ଦେଖନ୍ତୁ Exclusive ଭିଡ଼ିଓ- ପ୍ରେମ, ପ୍ରରତାରଣା ,ଧୋକା. …ହୋଟେଲ୍ ଭିତରେ ପ୍ରେମିକ ର ସୁଟକେସ ରୁ ମିଳିଲା ପ୍ରେମିକାର ମୃତ ଦେହ…ପୁରା ଭିଡିଓ ଦେଖିଲେ ପ୍ରେମ କରିବା ଭୁଲିଯିବେ…

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଖରାପ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି।

ଆପଣ ଜାଣିପାରିବେ, ଆଜିର ଦୁନିଆରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନେ ପ୍ରେମ କରି କିଛି ବି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ଜାଜନକ ଏବଂ ନିନ୍ଦନୀୟ ଏବଂ ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗେ ।

ବର୍ତ୍ତମାନ ସମୟରେ ପ୍ରେମ ଏମିତିକା ଗୋଟିଏ ଜିନିଷ ହୋଇ ଯାଇଛି। ଯାହାକୁ କରିବା ଦ୍ୱାରା ଲୋକ ମାନେ ସେମାନଙ୍କ ନିଜର ହିତାହତ ଜ୍ଞାନ କୁ ଭୁଲି ଯାଉଛନ୍ତି। ସେମାନେ ପ୍ରେମ କରି କେତେବେଳେ କଣ କରୁଛନ୍ତି ତାହା ନିଜେ ବି ଜାଣିପାରୁ ନାହାନ୍ତି। ଯାହାଫଳରେ ପଛରେ ଅପଦସ୍ତ ହେବା ପାଇଁ ପଡ଼ିଥାଏ।

ଆଉ ଏହିସବୁ ଘଟଣା ସୋସିଆଲ ମିଡ଼ିଆ ଦ୍ୱାରା ଅବଗତ ହୋଇ ପାରୁଛନ୍ତି। ସୋସିଆଲ ମିଡ଼ିଆ ର ଯୁଗରେ କୌଣସି ସ୍ଥାନରେ କିଛି ବି ଘଟଣା ଅଛପା ହୋଇ ରହୁନାହିଁ। ସମୟ ସମୟରେ ଏହି ସୋସିଆଲ ମିଡ଼ିଆ ଜରିଆରେ କିଛି ଭଲ କାମ ହୋଇଥାଏ ତ କେତେବେଳେ ଅନେକ ଲୋକ ଏହି ସୋସିଆଲ ମିଡ଼ିଆ କାରଣରୁ ବଦନାମ ମଧ୍ୟ ହୋଇଥାନ୍ତି।

ତେବେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ଗୋଟିଏ ହୋଟେଲ ଭିତରକୁ ଗଲେ ପ୍ରେମୀ ଯୁଗଳ, କିନ୍ତୁ ହୋଟେଲ ରୁ ବାହାରିଲେ କେବଳ ପ୍ରେମିକ। ସାଥୀରେ ନଥିଲା ପ୍ରେମିକା , ହାତରେ ଥିଲା ଏକ ନୀଳ ରଙ୍ଗର ସୁଟକେସ୍। ଆଉ ଏହି ସୁଟକେସ୍ ରେ ଯାହା ଥିଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ପରେନ୍ କାଲିଆ ଅଞ୍ଚଳର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିଡିଓ ରେ ଜଣେ ଯୁବକ ଆୟନ୍ ବୋଲି ପରିଚିତ ଦେଇଛନ୍ତି। ପାଖରେ ଥିବା ନୀଳ ରଙ୍ଗର ସୁଟକେସ୍ ଖୋଲିବାରୁ ସେଥିରେ ଏକ ନାଲି ରଙ୍ଗର ଡ୍ରେସ୍ ପିନ୍ଧିଥିବା ଝିଅ ର ମୃତ ଦେହ ରହିଛି। ଯାହାକୁ ଆୟନ୍ ନିଜର ଗାର୍ଲଫ୍ରେଣ୍ଡ୍ ବୋଲି ପରିଚୟ ଦେଇଛନ୍ତି। ଏହାକୁ ଦେଖି ଲୋକେ ହତଭାଗ୍ ହୋଇ ଯାଉଛନ୍ତି।

ସୂଚନା ଅନୁସାରେ ଆୟନ୍ ଗତ ୨୪ ତାରିଖରେ ଉତ୍ତରାଖଣ୍ଡ ର କାଲିଆର ଅଞ୍ଚଳର ଏକ ହୋଟେଲରେ ନିଜ ପ୍ରେମିକାଙ୍କ ସହ ରହିବାକୁ ଯାଇଥିଲେ। କିନ୍ତୁ ହୋଟେଲରୁ ଜଣେ ବାହାରକୁ ବାହାରି ଯାଉଥିବାର କର୍ମଚାରୀ ଦେଖିବାକୁ ପାଇଥିଲେ। ହାତରେ ଲଗେଜ୍ ଦେଖି ତାଙ୍କୁ ସାହାଯ୍ୟ ପାଇଁ ଅଫର୍ ମଧ୍ୟ କରିଥିଲେ।

କିନ୍ତୁ ସେ ତରବର ହୋଇ ପଳେଇବାକୁ ଲାଗିଲେ। କର୍ମଚାରୀଙ୍କ ସନ୍ଦେହ ହେବାରୁ ସେ ପୋଲିସ୍ କୁ ଖବର ଦେଇଥିଲେ। ତାପରେ ପୋଲିସ୍ ଆସି ଆୟନ୍ କୁ ଧରିବା ସହ ସୁଟକେସ୍ ଖୋଲି ଦେଖିବା ପରେ ସମସ୍ତ ତଥ୍ୟ ଜଣା ପଡ଼ିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।