ଗର୍ଭଧାରଣର ପାଇଁ ସହବାସର ସଠିକ୍‌ ସମୟ କ’ଣ ? Dr. Dr Priyadarshini Tripathy

ତେବେ ଯେତେ ବେଳେ ଏକ ମହିଳା ବିବାହ କରି ଥାଏ ସେତେ ବେଳେ ମା ହେବା ଏକ ମହିଳା ର ସବୁଠୁ ବଡ଼ ସ୍ୱପ୍ନ ହୋଇ ଥାଏ | ଏମିତି ମହିଳା ଅଛନ୍ତି ଯେଉଁ ମାନେ ମା ହୋଇ ପାରି ନଥାନ୍ତି ତାହା ଏକ ଅଭିଶାପ ପରି ହୋଇ ଥାଏ ଏବଂ ଯେତେ ବେଳେ ସେ ମା ହୋଇ ଥାଏ ତାର ସବୁ ସ୍ୱପ୍ନ ପୂରଣ ହୋଇ ଯାଇ ଥାଏ ଏବଂ ଜୀବନ ର ସବୁ ଖୁସି ସେ ପାଇ ଯାଇ ଥାଏ | ତେବେ ଅନେକ ମହିଳା ଙ୍କର ପ୍ରଶ୍ନ ହୋଇ ଥାଏ କି ପ୍ରତିମାସ ରେ ପିରିୟଡ଼ସ ଠିକ ସମୟରେ ହେଉଛି ଏବଂ ସ୍ୱାମୀ ଙ୍କର ଧାତୁ ମଧ୍ୟ

ଠିକ ରହୁଛି, ଅଲଟ୍ରାସାଉଣ୍ଡ ରେ ମଧ୍ୟ କିଛି ସମସ୍ୟା ନାହିଁ ଏବଂ ହର୍ମୋନ ମଧ୍ୟ ଠିକ ଅଛି ତଥାପି ପ୍ରେଗ୍ନେସି ରହୁ ନାହିଁ | ତେବେ ଆମେ ଆଜି ଜାଣିବା ଯେ କେଉଁ ସମୟରେ ସହବାସ କଲେ ଜଣେ ମହିଳା ଙ୍କର ଗର୍ଭବତୀ ହେବାର ସମ୍ଭାବନା ଅଧିକ ବଢ଼ି ପାରେ |

ତେବେ ଜାଣି ରଖିବା ଉଚିତ କି ପ୍ରତି ମାସ ରେ ଯେଉଁ ପିରିୟଡ଼ସ ହୋଇ ଥାଏ, ସେଥି ମଧ୍ୟରୁ ଗୋଟେ ମାସ ର 30 ଦିନ ରୁ ଶେଷ 14 ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇ ଥାଏ | ଏକ ମହିଳା ର ଯଦି ପ୍ରତି 30 ଦିନ ରେ ଠିକ ସମୟରେ ସାଇକଲ ହେଉଛି ତେବେ ଆମେ ମାନି ନେବା ଯେ ତାଙ୍କ ଅଭାରୀ ରୁ ଅଣ୍ଡା ବାହାରୁଛି ତାହା 13 ଦିନ ରୁ 14 ଦିନ ଭିତରେ ବାହାରୁଛି |

ତେବେ ଏକ ମହିଳା ର ଯଦି ଆଜି ଅଭାରୀ ରୁ ଅଣ୍ଡା ବାହାରିଲା ତେବେ ସେହି ଅଣ୍ଡା 24 ଘଣ୍ଟା ମଧ୍ୟରେ ହିଁ ପ୍ରଭାଇଡ କରିବ ଅର୍ଥାତ 24 ଘଣ୍ଟା ପରେ ସେହି ଅଣ୍ଡା ଟି ନଷ୍ଟ ହୋଇ ଯିବ |

ତେବେ ଏହି 24 ଘଣ୍ଟା ପୂର୍ବରୁ ମହିଳା ଯଦି ସହବାସ କରିବ ତାଙ୍କର ଗର୍ଭବତୀ ହେବାର ଚାନ୍ସ ଅଧିକ ବଢ଼ି ଯାଇ ଥାଏ | ଏହାପରେ ଯଦି ପର ମାସ ଆପଣଙ୍କ ପିରିୟଡ଼ସ ହେଲାନି ତେବେ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ | ଯଦି 28 ଦିନ ରେ ପିରିୟଡ଼ସ ହେଲାନି ତେବେ ଆପଣ ସପ୍ତାହେ ଅପେକ୍ଷା କରିବେ, କାରଣ ବେଳେ

ବେଳେ ଅଧିକ ଚିନ୍ତା ହେତୁ ଅଥବା କୌଣସି ମେଡ଼ିସିନ ଇଫେକ୍ଟ ହେତୁ ପିରିୟଡ଼ସ ଠିକ ସମୟରେ ହୁଏ ନାହିଁ ବିଳମ୍ୱ ମଧ୍ୟ ହୋଇ ପାରେ | ତେବେ ଏଭଳି ଭାବେ ଯଦି ଆପଣ ସହବାସ କରିବେ ତେବେ ନିଶ୍ଚିତ ଭାବରେ ପ୍ରେଗନେଟ ହେବାର ସମ୍ଭାବନା ଅଧିକ ବଢ଼ି ପାରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।