ଦେଖନ୍ତୁ Viral ଭିଡ଼ିଓ-ଯାତ୍ରାରେ ରୂପା ପିଣ୍ଟୁ ଙ୍କର ଜବରଦସ୍ତ ରୋମାଣ୍ଟିକ୍ ସିନ୍ …ଭିଡିଓ ଦେଖିଲେ ଆପଣ ବି ହସି ହସି ଗଡିଯିବେ

ସୋସିଆଲ ମିଡ଼ିଆ ର ଖୁବ ଲୋକ ପ୍ରିୟତା ଅଭିନେତା ପିଣ୍ଟୁ ଓ ଅଭିନେତ୍ରୀ ରୂପା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ, ଯିଏ କି ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଉପଲୋଡ କରି ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି | ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ପ୍ରଥମେ ପ୍ରଥମେ ପିଣ୍ଟୁ ଙ୍କୁ ଛୋଟ ଛୋଟ ଟିକଟକ ଭିଡ଼ିଓ କରୁ ଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ପରେ ପରେ ସେ ସଫଳତା ର ସିଡ଼ି ଚଢି ପାରି ଥିଲେ |

ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି | ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି

| ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ | ବର୍ତ୍ତମାନ ସମୟରେ ରୂପା ଓ ଖୁସି ଙ୍କର ଆଉ ଏକ ନୂଆ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |

ପ୍ରଥମ ଥର ପାଇଁ ରୂପା ଓ ପିଣ୍ଟୁ ତାଙ୍କ ଗାଁ ମେଲଣ ରେ ଯାତ୍ରା ଦେଖିବାକୁ ଯାଇଛନ୍ତି | ପ୍ରଥମେ ଯାତ୍ରା ଯିବା ପୂର୍ବରୁ ଖୁସି ମା ଙ୍କର କିଛି ଦୁଷ୍ଟାମୀ ଦେଖିବାକୁ ମିଳି ଥିଲା ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ମଜା ଉଠାଇବେ |

 ଏହାପରେ ପିଣ୍ଟୁ ଓ ଖୁସି ମା ଯାଇ ମେଳଣ ର ଦୋକାନ ବଜାର ବୁଲିକି ଆସି ଥିଲେ କିନ୍ତୁ ରୂପା ଙ୍କ ପାଇଁ ଆଇସିକ୍ରିମ ନ ଆଣିବାରୁ ରୂପା ରାଗି ମଧ୍ୟ ଯାଇ ଥିଲେ | ଏହାପରେ ରାତିରେ ରୂପା, ପିଣ୍ଟୁ ଓ ତାଙ୍କର କିଛି ପରିବାର ଲୋକ ମିଶି ଯାତ୍ରା ଦେଖିବା ପାଇଁ ଯାଇ ଥିଲେ ଯେଉଁଠି ସେ ଯାତ୍ରା ଦେଖି ଖୁବ ମଜା କରୁ ଥିବାର ଦେଖିବାକୁ ମିଳି ଥିଲା |

ତାଙ୍କର ଏହି ସୁନ୍ଦର ଏକ ନୂଆ ଭିଡ଼ିଓ କୁ ଦେଖି ଦର୍ଶକ ଖୁବ ପସନ୍ଦ କରିବା ସହ ଅନେକ ପ୍ରଶଂସା କରିଛନ୍ତି ଏବଂ ଖୁସି ମା ଙ୍କୁ ମଧ୍ୟ ଅନେକ ସ୍ନେହ ପ୍ରେମ ଭଲ ପାଇବା ଉଜାଡି ଦେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।