ଏହା ଦ୍ବାରା କଣ ଫାଇଦା ମିଳିବ ଦେଶବାସୀ ଙ୍କୁ…କେଉଁ ଜିନିଷ କେଉଁ ରେଟ୍ ରହିବ..

ଆପଣ ମାନେ ତ ଜାଣିଛନ୍ତି ଆମ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ, ଏଠାରେ ସବୁ ଲୋକ ଙ୍କ ହାତରେ କ୍ଷମତା ରହିଛି ଏବଂ କେତେକ ସଂଘଠନ ମଧ୍ୟ ରହିଛନ୍ତି ଯେଉଁ ମାନେ ସରକାର ଙ୍କର କୌଣସି ଯୋଜନା ର ସମସ୍ୟା କୁ ନେଇ ଦାବି ଉଠାଇ ପାରନ୍ତି | ତେବେ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଖବର ରହିଛି କି ମାର୍ଚ୍ଚ ମାସ ଶେଷ ଆଡେ ଅର୍ଥାତ ମାର୍ଚ୍ଚ 28 ଏବଂ 29 ତାରିଖ ରେ ଭାରତ ବନ୍ଦ ହେବାକୁ ଯାଉଛି |

ଯେତେ ବେଳେ ସରକାର ଙ୍କ ଦ୍ୱାରା କୌଣସି ଯୋଜନା ରେ ଲୋକ ମାନେ ସମସ୍ୟା ରେ ପଡନ୍ତି କିମ୍ବା ସରକାର କୌଣସି ଦାବି ପୂରଣ କରି ପାରନ୍ତି ନାହିଁ ସେତେ ବେଳେ ସାଧାରଣ ଜନତା ମିଶି ଭାରତ ବନ୍ଦ ର ଡାକରା ଦେଇ ଥାଆନ୍ତି |

ପୁଣି ସେଭଳି କିଛି ହୋଇଛି ଯାହା ଦ୍ୱାରା 28 ଏବଂ 29 ତାରିଖ ରେ ଭାରତ ବନ୍ଦ ହେବାର ଘୋଷଣା କରାଯାଇଛି | ତେବେ ଆସନ୍ତୁ ଏହି ଭାରତ ବନ୍ଦ ହେବାର କାରଣ ଏବଂ କଣ କଣ ଖୋଲା ରହିବ ଓ ବନ୍ଦ ରହିବ ସେହି ସମ୍ପର୍କ ରେ ଆଲୋଚନା କରିବା |

ସୂଚନା ଅନୁଯାଇ, ମାର୍ଚ୍ଚ 28 ଓ 29 ତାରିଖ ରେ ବିଶ୍ୱ କୃଷି ସଂଘ ତରଫରୁ ଦୁଇ ଦିନିଆ ଭାରତ ବନ୍ଦ ହେବାର ଡାକରା ଦିଆ ଯାଇଛି | ସରକାର ଙ୍କର କିଛି ନୂଆ ନିୟମ ବା ନୂଆ ଯୋଜନା ର ସମସ୍ୟା ଯୋଗୁଁ କେତେକ ରାଜ୍ୟ ର କୃଷି ସଂଗଠନ ଗୁଡ଼ିକ ଏକତ୍ରିତ ହୋଇ ସରକାରଙ୍କର ଯୋଜନା ବିରୋଧ ରେ ଯାଇ ଏହି ଭାରତ ବନ୍ଦ ର ଡାକରା ଦେଇଛନ୍ତି |

ଆମେ କହି ରଖୁଛୁ ଯେ ଭାରତ ସରକାର ପ୍ରାୟ ଦୁଇ ବର୍ଷ ହେବ କୃଷି ଆଇନ ରେ ସଂଶୋଧନ ଆଣି ଥିଲେ, କିନ୍ତୁ କୃଷି ଆଇନ ର ସଂଶୋଧନ ପରେ ଯେଉଁ ନୂଆ ନିୟମ ଲାଗୁ ହୋଇ ଥିଲା ତାହାକୁ ନେଇ ଅନେକ କୃଷି ଅସନ୍ତୋଷ ପ୍ରକାଶ କରି ଥିଲେ |

ତେଣୁ ସେମାନେ ଏହାକୁ ନେଇ ସରକାର ଙ୍କ ପାଖରେ ଦାବି ମଧ୍ୟ କରି ଥିଲେ କିନ୍ତୁ ତାଙ୍କର କୌଣସି କଥାକୁ ସରକାର ଶୁଣି ନଥିଲେ | ଏହାପରେ ବାଧ୍ୟ ହୋଇ କିଛି ରାଜ୍ୟ ର କୃଷି ସଂଗଠନ ଭାରତ ବନ୍ଦ ର ଡାକରା ଦେଇଛନ୍ତି |

ତେବେ ଏହି ଭାରତ ବନ୍ଦ ରେ ପ୍ରାୟ 4 ଦିନ ଯାଏଁ ଅର୍ଥାତ 26 ରୁ 29 ତାରିଖ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ର ବ୍ୟାଙ୍କ ହିଁ କେବଳ ବନ୍ଦ ରହିବ | ଯାହା ଦ୍ୱାରା ଏହି ଭାରତ ବନ୍ଦ ପାଇଁ ଅନେକ ଲୋକ ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇ ପାରନ୍ତି ବୋଲି ଆଶଙ୍କା ରହିଛି | ତେବେ ଏହାକୁ ନେଇ କୃଷି ସଂଗଠନ କୁ ଅନେକ ସମର୍ଥନ ମଧ୍ୟ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।