ଏହି ଗାଁରେ ଏକା ସାଥିରେ ନାଗ ଏବଂ ନାଗୁଣୀକୁ ଉଦ୍ଧାର ପରେ ହଠାତ ଘଟିଲା ଏହି ଭୟଙ୍କର କାଣ୍ଡ… ଆଉ ତା’ ପରେ… ଦେଖନ୍ତୁ Video

ସାଧାରଣତଃ ସାପ କୁ ଆମେ ପ୍ରାୟ ସ୍ଥାନ ରେ ଦେଖିବାକୁ ପାଇ ଥାଉ ଏବଂ ବିଭିନ୍ନ ପ୍ରଜାତି ର ମଧ୍ୟ ସାପ ରହିଛନ୍ତି | କେଉଁଠି ବିଷଧର ସାପ ତ ଆଉ କେଉଁଠି ସାପ ଭୟଙ୍କର ଦେଖାଯାଏ କିନ୍ତୁ ସାପ ଟିର ବିଷ ନଥାଏ | ସାପ ନାଁ ଶୁଣିଲେ ଦେହ ଭୟ ରେ ଶୀତେଇ ଉଠେ ସେ ସାପ ର ବିଷ ଥାଉ କି ନଥାଉ ଦେଖି ଦେଲେ ମଣିଷ ଆତଙ୍କିତ ହୋଇ ପଡେ ଆଉ ତା ପାଖକୁ ଯିବା କଥା ଭାବିଲେ ମନ ରେ ଛନକା ପଳେଇ ଆସେ | କାରଣ ସାପ ଦ୍ୱାରା ଅନେକ ଙ୍କର ଜୀବନ ଯିବାର ମଧ୍ୟ ଆପଣ ଶୁଣି ଥିବେ ଏବଂ ଜାଣି ଥିବେ ମଧ୍ୟ |

ସାପ ଯଦି ଥରେ ଦଂଶନ କରିଛି ତେବେ ସେହି ବ୍ୟକ୍ତିର ଜୀବନ ବଞ୍ଚାଇବା ବହୁତ କଷ୍ଟକର ହୋଇ ପଡି ଥାଏ | ପ୍ରକୃତ ରେ ସରୀସୃପ ପ୍ରାଣୀ ମଣିଷ ଜାତି କୁ ଭୟ କରି ଥାଏ କିନ୍ତୁ ନିଜ ଜୀବନ ବଞ୍ଚାଇବା ପାଇଁ ସେ ମଣିଷ କୁ ଚଟ ମାରି ଦିଏ |

ତେବେ ଆପଣ ତ ସାପ କୁ ନେଇ ଅନେକ ଘଟଣା ଦେଖି ଥିବେ, ତେବେ ସାପ ମଧ୍ୟରୁ ନାଗ ସାପ ଅନ୍ୟତମ ଯାହା ନାଗ ନାଗୁଣୀ ଙ୍କୁ ମଧ୍ୟ ଏକ ସାଥିରେ ଦେଖିବାକୁ ମିଳି ଥାଏ | ତେବେ ଏହି ସାପ କୁ ନେଇ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ |

ତେବେ ସୂଚନା ଅନୁଯାଇ ଏକ ପୁରୁଣା ଘର ଭିତରେ ଦୁଇଟି ନାଗ ଓ ନାଗୁଣୀ ସାପ ରହି ଥିଲେ, ଜଣେ ବ୍ୟକ୍ତି ସେହି ପୁରୁଣା ଘରୁ କିଛି ଜିନିଷ ବାହାର କରିବା ପାଇଁ ଯାଇ ଥିଲେ କିନ୍ତୁ ସେଠାରେ ନାଗ ନାଗୁଣୀ ଯୋଡ଼ି କୁ ଦେଖି ସେ ଭୟଭୀତ ହୋଇ ସେଠାରୁ ଚାଲି ଆସି ଥିଲେ |

ଏହାପରେ ସେହି ଗ୍ରାମ ର ଲୋକ ସାପ ଧରାଳି ଙ୍କୁ ଖବର ଦେଇ ଥିଲେ ଏବଂ ସାପ ଧରାଳି ମଧ୍ୟ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ନିଜ ବିଦ୍ୟା ର କୌଶଳ କ୍ରମେ ସେହି ନାଗ ନାଗୁଣୀ ଯୋଡ଼ି କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ଥିଲେ |

ସାପ କୁ ଉଦ୍ଧାର କରିବା ପରେ ସେହି ଦୁଇ ସାପ ଙ୍କୁ କ୍ଷୀର ମଧ୍ୟ ପିଇବାକୁ ଦିଆ ଯାଇ ଥିଲା | ତେବେ ଆମେ କହି ରଖୁଛୁ ଯେ ଆପଣ ଯଦି କେଉଁଠାରେ ବିଷଧର ସାପ ଦେଖୁଛନ୍ତି ତେବେ ତାହାକୁ ନ ମାରି ତୁରନ୍ତ ସାପ ଧରାଳି ଙ୍କୁ ଯୋଗାଯୋଗ କରନ୍ତି, କାରଣ ଆମେ ଯଦି ସାପ କୁ ମାରି ଦେବା ତେବେ ଦିନେ ନାଁ ଦିନେ ସାପ ଆମ ଦୁନିଆଁ ରୁ ଲୋପ ପାଇ ଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।