୨୫ ବର୍ଷରୁ ଚାଲୁଥିବା ଡାଇବେଟିସ ଔଷଧ କେବଳ ୭ ଦିନରେ ବନ୍ଦ ହୋଇଯିବ | Diabetes Home Remedies

ତେବେ ଆଜି ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ପୁରୁଣା ରୁ ପୁରୁଣା ଡାଇବେଟିସ ରୋଗ ଭଲ କରିବାରେ ସକ୍ଷମ ଅଟେ | କେବଳ 7 ଦିନ ପ୍ରୟୋଗ ଦ୍ୱାରା ଆପଣ ଏହାର ଫଳାଫଳ ପାଇ ଯିବେ | ଏହା କେବଳ ଆପଣଙ୍କ ଡାଇବେଟିସ କୁ ଠିକ କରିବ ନାହିଁ ବରଂ ଏହା ଆପଣଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିବ | ଯାହା ଦ୍ୱାରା କୌଣସି ରୋଗ ବା କୌଣସି ଭାଇରସ ଆପଣ ଙ୍କୁ ଛୁଇଁ ମଧ୍ୟ ପାରିବ ନାହିଁ |

ତେବେ ଭାରତ ରେ ଛୋଟ ପିଲାଙ୍କ ଠୁ ନେଇ ବଡ଼ ପିଲା ପର୍ଯ୍ୟନ୍ତ ଏହି ସୁଗାର ର ସମସ୍ୟା ଦେଖା ଯାଉଛି | ଏହି ରୋଗ ହେବା ଦ୍ୱାରା ମଣିଷ କୁ ଜୀବନ ସାରା ଔଷଧ ଖାଇବାକୁ ପଡିଥାଏ | କିନ୍ତୁ ଆଜି ଏଭଳି ଏକ ଉପଚାର କଥା କହିବୁ ଯାହା ଦ୍ୱାରା ଆପଣଙ୍କର ସୁଗାର ସମସ୍ୟା ସବୁଦିନ ପାଇଁ ଶେଷ ହୋଇ ଯିବ |

ଆବଶ୍ୟକ ସାମଗ୍ରୀ :-

1. ମେଥି ଦାନା ଏବଂ 2. ହଳଦୀ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଗ୍ୟାସ ରେ ଏକ ପାତ୍ର ନେଇ ଏକ ଗ୍ଲାସ ପାଣି କୁ ଫୁଟାନ୍ତୁ, ଏବେ ସେଥିରେ ଏକ ଚାମଚ ମେଥି ଦାନା ପକାନ୍ତୁ | ମେଥି ଦାନା ତରକାରୀ ରେ ପକାଯାଇ ଥାଏ କାରଣ ଏହା ତରକାରୀ ରେ ସ୍ୱାଦ ବଢାଇବା ସହିତ ଶରୀର ମଧ୍ୟ ସୁସ୍ଥ ରଖି ଥାଏ ଏବଂ ମେଥି ଏକ ଚମତ୍କାରୀ ଔଷଧୀୟ ଅଟେ | ଏହା ଛଡା ଏହି ମେଥି ଗ୍ୟାଷ୍ଟିକ ସମସ୍ୟା କୁ ମଧ୍ୟ ଦୂର କରି ଥାଏ | ଯେଉଁ ମାନେ ଉଚ୍ଚ ରକ୍ତ ଚାପ ଓ ମଧୁମେୟ ର ରୋଗୀ ଅଟନ୍ତି ସେମାନଙ୍କ ପାଇଁ ମେଥି ଦାନା କୌଣସି ବରଦାନ ଠାରୁ କମ ନୁହେଁ |

 ଏହାପରେ ଏଥିରେ ଦ୍ୱିତୀୟ ସାମଗ୍ରୀ ଏକ ଚାମଚ ହଳଦୀ ମିଶାନ୍ତୁ କାରଣ ହଳଦୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ଅଟେ | ବାତ, ପିତ ଏବଂ କଫ ତିନି ପ୍ରକାର ରୋଗ କୁ ଦୂର କରିବାର ଶକ୍ତି ହଳଦୀ ରେ ଥାଏ ଏବଂ ହଳଦୀ କୁ ଆୟୁର୍ବେଦ ରେ କ୍ୟାନ୍ସର ଭଳି ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ | ତେବେ ଆପଣ ଏହି 2 ଟି ସାମଗ୍ରୀ ର କାଢ଼ା ପ୍ରସ୍ତୁତ କରି ସେବନ କରନ୍ତି ତେବେ ଆପଣ ଙ୍କୁ କେଉଁ ପ୍ରକାର ଫାଇଦା ମିଳିବ ତାହା ଆପଣ ଭାବି ମଧ୍ୟ ପାରିବେ ନାହିଁ |

ସେବନ ପ୍ରକ୍ରିୟା :-

 


ଏହି ପାଣି କୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଫୁଟି ଅଧା ଗ୍ଲାସ ନ ହୋଇ ଯାଇଛି | ତାହାପରେ ଆପଣ ଏହା ଏକ ଗ୍ଲାସ କୁ ଛାଣି ନିଅନ୍ତୁ ଏବଂ ଏହା ଆପଣ ଙ୍କୁ ହାଲକା ଗରମ ଥିବା ବେଳେ ସେବନ କରିବାକୁ ପଡ଼ିବ | ଏହାକୁ ଦିନରେ ଦୁଇ ଥର ସେବନ କରନ୍ତୁ, ସକାଳେ ଥରେ ଖାଲି ପେଟରେ ଏବଂ ସନ୍ଧ୍ୟା ବେଳେ ଥରେ ଖାଲି ପେଟରେ | ଏହା କେବଳ ସାତ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଦେଖିବେ ଆପଣଙ୍କ ଡାଇବେଟିସ ସମ୍ପୂର୍ଣ୍ଣ ନର୍ମାଲ ହୋଇ ଯିବ |