Ollywood news- ଶିବାନୀ ଙ୍କୁ ସ୍କୁଟିରେ ବସି ସ୍ୱରାଜଙ୍କ ହେଲା ଏମିତି ଅବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ହେବେ |

ତେବେ ପ୍ରାୟ ସମସ୍ତେ ସିନେମା ଆଦି ଦେଖିବାକୁ ଭଲ ପାଇ ଥାଆନ୍ତି କାରଣ ଏହାଦ୍ୱାରା ଆମର ମନରଞ୍ଜନ ହେବା ସହିତ ଟେନ୍ସନ ମଧ୍ୟ କିଛି ସମୟ ପାଇଁ ଦୂରେଇ ଯାଇ ଥାଏ | ତେବେ ଏହି ଫିଲ୍ମ ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଦର୍ଶକ ମାନେ ଖୁବ ଭଲ ପାଇବା ଦେଇ ଥାଆନ୍ତି ଏବଂ ନିଜର ନିଜର ଏକ ପସନ୍ଦ କଳାକାର ଥାଆନ୍ତି ଯାହାଙ୍କର ଅଭିନୟ ଦ୍ୱାରା ଆମେ ତାଙ୍କର ଫ୍ୟାନ୍ସ ହୋଇ ଯାଇ ଥାଉ |

ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ କିଛି ଅଲଗା ଧରଣ ର ହୋଇ ଥାଏ ଯାହାଙ୍କର ପ୍ରତି ଟି କଥା ଜାଣିବା ପାଇଁ ଆମେ ଚାତକ ଭଳି ଚାହିଁ ରହି ଥାଉ | ତାହା କିଛି ମଜାଦାର ଭିଡ଼ିଓ ହେଉ କି କିଛି ବ୍ୟକ୍ତିଗତ ଜୀବନ ଉପରେ ହେଉ ସମସ୍ତ କିଛି ସମ୍ପର୍କ ରେ ଆମେ ଜାଣିବାକୁ ନିହାତି ଚାହିଁ ଥାଉ |

ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟତା ଅଭିନେତ୍ରୀ ଶିବାନୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ନିଜର ଅଭିନୟ ଦ୍ୱାରା ସମସ୍ତ ଙ୍କ ମନରେ ରାଜ କରୁଛନ୍ତି | ସେ ଛୋଟ ବେଳୁ ହିଁ ଏହି ଅଭିନୟ ଜଗତ ରେ ପାଦ ଦେଇ ଅନେକ ଫିଲ୍ମ ଏବଂ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି

 ସେ କେବଳ ସୁନ୍ଦର ଅଭିନୟ କରନ୍ତି ତାହା ନୁହେଁ ବରଂ ସେ ସୁନ୍ଦର ଗୀତ ମଧ୍ୟ ଗାଆନ୍ତି ଯାହାର ଝଲକ ଆପଣ ମାନେ ନିହାତି ଭାବରେ ଦେଖି ଥିବେ | ନିଜର ଏକ ଅଭିନୟ ରେ ସେ ନିଜ ପାଇଁ ଏକ ଗୀତ ମଧ୍ୟ ଗାଇ ଥିଲେ ଯାହା ଖୁବ ଚର୍ଚ୍ଚା ର ବିଷୟ ପାଲଟି ଥିଲା | ତେବେ ବର୍ତ୍ତମାନ ସମୟରେ ଶିବାନୀ ହିଁ ନମ୍ବର ୱାନ ହିରୋଇନ ଭାବରେ ପରିଚିତ ଅଛନ୍ତି |

ଆଗାମୀ ସମୟରେ ତାଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି ଯେଉଁଥିରେ ସେ ସ୍ୱରାଜ ଙ୍କ ହିରୋଇନ ଭାବେ ଅଭିନୟ କରିଛନ୍ତି | ତେବେ ସୁଟିଂ ସେଟ ରେ ଶିବାନୀ ଓ ସ୍ୱରାଜ ଅନେକ ମଜାମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି |

ଦେଖିବାକୁ ମିଳିଛି କି ଶିବାନୀ ଏକ ସ୍କୁଟି ରେ ସ୍ୱରାଜ ଙ୍କୁ ବସାଇଛନ୍ତି ଆଉ ସ୍ୱରାଜ ମଧ୍ୟ ପଡ଼ି ଯିବାର ଭୟରେ ଡରି ଡରି ବସିଛନ୍ତି | ଆହୁରି ଏଭଳି ଅନେକ ମଜାମସ୍ତି କରୁଥିବାର ଦୁହେଁ ଙ୍କୁ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ପସନ୍ଦ କରିବେ | ତେବେ ଏହି ମଜାମସ୍ତି ର ଭିଡ଼ିଓ ଓ ଫୋଟ ନିଜେ ଶିବାନୀ ହିଁ ତାଙ୍କ ଇନଷ୍ଟା ରେ ପୋଷ୍ଟ କରି ଥିଲେ ଯାହାକୁ ଦେଖି ଦର୍ଶକ ଖୁବ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି |