ଦେଖନ୍ତୁ Exclusive ଭିଡ଼ିଓ-ବଂଶ ନିପାତ କରିଦେଲା ମାତ୍ର ଗୋଟିଏ ବିଷାକ୍ତ ଚକଲେଟ୍ …ପୁରା ଘଟଣା ଦେଖିଲା ପରେ ଆପଣ ବି ସତର୍କ ହୋଇଯିବେ..ଦୟାକରି ଏ ଘଟଣା କୁ ଦେଖନ୍ତୁ ଆଉ ….ଆପଣଙ୍କର ଜାଣିବା ଦରକାର

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଭୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ।

ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି। ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଜୀବନ ରେ କେତେବେଳେ କଣ ଘଟିବ ତାହା କେହି ବି କହି ପାରିବେ ନାହିଁ। ଆଉ ହଠାତ୍ ଯେତେବେଳେ ଘଟଣା ଟି ଘଟି ଯାଇଥାଏ, ସେତେବେଳେ ବିଶ୍ୱାସ କରିବା କାଠିକର ପାଠ ହୋଇଥାଏ।

ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। କିନ୍ତୁ ସେହି ଘଟଣା ଗୁଡ଼ିକ ମଧ୍ୟରୁ କିଛି ଏମିତି ଘଟଣା ଘଟିଥାଏ ଯାହା ଦେଖିଲେ ବା ଶୁଣିଲେ ଆପଣଙ୍କ ଆଖି ରେ ଲୁହ ଆସିଯିବ।

ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରତ୍ୟେକ ବାପା ଓ ମା ମାନଙ୍କ ପାଇଁ ତାଙ୍କ ସନ୍ତାନ ମାନେ ହିଁ ସବୁକିଛି ହୋଇଥାନ୍ତି। ଆଉ ଯଦି ସନ୍ତାନ ନଥାନ୍ତି ତେବେ ଆପଣ ମାନେ ଜାଣି ପାରୁଥିବେ ସେହି ବାପା ଓ ମା ଙ୍କର ଅବସ୍ଥା କେମିତି ଥିବ। ସେମାନେ ସେମାନଙ୍କ ସନ୍ତାନ ର ଅନୁପସ୍ଥିତି କୁ କିପରି ଅନୁଭବ କରୁଥିବ।

ବିଶେଷ କରି ଯେତେବେଳେ ସନ୍ତାନ ମାନଙ୍କର କୌଣସି କାରଣ ବଶତଃ ଯଦି ମୃତ୍ୟୁ ହୋଇଥାଏ ସେତେବେଳେ ଜାଣି ପାରିଥାନ୍ତି ବାପା ମା ଅନୁଭବ କରିଥାନ୍ତି ପିଲା ମାନଙ୍କ ଠାରୁ ଦୂରେଇ ରହିବା କେତେ କଷ୍ଟ ଦେଇଥାଏ। ତେବେ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ପ୍ରକୃତରେ ଆଖି ରେ ଲୁହ ଆସିଯିବ।

ଜଣେ ମା ଆଗରେ ତା ଛୁଆର ଜୀବନ ଗଲା ପରେ ସେହି ମା ର ଅବସ୍ଥା କଣ ହେଉଥିବ ,ସେଇଟା କେବଳ ୧୦ ମାସ ୧୦ ଦିନ ଧରି ଗର୍ଭ ରେ ରଖି ଜନ୍ମ ଦେଇଥିବା ମା ହିଁ କହି ପାରିବ।

ଏହି ହୃଦୟ ବିଦାରକ ଘଟଣା ରେ ଉଭୟ ବାପା ଓ ମା ଭୋ ଭୋ ହୋଇ ଛାତି ପିଟି କାନ୍ଦୁଛି। ବିଷାକ୍ତ ଚକୋଲେଟ୍ ଖାଇ ଚାରି କୁନି କୁନି ଛୁଆ ଙ୍କ ଜୀବନ ଚାଲିଗଲା। ବାପା, ମା, ବନ୍ଧୁ ପରିଜନ ସମସ୍ତେ ଭୋ ଭୋ ହୋଇ କାନ୍ଦୁଛନ୍ତି। ଭଗବାନ କେମିତି ନିଷ୍ଠୁର ହୋଇଗଲେ ଯେ, ଜଣେ ମା କୋଳରୁ ଚାରୋଟି ଜୀବନ ଛଡ଼ାଇ ନେଲେ।

ଘର ଝରକା ଥାକରେ ଥିବା ବିଷାକ୍ତ ଚକୋଲେଟ୍ ନେଇଗଲା ଚାରି ଛୁଆର ଜୀବନ। ଉତ୍ତରପ୍ରଦେଶ କୁଶିନଗର ରେ ଏହି ଘଟଣାଟି ସମସ୍ତଙ୍କୁ ଦହଲାଇ ଦେଇଛି। ମୃତକଙ୍କ ମଧ୍ୟରେ ଦୁଇ କୁନି କୁନି ଝିଅ ଓ ପୁଅ ଥିଲେ। କୋଳ ପୋଛିଦେଲା ବିଷାକ୍ତ ଚକୋଲେଟ୍। ସେପଟେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।