ଦେଖନ୍ତୁ Exclusive ଭିଡ଼ିଓ-ପ୍ରଥମ ଥର ପାଇଁ ଦେଖନ୍ତୁ ଓଲିଉଡ୍ singer ମଣ୍ଟୁ ଛୁରିଆ ଙ୍କ ଜବରଦସ୍ତ ଡ୍ୟାନ୍ସ….36 ମିଲିୟନ୍ ରୁ ଅଧିକ ଲୋକ ଦେଖିସାରିଲେଣି…..

ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ p ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।

ଯଦି ଆମେ ଓଡ଼ିଶାର ସିନେ ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି।

ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।

ତେବେ ଆଜିକାଲି ଆପଣ ସୋସିଆଲ ମିଡିଆରୁ ସବୁକିଛି ଜାଣି ପାରିବେ । ଆପଣ ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀମାନଙ୍କ ବିଷୟରେ ବି ଘରେ ବସି ବସି ସବୁ କିଛି ଜାଣି ପାରିବେ । ସେ କେତେବେଳେ କେଉଁଠି କାମ କରୁଛନ୍ତି, କେଉଁ ସବୁ ସିରିଏଲରେ ଓ ଫିଲ୍ମରେ ଅଭିନୟ କରୁଛନ୍ତି । ଆସନ୍ତା ସମୟରେ ସେ କେଉଁ ସବୁ ସିରିଏଲ ଓ ଫିଲ୍ମରେ ନଜର ଆସିବେ ଏହି ସମସ୍ତ ଖବର ଆପଣ ସୋସିଆଲ ମିଡିଆରୁ ଜାଣି ପାରିବେ ।


ଆପଣ ମାନେ ନିଶ୍ଚିତ ଭାବେ ଓଡ଼ିଆ ଆଲବମ୍ ଦୁନିଆ ର ସଫଳ ଅଭିନେତା ମଣ୍ଟୁ ଛୁରିାଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତାଙ୍କ ଡ୍ୟାନ୍ସ କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି । ମଣ୍ଟୁ ଛୁରିଆ ବହୁତ କମ ବୟସରେ ପପୁଲାର ହୋଇ ଯାଇଛନ୍ତି । ସେ ବହୁତ ଆଲବମ ଗୀତରେ ନଜର ଆସନ୍ତି ଓ ସେ ଭଲ ଡାନ୍ସ ବି କରନ୍ତି । ଯେଉଁଥି ପାଇଁ ଦର୍ଶକମାନେ ତାଙ୍କୁ ବହୁତ ଅଧିକ ପସନ୍ଦ ବି କରନ୍ତି ।

ୟୁଟ୍ଯୁବରେ ତାଙ୍କର ଗୀତକୁ ଲକ୍ଷ ଲକ୍ଷ ଦର୍ଶକମାନେ ଦେଖିଥାନ୍ତି ଓ ପସନ୍ଦ ବି କରନ୍ତି । ତାଙ୍କ ଆଲବମ୍ ଗୀତ ସବୁ ହିଟ୍ ହୋଇଥାଏ ଓ ସେ ଏଥିରେ ଖୁବ୍ ଭଲ ଡ୍ୟାନ୍ସ ସହିତ ଅଭିନୟ ମଧ୍ୟ କରି ଥାଆନ୍ତି ।

ତେବେ ବର୍ତ୍ତମାନ ସମୟରେ ତାଙ୍କର ରାସିଆ ଭିଡିଓ ସଙ୍ଗର ଡ୍ୟାନ୍ସ ଅଭ୍ୟାସ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥରେ ମଣ୍ଟୁ ଛୁରିଆଙ୍କର ସହିତ ପ୍ରିୟମ୍ବଦା ନଜର ଆସିଛନ୍ତି ଏବଂ ଦୁହିଁଙ୍କର କେମେଷ୍ଟ୍ରି ଏଥିରେ ବହୁତ ହିଁ ଭଲ ରହିଛି , ତାସହିତ ଦୁହେଁ ଏହି ସଂଙ୍ଗରେ ବହୁତ ଖୁସିରେ ଡ୍ୟାନ୍ସ ପ୍ରାକ୍ଟିସ୍ କରୁଥିବା ନଜର ଆସିଛି ।

ତେବେ ମଣ୍ଟୁ ହେଉଛନ୍ତି ଜଣେ ସଫଳ ଆଲବମ୍ ହିରୋ ତାଙ୍କର ସମସ୍ତ ଭିଡିଓ ସଂଗ ବହୁତ ହିଁ ହିଟ ହୋଇଥାଏ । ଆଉ ପ୍ରିୟମ୍ବଦା ମଧ୍ୟ ଜଣେ ସଫଳ ଅଭିନେତ୍ରୀ ତାଙ୍କର ଏହି ଡ୍ୟାନ୍ସ ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।