bastu tips : ଆପଣଙ୍କ ଘରେ ପାରା ରଖିଛନ୍ତି କି ? ଜାଣନ୍ତୁ ଏହି ଭୟଙ୍କର କଥା ନହେଲେ ବହୁତ ଅସୁବିଧାରେ ପଡିପାରନ୍ତି

ବନ୍ଧୁ ମାନେ ଦୁନିଆରେ ସବୁ ପକ୍ଷୀ ଠାରୁ ପାରା ଗୋଟେ ଏମିତି ପକ୍ଷୀ ଯିଏ ସବୁ ବେଳେ ଘରେ ବସା ବାନ୍ଧି ରହି ଥାଏ । କିନ୍ତୁ ଅନ୍ୟ ପକ୍ଷୀ ମାନେ ସବୁବେଳେ ବେଳେ ବାହାରେ ବସା ବାନ୍ଧି ରହି ଥାନ୍ତି । ଆଛା ବନ୍ଧୁ ମାନେ ଗୋଟେ କଥା ଜାଣନ୍ତି । ପାରା ଘରେ ରହିଲେ ଭଲ ନା ଖରାପ , ଆଜି ଆମେ ଆପଣକୁ ଜଣାଇବୁ ପାରା ଘରେ ରହିଲେ ଆପଣଙ୍କ ଉପରେ କି ପ୍ରଭାବ ପଡିବ ।

ସାଧାରଣତଃ ଦେଖିବାକୁ ଗଲେ ପାରା ଦୁଇ ପ୍ରକାର ଗୋଟେ ହେଉଛି କଳା ପାରା ଆଉ ଗୋଟେ ହେଉଛି ଧଳା ପାରା । କଳା ପାରା ସବୁ ବେଳେ ଘରେ ରହିବା ପାଇଁ ଚେଷ୍ଟା କରନ୍ତି କିନ୍ତୁ, ଆଉ ଧଳା ପାରା କାହାରି ଘରେ ରହିବା ପାଇଁ ଚେଷ୍ଟା କରନ୍ତି ନାହିଁ । ଦେଖିବାକୁ ଗଲେ ଏମାନେ ଘରେ ରହିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କଳା ପାରା ଘରେ ରହିବା ପାଇଁ ବହୁତ ଭଲ ପାଇ ଥାନ୍ତି ।

କିନ୍ତୁ ଗୋଟେ କଥା ପାରା ଘରେ ରହିଲେ ଆମ ମାନଙ୍କ ଉପରେ କି ପ୍ରଭାବ ପଡିବ । ପରା ଅନ୍ୟ ପକ୍ଷୀ ମାନଙ୍କ ଅପେକ୍ଷା ସବୁ ଠାରୁ ଭିନ୍ନ ଅଟେ । କାରଣ ପାରା ହେଉଛି ମାତା ଲଷ୍ମୀ ଙ୍କର ବାହାନ । ତେଣୁ ପାରା ଆପଣଙ୍କ ଘରେ ରହିଲେ ଅତ୍ୟନ୍ତ ଶୁଭ ଅଟେ ।

ଆପଣ ଯୋଉ କାମକୁ କରିବାକୁ ଯାଆନ୍ତୁ ଯଦି ଆପଣ ପାରା ମୁଁହ ଟିକୁ ଚାହିଁ କି ଯିବେ ତାହାଲେ ଆପଣ ଯୋଉ କାମ କୁ ଯାଇ ଥାନ୍ତୁ ନା କାହିଁକି ଆପଣ ଫୋଳପ୍ରଦ ହୋଇ ଘରକୁ ଫେରିବେ । ପୁଣି ପାରା ହେଉଛି ମାତା ଲଷ୍ମୀ ଙ୍କର ବାହାନ ତେଣୁ ପାରା ଯେତେ ଦିନ ପର୍ଯ୍ୟନ୍ତ ଘରେ ରହୁ ଥିବ ସେତେଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ଧନ ର ବର୍ଷା ହେଉ ଥିବ । ତେଣୁ ପାରା ଆପଣଙ୍କ ଘରେ ରହିଲେ ଅତ୍ୟନ୍ତ ଶୁଭ ।

ଦେଖିବେ ବନ୍ଧୁ ମାନେ ଯେଉଁ ମାନେ ଆପଣଙ୍କ ଗ୍ରାମରେ ଧନୀ ଲୋକ ଅଟନ୍ତି । ତାଙ୍କରି ଘରେ ସବୁବେଳେ ପାରା ବାସ କରି ଥାଏ। ଆଉ ଯାହା ଘରେ ପାରା ବାସ କରୁ ଥିବେ ଦେଖିବେ ତାଙ୍କ ଘର ଆଗକୁ ଧନୀ ହେବାକୁ ଯାଉ ଛନ୍ତି ।

ପାରା ରହିଲେ ଆପଣଙ୍କ ର ବହୁତ ଲାଭ କାରଣ ପାରା ରହିଲେ ଆପଣଙ୍କ ଘରକୁ କୌଣସି ଭୁତ ପ୍ରେତ ଏବଂ କୌଣସି ଅତୃକ୍ତ ଆତ୍ମା ଆପଣଙ୍କ ଘରକୁ ପ୍ରବେଶ କରି ପାରିବ ନାହିଁ ତେଣୁ ମାନେ ଆପଣ ମାନେ ସବୁବେଳେ ପାରା କୁ ଘରେ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ପାରା ପାଇଁ ଆପଣଙ୍କର ଘରେ ବସା କରି ରଖନ୍ତୁ । ଦେଖିବେ ଆପଣ ମଧ୍ୟ ଧନୀ ହୋଇ ପାରିବେ ଥରେ ପାରାକୁ ରଖିକି ଦେଖନ୍ତୁ କଣ ଆପଣଙ୍କ ଉପରେ ପ୍ରଭାବ ଜାଣି ପାରିବେ । ଆମ କଥା ସତ ହେଉଛି ନା ନାହିଁ ଆପଣ ମାନେ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।