ଦେଖନ୍ତୁ Exclusive ଭିଡ଼ିଓ ରୂପା-ପିଣ୍ଟୁ ପଖାଳ ଦିବସ କୁ ନିଆରା ଢଙ୍ଗରେ କଲେ ପାଳନ …ଦେଖିଲେ ଆପଣ ବି ହସି ହସି ଗଡିଯିବେ

ଏକ ଲୋକପ୍ରିୟ ଯୋଡି ଭାବରେ ରୂପା-ପିଣ୍ଟୁଙ୍କୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ଏବଂ ଭଲ ମଧ୍ୟ ପାଇଥାନ୍ତି । ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି । ସେମାନଙ୍କର ଅନେକ ଭିଡିଓ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଥିବେ, ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ତେବେ ଏବେ ତାଙ୍କର ଏକ ବ୍ଲଗ ଭିଡିଓ ପୁଣି ସାମ୍ନାକୁ ଆସିଛି । ଯେଉଁ ଭିଡିଓ ରେ ଆପଣ ସେମାନଙ୍କର ପଖାଳ ଦିବସ ସେଲିବ୍ରେସନ୍ କରୁଥିବାର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତର ଦୃଶ୍ୟ ସବୁକୁ ଦେଖିବାକୁ ପାଇବେ ।

ଆଉ ଏହି ଭିଡିଓ ରେ ରୂପା-ପିଣ୍ଟୁଙ୍କ ପରିବାରକୁ ଦେଖିବାକୁ ପାଇବେ । ଯାହାକୁ ଆପଣ ଦେଖି ବହୁତ ଖୁସି ହେବେ । କାରଣ ସେମାନଙ୍କ ପରିବାର ବିଷୟରେ ଜାଣିବାକୁ ଅନେକଙ୍କ ଇଚ୍ଛା ନିଶ୍ଚିତ ରହିଥାଏ ।

କାରଣ ଅନେକ ଦର୍ଶକ ଏହି ଯୋଡିକୁ ଅନେକ ଭଲପାଇବା ଦେବା ସହିତ ଆଶିର୍ବାଦ ମଧ୍ୟ ଓଜାଡି ଦେଉଛନ୍ତି । ତେବେ ଏହି ଯୋଡି ମ୍ୟୁଜିକ ଭିଡିଓରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି । ତାଙ୍କର କିଛି ସର୍ଟ୍ ରିଲ୍ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡ୍ୟାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ । ଆଉ ପରେ ରୂପା ଓ ପିଣ୍ଟୁଙ୍କ ଲୋକ ପ୍ରିୟତା ଧିରେ ଧିରେ ବଢିବାକୁ ଲାଗିଲା ।

ଏବେ ସେମାନଙ୍କ ପାଇଂ ପାଗଳ ପ୍ରାୟ ଅଟନ୍ତି ଦର୍ଶକ । ତାଙ୍କର ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିୟୁ ମଧ୍ୟ ବହୁତ ଅଧିକ ରହିଥାଏ । ଲୋକେ ଏହାକୁ ବହୁତ ପସନ୍ଦ କରୁ ଥିବାର ଦେଖିବାକୁ ମିଳିଥାଏ ।


ବୈବାହିକ ଜୀବନରେ ସେମାନେ ଯେଉଂଭଳି ଖୁସିରେ ତାଙ୍କ ସମୟ ଅତିବାହିତ କରନ୍ତି, ସେହିଭଳି ତାଙ୍କର କର୍ମମୟ ଜୀବନରେ ମଧ୍ୟ ସେମାନେ ବହୁତ ଲୋକପ୍ରିୟ ଅଟନ୍ତି ସେମାନଙ୍କର ନିଆରା ଅନ୍ଦାଜ ପାଇଁ । ସେମାନେ ତାଙ୍କ ଟ୍ୟାଲେଣ୍ଡକୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି । ଆଉ ସେମାନଙ୍କର ଲୋକ ପ୍ରିୟତା ବି ଏବେ ବହୁତ ଅଧିକା ରହିଛି .। ସେମାନଙ୍କର ଅନେକ ମ୍ୟୁଜିକ୍ ଭିଡିଓ ଆଫଣ ଦେଖିବାକୁ ପାଉଥିବେ ।

ଡ୍ୟାନ୍ସ ଭି଼ିଡିଓ ରେ ସେମାନଙ୍କର ଯୋଡି ମଧ୍ୟ ବହୁତ ଜବରଦସ୍ତ ଯୋଡି ଅଟନ୍ତି । ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ ।

ତେବେ ସେମାନେ ମ୍ୟୁଜିକ ଭିଡ଼ିଓ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡିଶା ରେ । ଅନ୍ୟ ମାନଙ୍କ ଭଳି ଏହି ଇଣ୍ଡଷ୍ଟ୍ରି ରେ ସେମାନଙ୍କର ଚାହିଦା ବେଶ୍ ଅଧିକ ରହିଛି । ଏବେ ପିଣ୍ଟୁ ତାଙ୍କ ପରିବାରର ସମସ୍ତଙ୍କୁ ନେଇ ପଖାଳ ଦିବସର ଏକ ବ୍ଲଗ୍ ଭିଡିଓରେ ଦେଖାଇଛନ୍ତି ଏବଂ ପଖାଳ ଦିବସ ସେଲିବ୍ରେସନ୍ କରିବା ପାଇଁ ରାତିରୁ ସମସ୍ତ ପ୍ରସ୍ତୁତି ଚାଲିଥିବାର ଦେଖିବାକୁ ମିଳିଛି। ତେବେ ଏଥିପାଇଁ ରୂପା-ପିଣ୍ଟୁ ଏବଂ ଘରର ଅନ୍ଯସଦସ୍ଯମାନେ ମିଶି ପଖାଳ ଖାଉଛନ୍ତି। ଆଉ ସେମାନଙ୍କର ଏହି ଛୋଟ ଛୋଟ ଖୁସିର ମୂହୂର୍ତ୍ତକୁ ଲୋକମାନେ ମଧ୍ଯ ଦେଖି ବହୁତ ପସନ୍ଦ କରିଛନ୍ତି।