Exclusive Vidual -ଋଷର ବୋମା ବିସ୍ଫୋରଣରେ ଚାଲିଗଲା ଭାରତୀୟ ଛାତ୍ରଙ୍କ ଜୀବନ, ସୁଚନା ଦେଇଛନ୍ତି ବୌଦେଶିକ ମନ୍ତ୍ରାଳୟ I

ତେବେ ଆପଣ ତ ଜାଣିଛନ୍ତି ୟୁକ୍ରେନ ଓ ରୁଷିଆ ମଧ୍ୟରେ ଲାଗି ଥିବା ଯୁଦ୍ଧ କୁ ନେଇ ଏବେ ଚିନ୍ତା ରେ ପୁରା ବିଶ୍ୱ ଏବଂ ୟୁକ୍ରେନ ରେ ମଧ୍ୟ ଅନେକ ଭାରତୀୟ ଫସି ରହିଛନ୍ତି ସେ ଛାତ୍ରଛାତ୍ରୀ ହୁଅନ୍ତୁ କି ଶ୍ରମିକ ହୁଅନ୍ତୁ ତାହା ବର୍ତ୍ତମାନ ଭାରତ ପାଇଁ ଖୁବ ଚିନ୍ତା ର ବିଷୟ ଅଟେ | ଅନେକ ଭାରତୀୟ ଙ୍କୁ ୟୁକ୍ରେନ ରୁ ସୁରକ୍ଷିତ ଭାବେ ଫେରାଇ ଅଣା ଯାଇଛି ସତ କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ଆହୁରି ଅନେକ ଭାରତୀୟ ଫସି ରହିଛନ୍ତି | ଏହି ଯୁଦ୍ଧ ରେ ଅନେକ ଲୋକ ମୃତ୍ୟୁ ବରଣ କରି ସାରିଲେଣି, ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ କେବଳ ଏହି ଯୁଦ୍ଧ ବିଷୟ ରେ ଚର୍ଚ୍ଚିତ |

ତେବେ ସବୁଠୁ ଶକ୍ତିଶାଳୀ ବିଶ୍ୱ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କୁ ନେଇ ଏବେ ସମସ୍ତଙ୍କ ମନରେ ଆତଙ୍କ ଖେଳି ଯାଇଛି | କିନ୍ତୁ ଏହାରି ମଧ୍ୟ ରେ ଭାରତ ପାଇଁ ଏକ ବିରାଟ ବଡ଼ ଦୁଃଖ ର ଖବର ଆସି ପହଞ୍ଚିଛି |

ଏକ ଦୁଃଖ ର ଖବର ଆସି ପହଞ୍ଚିଛି ୟୁକ୍ରେନ ର ଯୁଦ୍ଧ ରେ ଏକ ଭାରତୀୟ ଛାତ୍ର ଙ୍କର ମୃତ୍ୟୁ ହୋଇଛି | ୟୁକ୍ରେନ ର ଖାରକିବ ରେ ଜଣେ ଭାରତୀୟ ଛାତ୍ର ଙ୍କର ମୃତ୍ୟୁ ହୋଇ ଥିବାର ଖବର ଆସି ପହଞ୍ଚିଛି | ବୋମା ମାଡ଼ ରେ ଭାରତୀୟ ଛାତ୍ର ଙ୍କ ମୃତ୍ୟୁ ହୋଇଛି ବୋଲି ଯାହା ସୂଚନା ମିଳିଛି | ତେବେ ବୈଦେଶିକ ମନ୍ତ୍ରାଳୟ ରୁ ଏହି ସୂଚନା ଦିଆ ଯାଇଛି, ଅରିନ୍ଦମ ମାର୍ଚି ଟୁଇଟ କରି ଆଜି ଏହି ସୂଚନା ଦେଇଛନ୍ତି |

କିଛି ସମୟ ପୂର୍ବରୁ ଦେଖିବାକୁ ମିଳି ଥିଲା କି ଖାରକିବ ରେ ଋଷ ଆକ୍ରମଣ ରେ ଯେଉଁ ଧ୍ୱଂସ ର ପରିସ୍ଥିତି ସୃଷ୍ଟି ହୋଇ ଥିଲା, ଏକ ବିରାଟ ବିସ୍ଫୋରଣ ରେ ସେଠାକାର ଅଞ୍ଚଳ ରେ ବ୍ୟାପକ ଭାବରେ କ୍ଷୟ କ୍ଷତି ହୋଇଛି |

ତେବେ ଏହି ଘଟଣା ରେ ଜଣେ ଭାରତୀୟ ଛାତ୍ର ଙ୍କର ମୃତ୍ୟୁ ହୋଇ ଥିବାର ଖବର ବର୍ତ୍ତମାନ ସମୟରେ ରେ ଆସୁଛି | ୟୁକ୍ରେନ ର ଖାରକିବ ର ମଝି ସହର ରେ ଏୟାର ଆଟାକ ରେ ପୁରା ଭୟଙ୍କର ଭାବରେ ୟୁକ୍ରେନ ଥରୁଛି | ତେବେ ଏହି ଘଟଣା ଟି ସାରା ଦେଶ ବାସୀ ଙ୍କୁ ଭୟଭୀତ କରିବା ସହିତ ଅନେକ ଦୁଃଖ ମଧ୍ୟ ଦେଇଛି |

କାରଣ ୟୁକ୍ରେନ ରେ ଫସି ରହି ଥିବା ଭାରତୀୟ ମାନଙ୍କୁ କିପରି ସୁରକ୍ଷିତ ଭାବରେ ଫେରାଇ ଆଣିବା କଥା ଚିନ୍ତା କରୁଥିବା ବେଳେ ଏଭଳି ଏକ ଖବର ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଛି | ତେବେ ପରବର୍ତ୍ତୀ ର ପରିସ୍ଥିତି କିପରି ହେବ ଏବଂ ଅନ୍ୟ ଭାରତୀୟ ଙ୍କୁ କିପରି ସୁରକ୍ଷିତ ଭାବେ ଫେରାଇ ଅଣାଯିବ ତାହାକୁ ନେଇ ଦେଶ ଏବେ ଚିନ୍ତା ରେ ଅଛି |