ପ୍ରଥମଥର ” Bajiba Lo Jodi Mahuri ” ଗୀତର ଆଲୁବମ ଜବରଦସ୍ତ ଡ୍ୟାନ୍ସ କଲେ ଭାଇରାଲ ବୟ Santanu ଏବଂ କୁନି କଳାକାର…. ଏହି ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…. ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ତ ସସସ୍ତେ କୁନି ପ୍ରତିଭା ସାନ୍ତନୁ କୁମାର ମହାନ୍ତି, ଯିଏକି ଭାଇରାଲ୍ ବୟ ସାନ୍ତନୁ ନାମରେ ବେଶ୍ ପରିଚିତ୍ ହୋଇଛନ୍ତି । ତାଙ୍କ ବିଷୟରେ ତ ଆପଣମାନେ ନିଶ୍ଚିତ ଭାବରେ ଜାଣିବାକୁ ପାଉଥିବେ । ଡିଜିଟାଲ ମିଡିଆରେ ଏବି ଭାଳକ ଜଣଙ୍କ ଏବେ ଛାଇ ଯାଇଛନ୍ତି । ତାଙ୍କର କ୍ୟୁଟ ଚେହେରା ସାଙ୍ଗକୁ ସ୍ବିଟ ପରପରମାନ୍ସ ସମସ୍ତଙ୍କୁ ଆକର୍ଷିତ କରିଛି । ଓଡିଶାର ଲୋକପ୍ରିୟ ଟିଭିଚ୍ୟାନାଲ ସିଦ୍ଧାର୍ଥଟିଭିର ନୂଆ ରିଆଲିଟି ଶୋ୍ ଓଡିଶାର ନୂଆ ସ୍ବରରେ କମାଲ ଦେଖାଉଛନ୍ତି ସାନ୍ତନୁ ।

ତେବେ ଷ୍ଟୁଡିଓ ରାଉଣ୍ଡରୁ ପିଲାଟି ତାର ଜଲୱା ଦେଖାଇ ଆସୁଛି । ଆଉ ତାର ଗୀତରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ , ଦର୍ଶକ ଓ ଶ୍ରୋତାମାନେ । ଅନେକ ପ୍ରଶଂସା ମଧ୍ୟ ମିଳିଛୁ ସାନ୍ତନୁଙ୍କୁ ।

ତେବେ ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲାଭଳି ଲାଗୁଛି । ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ । କାରଣ କେବଳ ଗୀତ ନୁହେଁ ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ ଆକର୍ଷଣୀୟ ଅଟେ ।

ଏହି ବାଳକଟି ଯେଉଁ ଭଳି ଭାବରେ ତାର ସ୍ବରର ଯାଦୁରେ ସମସ୍ତଙ୍କୁ ଦ୍ବିୱାନା କରିଛି ତାହା ଆପଣ ପିଲାଟିର ଭିଡିଓ ଦେଖିଲେ ହିଁ ଜାଣିପାରିବେ ଏବଂ ତାର ସୁମଧୁର ସ୍ବର ଶୁଣିଲ ଜାଣିପାରିବେ । ଏବେ ସେ ସାରା ଓଡିଶାରେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛି ଏବଂ ସୋସିଆଲ ମିଡିଆରେ ତାର ସିଙ୍ଗିଂ ଭିଡିଓ ବେଶ୍ ଭାଇରାଲ୍ ହେଉଛି ।


ସେହିଭଳି ଭାବରେ ଏହି ଭାଇରାଲ ବୟଙ୍କୁ ନେଇ ଏବେ ଷ୍ଟୁଡିଓକେ ଗୀତ ରେକର୍ଡ କରାଯାଉଛି । ତାଙ୍କର ପ୍ରଥମ ଷ୍ଟୁଡିଓ ଘୀତ ରହିଥିଲା ଟୋକା ନାଚିବ । ଏହାକୁ ଶାନ୍ତନୁ ଗାଇଥିବାୈ ବେଳେ ଏହାର ମ୍ୟୁଜିକ୍ ଦେଇଥିଲେ ଶାଶ୍ବତ ଆଚାର୍ଯ୍ୟ ଏବଂ ଲିରିକ୍ସ କରିଥିଲେ ସାଗର । ତେବେ ଏହାପରେ କିଛି ଦିନ ପୂର୍ବରୁ ତାଙ୍କର ଅନ୍ୟଏକ ମ୍ୟୁଜିକ୍ ଭିଡିଓ ଷ୍ଟୁଡିଓରେ ରେକର୍ଡ ହୋଇଥିଲା ।

ଯାହାର ଟାଇଟଲ୍ ଥିଲା ବାଜିବ ଲୋ ଯୋଡି ମହୁରୀ । ଯାହାକୁ ଭାଇରାଲ୍ ବୟ ଶାନ୍ତନୁ ଏବଂ ତାଙ୍କ ବିପକ୍ଷରେ ଓଲିଉଡର ଫେମସ୍ ଗାୟିକା ଅଙ୍କିତା ରାଣୀ ଗାଇଛନ୍ତି । ବହୁତ ସୁନ୍ଦର ନିର୍ଦ୍ଦେଶନା ହୋଇଛି ଏହି ଗୀତରେ , ଯାହାକୁ ଅନେକ ଲୋକ ଏବେ ସୁଦ୍ଧା ଦେଖିସାରିଲେଣି ଏବଂ ଶୁଣି ପସନ୍ଦ ମଧ୍ୟ କରୁଛନ୍ତି ।

ତେବେ ବର୍ତତ୍ମାନ ସମୟରେ ସେହି ଗୀତ ରେ ଏକ ମ୍ୟୁଜିକ୍ ଭିଡିଓ ହୋଇଛି, ଯେଉଂଥିରେ ନିଜେ ସାନ୍ତନୁ ଡ୍ୟୟାନ୍ସ କରିଥନ୍ତି ଏବଂ ତାଙ୍କ ବିପକ୍ଷରେ ଜଣେ ଛୋଟ ଝିଅ ଗୁନଗୁନ୍ ଡ୍ୟାନ୍ସ କରିଛନ୍ତି । ଆଉ ଦୁହିଁ ଙ୍କ ର ଯୋଡି ମଧ୍ୟ ବହୁତ ଭଲ ଲାଗୁଛି , ଦୁହେଁ ବହୁତ ସୁନ୍ଦର ଦେଖାଯିବା ସହିତ ବହୁତ କ୍ୟୁଟ୍ ଲାଗୁଛନ୍ତି ଏବଂ ଆକର୍ଷଣୀୟ ଡ୍ୟାନ୍ସ ତଥା ଏକ୍ସପ୍ରେସନ୍ ଦେଉଛନ୍ତି । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ସାନ୍ତନୁ ଙ୍କ ବିଷୟରେ ଏହା ମଧ୍ୟ କହୁଛନ୍ତି ଯେ ସେ ନିଶ୍ଚିତ ଭାବରେ ବଡ ହୋଇ ଏକ ବଡ ସଫଳ କଳାକାର ହେବେ ।