ଦେଖନ୍ତୁ viral ଭିଡିଓ ! ପ୍ରଥମ ଥର ପାଇଁ ଦେଖନ୍ତୁ ollywood ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ପରିବାର .ସ୍ବାମୀ ଏବଂ ଝିଅ ସମ୍ପର୍କରେ…

ଆପଣ ମାନେ ଜାଣିଥିବେ ସେଲିବ୍ରେଟି ମାନେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ଜଣେ ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟି ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରିଥାନ୍ତି ଓ ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି।ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାର ମାନଙ୍କୁ ସବୁବେଳେ ଅନୁସରଣ କରିଥାନ୍ତି।

ସେଲିବ୍ରେଟି ମାନଙ୍କ ବେଶ ପୋଷାକ ଓ ସେମାନଙ୍କ କଥା ଶୈଳୀ ଓ ଜୀବନ ଶୈଳୀ ଉପରେ ସେମାନେ ସବୁବେଳେ ପାଇଁ ତାଙ୍କୁ ସଂଯମତା ରକ୍ଷା କରିବାକୁ ପଡ଼ିଥାଏ। ଆଉ ବେଳେ ବେଳେ କିନ୍ତୁ ଏଭଳି ସେମାନଙ୍କ ଭିଡିଓ ସାମ୍ନାକୁ ଆସିଥାଏ ଯାହା ବାସ୍ତବରେ ଦେଖିବା ପାଇଁ ଭଲ ଲାଗିଥାଏ।

ତେବେ ସେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଓ ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ। ଆପଣ ମାନଙ୍କୁ ଜଣାଇବୁ ଯେ, ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ହୋଲି ଖେଳୁଥିବାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ତେବେ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ସୂଚନା ମୁତାବକ, ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ। ସେ ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ଆଗ ଧାଡିର ଅଭିନେତ୍ରୀ ଭାବରେ ବେଶ୍ ଜଣାଶୁଣା ଅଟନ୍ତି। ସେ ଅନେକ ଗୁଡ଼ିଏ ଫିଲ୍ମ ରେ ଅଭିନୟ କରିଛନ୍ତି ଓ ସେ ତାଙ୍କ ଦମଦାର ଅଭିନୟ ପାଇଁ ସେ ପରିଚିତ ହୋଇ ପାରିଛନ୍ତି।

ତାଙ୍କ ଅଭିନୟ କୁ ଯିଏ କେହି ବି ଦେଖିଲେ ବହୁତ ଖୁସି ହୋଇଯିବା ସହିତ ଆନନ୍ଦିତ ମଧ୍ୟ ହୋଇଯାଆନ୍ତି। ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେବା ସହିତ ବହୁତ ଶ୍ରଦ୍ଧା ମଧ୍ୟ କରି ଥାଆନ୍ତି। ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟା ଜାରି କରିଥାନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟ କୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି। ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡ଼ିଏ ପ୍ରଶଂସା ମିଳିବା ସହିତ ସବୁବେଳେ ପାଇଁ ସେ ଚର୍ଚ୍ଚା ରେ ରହି ଆସୁଛନ୍ତି।

ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ,ଜୀବନ୍ତ ଓ ଆକର୍ଷଣୀୟ ମଧ୍ୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନଲୋଭା ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ଏହି ଅଭିନେତ୍ରୀ ଜଣକ ତାଙ୍କର ନିଜର ଲାଇଫ୍ ଷ୍ଟାଇଲ ଏବଂ ତାଙ୍କର ବ୍ୟକ୍ତିତ୍ୱ ପାଇଁ ଅଭିନୟ ଜଗତରେ ବେଶ୍ ଚର୍ଚ୍ଚିତ ରହିଥାନ୍ତି। ତେବେ ଏହି ହୋଲି ପର୍ବରେ ଅନୁ ଚୌଧୁରୀ ତାଙ୍କ ପରିବାର ସହିତ ଅର୍ଥାତ୍ ତାଙ୍କ ସ୍ୱାମୀ ଓ ତାଙ୍କ ଝିଅ ସହିତ ହୋଲି ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସେମାନେ ବହୁତ ଖୁସି ରେ ଅଛନ୍ତି ବୋଲି ନଜର ଆସିଛନ୍ତି।