ଦେଖନ୍ତୁ ଭିଡିଓ ..ଦ୍ବିତୀୟ ବିବାହ ପରେ କୋଏଲ୍ ଙ୍କ ଶାଶୂଘରକୁ ଗଲେ ହିରୋଇନ୍ ଝିଲିକ୍ ଦେଖନ୍ତୁ ପୁରା ଭିଡିଓ !

ଦ୍ବିତୀୟ ବିବାହ କରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ କୋଏଲ ବାନାର୍ଜୀ । ତେବେ ଆପଣ ମାନେ ତ ଜାଣି ଥିବେ କୋଏଲ ବାନାର୍ଜୀ ଏବଂ ବବି ମିଶ୍ରଙ୍କ ଯୋଡି କୁ ଲୋକମାନେ ଦେଖିବା ପାଇଁ ବେଶ୍ ପସନ୍ଦ କରନ୍ତି ଏବଂ ଦୁଇ ଜଣ ମଧ୍ୟ ଦୁଇ ଜଣଙ୍କୁ ବହୁତ ଭଳ ପାଉଥିଲେ , ଭଲ ପାଇ ଦୁଇ ଜଣ ବିବାହ କରିଥିଲେ କିନ୍ତୁ ଗତ ଦୁଇ ବର୍ଷ ତଳେ କୋଏଲ ବବିମିଶ୍ର ଙ୍କ ଠାରୁ ଅଲଗା ହୋଇଯାଇଥିଲେ । ତେବେ ତାଙ୍କର ଡିଭୋର୍ସ ମଧ୍ୟ ହୋଇ ୟାଇଛି । ଏହାପରେ କୋଏଲ ଓଡିଶା ଛାଡି କଲିକତା ଚାଲି ଯାଇଥିଲେ ଏବଂ ସେ ସେହି ଠାରେ ହିଁ ଦ୍ବିତୀୟ. ବିବାହ କରିଛନ୍ତି ।

ତେବେ ବଙ୍ଗୀୟ ଅଭିନେତ୍ରୀ କୋୟଲ ବାନାର୍ଜୀ ଓଡିଆ ଚଳଚିତ୍ର ରେ ଅଭିନୟ କରିବା ନିମନ୍ତେ ଓଡିଶା କୁ ଆସିଥିଲେ । ଏହାପରେ ବବି ମିଶ୍ର ଏବଂ କୋୟଲ ଏକା ସହିତ କାମ କରିବା ସମୟରେ ଦୁହେଁ ଦୁହିଙ୍କୁ ଭଲପାଇ ବସିଥିଲେ ।

ତେଣୁ 2013 ମସିହାରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ । ବିବାହ ପରେ ବବିମିଶ୍ର ଏବଂ କୋୟଲ ବାନାର୍ଜୀଙ୍କ ମଧ୍ୟରେ ସବୁ କିଛି ସଠିକ ଥିଲା । ଉଭୟ ବହୁତ ଆନନ୍ଦ ଭାବରେ ଜୀବନ ଜାପନ କରୁଥିଲେ । ମାତ୍ର ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ବହୁତ କିଛି ଅସୁବିଧା ଦେଖା ଯାଇଥିଲା । ତେଣୁ ବଙ୍ଗୀୟ ଅଭିନେତ୍ରୀ ପଶ୍ଚିମବଙ୍ଗ ଚାଲି ଯାଇଥିଲେ ।


ତେବେ କୋଏଲ ବର୍ତ୍ତମାନ ବେଙ୍ଗଲୀ ଫିଲ୍ମ ମଧ୍ୟ କରୁଛନ୍ତି , କଲିକତାରେ ସେ ଦ୍ବିତୀୟ. ବିବାହ କରିଚନ୍ତି ଏବଂ ତାଙ୍କ ଦ୍ବିତୀୟ ସ୍ବାମୀଙ୍କ ଫୋଟ ମଧ୍ୟ ସେ ସୋସିଆଲ ମିଡିଆ ଆକାଉଣ୍ଡ ରେ ପୋଷ୍ଟ କରିଛନ୍ତି । ଆଉ ଏହାକୁ ଦେଖିବା ପରେ କୋଏଲ ଏବଂ ବବି ମିଶ୍ର ଙ୍କୁ ଭଲ ପାଉଥିବା ଲୋକମାନେ ଖାସ୍ କରି ଓଡିଶା ବାସୀ ବହୁତ ହିଁ ଦୁଃଖ ଅନୁଭବ କରୁଛନ୍ତି ।

କାରଣ କୋଏଲ ବାନାର୍ଜୀ ଙ୍କୁ ସବୁ ବେଳେ ସମସ୍ତେ ବବି ମିଶ୍ର ଙ୍କ ସହ ଦେଖିବା ପାଇଁ ପସନ୍ଦ କରନ୍ତି ଏବଂ ଦୁଇ ଜଣଙ୍କ ଯୋଡି ମଧ୍ୟ ବେଷ୍ଟ ତଥା ଭଲ ଯୋଡି ଅଟେ । କିନ୍ତୁ ଦୁଇ ଜଣ ଅଲଗା ହୋଇ ଯାଇଛନ୍ତି । ଆଉ ଏହି ଖବରକୁ ସମସ୍ତେ ବର୍ତ୍ତମାନ ଗ୍ରହଣ କରି ପାରୁ ନାହିଁନ୍ତି ।

ତେବେ ଏହି ବିଷୟ ରେ ବବି ମିଶ୍ର ଙ୍କ ର ପ୍ରତି କ୍ରିୟା ମିଳି ପାରିଛି ଏବଂ ସେ କହିଚନ୍ତି କି କୋଏଲ ବାନାର୍ଜୀ ଯେଉଂଠି ବି ରୁହନ୍ତୁ ସେ ଖୁସିରେ ରୁହନ୍ତୁ , ଦ୍ବିତୀୟ ବିବାହ କରିଛନ୍ତି, ତେଣୁ ତାଙ୍କ ନୂଆ ଜୀବନର ଆରମ୍ଭ ବହୁତ ଭଲ ଏବଂ ଖୁସିରେ ବିତି ଯାଉ ବୋଲି କହିଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ତେବେ ସେମାନେ କାହିଁକି ଅଲଗା ହୋଇଥିଲେ ତାହା ହେଉଛି ତାଙ୍କର ବ୍ୟକ୍ତିଗତ ମମାଲା କିନ୍ତୁ ଲୋକମାନଙ୍କୁ ଏହି ଯୋଡି ବହୁତ ପସନ୍ଦ ଆସିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।