ମାଳିକା ର ଭୟଙ୍କର ଭବିଷ୍ୟବାଣୀ !ଏପ୍ରିଲ୍ 3 ରୁ 6 ମଧ୍ୟରେ ଖସିଯିବ ବଡମୁଣ୍ଡ ପଡିବ ପରମାଣୁ ବୋମା…କଣ ସତରେ ସତ ହେବ ?

ଶହ ଶହ ବର୍ଷ ଆଗରୁ କାଗଜ କଲମ ବା ଅତ୍ୟାଧୁନିକ ଯନ୍ତ୍ରପାତି ର ବ୍ୟବସ୍ଥା ନ ଥିଲା।ତେବେ ସେହି କାଳରେ ଲୋକମାନେ ଲେଖିବା ପାଇଁ ତାଳପତ୍ର ଓ ଲେଖନୀ ର ବ୍ୟବହାର କରୁଥିଲେ।ଆଜକୁ ପ୍ରାୟ ଛଅ ଶହ ବର୍ଷ ପୂର୍ବେ ତାଳପତ୍ର ଓ ଲେଖନୀ ସାହାଯ୍ୟରେ କଳିଯୁଗର ଭବିଷ୍ୟତ ର ଘଟଣାବଳୀ ବିଷୟରେ ଆମ ଉତ୍କଳ ର ପଞ୍ଚସଖା ମାନେ ଯେଉଁ ମାଳିକା ଶାସ୍ତ୍ର ଲେଖି ଯାଇଛନ୍ତି ସେଥିରେ ଯେଉଁ ତଥ୍ୟ ଉଲ୍ଲେଖ କରାଯାଇଛି ତାହାକୁ ମାଳିକା ବଚନ ରୂପେ ବିବେଚନା କରାଯାଏ।

ଏହି ଉକ୍ତି ଉପରେ ଅଚ୍ୟୁତାନନ୍ଦ ଗୋଟିଏ ସୁନ୍ଦର ଆଲୋଚନା କରିଛନ୍ତି।ସେ କହିଛନ୍ତି ହେ ରାମଚନ୍ଦ୍ର!ମୋର ବାଣୀ କେବେ ଅନ୍ୟଥା ହେବ ନାହିଁ।ତାଙ୍କ ତତ୍ବାବଧାନ ରେ ଲିଖିତ କଳିଯୁଗର ଭବିଷ୍ୟବାଣୀ ସବୁ ସତ୍ୟ ହେବ।

ସାଧାରଣତଃ ମାଳିକା ହେଉଛି ପଞ୍ଚସଖା ଙ୍କ ନିଜ ଅନୁଭୁତ ଓ ଭବିଷ୍ୟତ କୁ ଆଶଙ୍କିତ କରି ପର ପିଢ଼ି ଙ୍କୁ ସତର୍କ କରିବା ପାଇଁ ଲେଖିଥିବା ଦିବ୍ୟ ବାଣୀ ସମୂହ।ଯଦିଓ ମାଳିକା ଶହ ଶହ ବର୍ଷ ପୂର୍ବରୁ ଲେଖା ହୋଇଥିଲା ତଥାପି ଏବେ ତାର ସତ୍ୟା ସତ୍ୟ କୁ ନେଇ ଆମେ ଅନେକ ପ୍ରମାଣ ପାଉଛୁ।ଯଦିଓ ଅନେକ ଏହାକୁ ମାନିବା ପାଇଁ ରାଜି ହୋଇନଥାନ୍ତି ତଥାପି ଏହା ସତ୍ୟ ଅଟେ।

ସତ୍ୟଭଞ୍ଜ ନାମକ ଏକ youtube channel ମାଳିକା ରେ ବର୍ଣ୍ଣିତ ତଥ୍ୟ ର ସତ୍ୟା ସତ୍ୟ ଉପରେ ନିରୀକ୍ଷଣ କରୁଛନ୍ତି,ଯଉଁଥିପାଇ ମାଳିକା ବର୍ଣ୍ଣିତ ବିଭିନ୍ନ ସ୍ଥାନରେ ସେମାନେ ଯାଇ ପହଂଚିଯାଉଛନ୍ତି ଓ ବିଭିନ୍ନ ଘଟଣା ଉପରେ ନିରୀକ୍ଷଣ କରୁଛନ୍ତି ଓ ଅନେକ ଅଜଣା ତଥ୍ୟ ଆଣୁଛନ୍ତି ଲୋକ ଲୋଚନକୁ ।

ସେହି କ୍ରମରେ ଏହି ସତ୍ୟଭଞ୍ଜ ୟୁଟ୍ୟୁବ ଚ୍ୟାନାଲ ଆସି ପହଞ୍ଚିଛି ବିଶିଷ୍ଠ ଜ୍ୟୋତିର୍ବିଦ ଶୁଚିତ୍ରା ଗୁପ୍ତା । ତେବେ ଦର୍ଶକଙ୍କ ପ୍ରଶ୍ନ ହେଉଛି ଗୋଟିଏ ସତରେ କଣ ବିଶ୍ବବାସୀ ଦେଖିବେ ପୁଣି ଗୋଟିଏ ବିଶ୍ବଯୁଦ୍ଧ, କଣ କହୁଛି ଜ୍ୟୋତିର୍ବିଦ ଏବଂ ମାଳିକା ଗଣନା ସେ ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବ, ଯାହା ବିଷୟରେ ସଂମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଜ୍ୟୋତିର୍ବିଦ ଶୁଚିତ୍ରା ଗୁପ୍ତା ।

ଜ୍ୟୋତିର୍ବିଦ ଶୁଚିତ୍ରା ଗୁପ୍ତାଙ୍କ କହିବା କଥା ଯେ 2022ରେ 3 ଦିନ ବିଶ୍ବବାସୀ ଙ୍କ ଉପରେ ବହୁତ ଭାରି ପଡିବ । ମଙ୍ଗଳ ଓ ଶନି ଯେତେବେଳେ ମିଶିବେ ସେହି 3 ଦିନ 27 ରୁ 28 ଡିଗ୍ରୀ ସେହି ଦିନର ମିଳନରେ ଦେଖିବେ ବହୁତ ଲୋକଙ୍କର ଦୁର୍ଘଟଣା ହେବ, ବାତ୍ୟା ହେବ ଏବଂ ବ୍ୟବସାୟରେ ମଧ୍ୟ ବହୁତ କ୍ଷତି ଦେଖାଯିବ । 13 ଦିନିଆ ତିଥି ଆସିଲେ ବ୍ଲଡ ଇନଫେକ୍ସନ ହୁଏ ଏବଂ ଆମ ଦେଶର କୌଣସି ବଡ ମୁଣ୍ଡକୁ ଆମେ ହରେଇବାର ଚାନ୍ସ ଅଛି ।

ଆଉ ଏହି 3 ଦିନ ଭିତରେ ଏପରି କିଛି ପରିସ୍ଥିତି ଉପୁଜିବ ଯେ କିଛି ନାଁ କିଛି ଭୁଲ ନିଷ୍ପତି ନିଆଯିବ କିମ୍ବା ଯାହା ରାଜ୍ୟରେ ହେବା କଥା ନୁହେଁ ତାହା ହେବ । ଏହାଛଡା ୟୁକ୍ରେନ ଓ ରୁଷିଆର ଯେଉଁ ଯୁଦ୍ଧ ଚାଲିଛି ଏହି 3 ତାରିଖରେ ସେମାନେ ହୁଏତ ପରମାଣୁ ବୋମାର ପ୍ରୟୋଗ କରିପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।