ପ୍ରଥମଥର ଷ୍ଟୁଡିଓ ରେ ଭାଇରାଲ ବୟ Santanu ଗାଇଲେ ” ଟୋକା ନାଚିବ ” ଏମିତି ଗୀତ… ମାତ୍ର 24 ଘଣ୍ଟାରେ 36 Million + Views ସମସ୍ତଙ୍କ ମୋବାଇଲ ରେ Status

ବର୍ତ୍ତମାନ ସମସ୍ତେ ଜାଣିଥିବେ କୁନି ପ୍ରତିଭା ଶାନ୍ତନୁ କୁମାର ମହାନ୍ତି ,ଯିଏକି ଭାଇରାଲ୍ ବୟ୍ ଶାନ୍ତନୁ ନାମରେ ବେଶ୍ ପରିଚିତ ହୋଇଛନ୍ତି। ତାଙ୍ଅ ବିଷୟରେ ତ ଆପଣ ମାନେ ନିଶ୍ଚିତ ଜାଣିବାକୁ ପାଉଥିବେ। ଡିଜିଟାଲ ମିଡିଆରେ ଏହି ବାଳକ ଜଣକ ଏବଂ ଏହା ଛାଇ ଯାଇଛନ୍ତି। ତାଙ୍କର କ୍ୟୁଟ୍ ଚେହେରା ସାଙ୍ଗକୁ ସୁଇଟ୍ ପରିବେଷଣ ସମସ୍ତଙ୍କୁ ଆକର୍ଷିତ କରିଛି। ସିଦ୍ଧାର୍ଥ ଟିଭି ର ନୂଆ ସିଙ୍ଗୀଙ୍ଗ୍ ରିୟୋଲିଟ ଶୋ ଓଡ଼ିଶା ର ନୂଆ ସ୍ୱର ରେ କମାଲ ଦେଖାଉଛନ୍ତି ଶାନ୍ତନୁ ।

ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲାଟି ତାର ଜଲୱା ଦେଖାଇ ଆସୁଛି। ଆଉ ତାର ଗୀତ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଶାନ୍ତନୁ ଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳୁଛି। ତେବେ ସେ ଯେଉଁ ଭଳି ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟ କୁ ଛୁଇଁଲା ଭଳି ଲାଗୁଛି।

ଯେଉଁ ଗୀତ କୁ ଶୁଣି ସମସ୍ତେ ଖୁସି ହେଉଛନ୍ତି। କାରଣ କେବଳ ଗୀତ ନୁହେଁ ବରଂ ଗୀତ ସାଙ୍ଗରେ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ ଆକର୍ଷଣୀୟ ଅଟେ। ଏହି ବାଳକଟି ଯେଉଁ ଭଳି ଭାବରେ ତାର ସ୍ୱରର ଜାଦୁରେ ସମସ୍ତଙ୍କୁ ଦିୱାନା କରିଛି ତାହା ଆପଣ ପିଲାଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ।ଏବେ ସେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛି। ସୋସିଆଲ ମିଡ଼ିଆରେ ତାଙ୍କର ସିଙ୍ଗୀଙ୍ଗ୍ ଭିଡିଓ ବେଶ୍ ଭାଇରାଲ ହେଉଛି।

ଗୀତ ସାଙ୍ଗ କୁ ତାର ଯେମିତି ଅଭିନୟ ଏବଂ କମେଡ଼ି ରହିଛି ,ତାକୁ ଶୁଣି ସମସ୍ତେ ହସି ହସି ଗଡ଼ି ଯାଉଛନ୍ତି ଏବଂ ବହୁତ ଖୁସି ବି ହେଉଛନ୍ତି। ତେବେ ଯେତେବେଳେ ଜଣେ କୁନି ପିଲା ଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ ଖୁସି ହୋଇ ଯାଇଥାଉ।

ବେଳେ ବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବା ପାଇଁ ପାଇଥାଉ ଯାହା ଆମକୁ ବହୁତ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ ଖୁସି ମଧ୍ୟ ହେଇଥାଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ପାଉଥିବେ।

ଆଉ ସେ ସବୁକୁ ଦେଖି ବହୁତ ଖୁସି ମଧ୍ୟ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବା ପାଇଁ ବହୁତ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେହିଭଳି ଏହି ଭାଇରାଲ୍ ବୟ୍ କୁ ନେଇ ଏବେ ଷ୍ଟୁଡିଓ ରେ ଏକ ଗୀତ ରେକର୍ଡ ହୋଇଛି। ଗୀତର ଟାଇଟେଲ ହେଉଛି ଟୋକା ନାଚିବ। ଏହାକୁ ଶାନ୍ତନୁ ଗାଉଥିବା ବେଳେ ଏହାର ମ୍ୟୁଜିକ୍ ଦେଇଛନ୍ତି ଶାଶ୍ୱତ ଆଚାର୍ଯ୍ୟ ଏବଂ ଲିରିକ କରିଛନ୍ତି ସାଗର।

ବହୁତ ସୁନ୍ଦର ନିର୍ଦ୍ଦେଶନା ହୋଇଛି ଏହି ଗୀତର। ଯାହାକୁ ଅନେକ ଲୋକ ଏବେ ସୁଦ୍ଧା ଦେଖି ସାରିଲେଣି ଏବଂ ଶୁଣି ପସନ୍ଦ ମଧ୍ୟ କରିଛନ୍ତି।