ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଗାଡି ଚଳାଉ ଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ତେବେ ଆଗ କାଳ ର ଯୁଗ ଅପେକ୍ଷା ବର୍ତ୍ତମାନ ଯୁଗ ପୁରା ବଦଳି ଗଲାଣି ଏବଂ ଲୋକ ମାନେ ମଧ୍ୟ ଯୁଗ ର ପରିବର୍ତ୍ତନ ସହ ତାଳ ଦେଇ ଆଗକୁ ବଢ଼ି ଚାଲିଛନ୍ତି | ଆଗ କାଳ ରେ କାହାରି ଘରେ ଗାଡ଼ି ଦେଖିବାକୁ ମିଳୁ ନଥିଲା ସମସ୍ତେ ଚାଲି ଚାଲି କରି ଯିବା ଆସିବା କରୁ ଥିଲେ ନହେଲେ ସାଇକେଲ ଦ୍ୱାରା ଯିବା ଆସିବା କରୁ ଥିଲେ | କିନ୍ତୁ ଆଜି କାଲି ର ଯୁଗ ରେ ଘରେ ଘରେ ଯେତେ ଲୋକ ସେତେଟା ଗାଡ଼ି |

ତେବେ ଆପଣ ମାନେ ତ ଜାଣନ୍ତି ଏକ ମଟର ସାଇକେଲ ରେ ଦୁଇ ଜଣ ବସି ପାରିବେ କିନ୍ତୁ ଆଜି କାଲି ର କିଛି ପିଲା ଅଛନ୍ତି ଯେଉଁ ମାନେ ଗୋଟିଏ ମଟର ସାଇକେଲ ରେ 6 ଜଣ ଲେଖାଏଁ ବସି ପଡ଼ୁଛନ୍ତି | ଆଉ ଗାଡ଼ି ଟି ଯଦି ଓଭର ଲଡ଼ ହେବ ତେବେ କଣ ହେବ ତାହା ଆପଣ ନିଜେ ହିଁ ଭାବନ୍ତୁ, ଦୁର୍ଘଟଣା ନ ହେଉ ଥିଲେ ବି ନିଶ୍ଚିତ ଭାବରେ ହେବ | ତେବେ ସେଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ |

ଯେଉଁଠି ଏକ ଟ୍ରକ ଟି ଓଭର ଲଡ଼ ହେବାରୁ ଟ୍ରକ ଟି ଭାରସାମ୍ୟ ହରାଇ ଓଲଟି ପଡି ଥିଲା ଯାହାଦ୍ୱାରା ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳି ଥିଲା | ତେବେ ସେହି ଭିଡ଼ିଓ ରେ ଦେଖିବା ପାଇଁ ମିଳି ଥିଲା କି ଏକ ଟ୍ରକ ରାସ୍ତା ରେ ଯାଉ ଥିଲା ଯେଉଁଥିରେ ଅନେକ ଧାନ ବସ୍ତା ଲଡ଼ ହୋଇ ଥିଲା | ତେବେ ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ ସେହି ଟ୍ରକ ର ଡାଲା ଏତେ ମାତ୍ରା ରେ ଧାନ ବସ୍ତା ଲଡ଼ ହୋଇ ଥିଲା ଯେ ଯଦି ଟିକେ ବି ଧାନ ବସ୍ତା ହଲଚଲ ହେବ ତେବେ ଟ୍ରକ ଟି ଓଲଟି ପଡ଼ିବ |

ତେବେ ଘଟଣା ସେହିଭଳି ହୋଇ ହିଁ ହୋଇ ଥିଲା ଆଉ ଟ୍ରକ ଟି ଶେଷରେ ଭାରସାମ୍ୟ ହରାଇ ଟଳି ପଡି ଥିଲା | ଯଦି ସେହି ସମୟ ରେ କେହି ଗାଡ଼ି ଚାଳକ ପାଖ ଦେଇ ଯାଇ ଥାଆନ୍ତା ତେବେ ସେ ସେହି ଠାରେ ହିଁ ଜାକି ହୋଇ ଯାଇ ଥାଆନ୍ତା | କିନ୍ତୁ ଭଗବାନ ଙ୍କ କୃପା ରୁ ସେହି ପାର୍ଶ୍ୱ ରେ କେହି ନଥିଲେ ଆଉ କାହାର କୌଣସି କିଛି ମଧ୍ୟ କ୍ଷତି ହୋଇ ନଥିଲା | ତେବେ ଏଭଳି ଭାବରେ ବିପଦ ପୂର୍ଣ୍ଣ ହୋଇ ଆଦୌ ଗାଡ଼ି ଚଳାଇବା କଥା ନୁହେଁ ନଚେତ ନିଜେ ଅସୁବିଧା ରେ ପଡିବା ସହିତ ଅନ୍ୟ ର ଜୀବନ ମଧ୍ୟ ବିପଦ ମୁହଁ ରେ ପକାଇ ଦେବେ |