ଓଃ କି ଡ୍ୟାନ୍ସ ! ଭୋଟ ପୂର୍ବରୁ ଭାଇରାଲ ହେଲା ମହିଳା ପ୍ରାଥୀନି ଙ୍କ ହଟ ଡ୍ୟାନ୍ସ… ଦେଖନ୍ତୁ ଭିଡିଓ

ଆପଣ ତ ଜାଣନ୍ତି ଯେ ଆଗକୁ ନିର୍ବାଚନ ଆସୁଛି ଆଉ ଏହି ନିର୍ବାଚନ ପାଇଁ ବର୍ତ୍ତମାନ ସମୟ ରେ ଜୋର ଦାର ପ୍ରସ୍ତୁତି ଚାଲିଛି | କିଏ ଘର ଘର ବୁଲି ବୁଲି ଭୋଟ ପାଇଁ ଡାକରା ଦେଉଛନ୍ତି ତ ଆଉ କିଏ ଭୋଟ ପାଇବା ଆଶାରେ ଅନେକ ଲୋକ ଙ୍କୁ ପ୍ରତିଶୃତି ଦେଉଛି ତ ଆଉ କିଏ ଭୋଟ ପାଇଁ ଟଙ୍କା ଲାଞ୍ଚ ଦେଉଛି | ତେବେ ଭୋଟ ପାଇବା ପୂର୍ବରୁ ପାର୍ଥିନୀ ଙ୍କର ଏଭଳି ସବୁ ଦେଖିବାକୁ ମିଳି ଥାଏ କିନ୍ତୁ ଭୋଟ ହାସଲ କରି ସାରିବା ପରେ ଏମାନଙ୍କର ଆଉ ଦେଖା ନଥାଏ | ତେବେ ଆଜି ଏହି ସମ୍ପର୍କ ରେ ନେଇ ଏଭଳି ଘଟଣା କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ |

ନିର୍ବାଚନ ର ଜଣେ ପାର୍ଥି ଙ୍କର ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଲୋକ ମାନେ ଅନେକ ନିନ୍ଦା କରିଛନ୍ତି, ତେବେ ଆସନ୍ତୁ ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ସୂଚନା ଅନୁସାରେ ଏହି ପ୍ରାଥିନୀ ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ର ରାଠ ବିଧାନସଭା ଆସନରୁ ସମାଜବାଦି ଏବଂ ଏହି ପ୍ରାଥିନି ଙ୍କ ଏକ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା | ଆମେ କହି ରଖୁଛୁ ଯେ ଏହି ମହିଳା ଜଣଙ୍କର ନାମ ହେଉଛି ଚନ୍ଦ୍ରାବର୍ତ୍ତୀ ବର୍ମା, ଯିଏ କି ଏବେ ଖୁବ ଚର୍ଚ୍ଚା ରେ ଅଛନ୍ତି |

ତେବେ ସୋସିଆଲ ମିଡ଼ିଆ ରେ ଚନ୍ଦ୍ରାବର୍ତ୍ତୀ ଙ୍କର ଦୁଇଟି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି, ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳି ଥିଲା କି ଚନ୍ଦ୍ରାବର୍ତ୍ତୀ ତାଙ୍କ ଦୁଇ ବାନ୍ଧବୀ ଙ୍କ ସହ ହଟ ଡ୍ୟାନ୍ସ କରୁଛନ୍ତି | ଆଉ ଏକ ଭିଡ଼ିଓ ରେ ସେହିଭଳି ଭାବରେ ଦେଖିବା ପାଇଁ ମିଳିଛି କି ଚନ୍ଦ୍ରାବତୀ ସୁଇମିଙ୍ଗ ପୁଲ ରେ ସୁଇମିଙ୍ଗ କଷ୍ଟ୍ୟୁମ ରେ ନଜର ଆସିଛନ୍ତି |

ତେବେ ସୂଚନା ଅନୁଯାଇ ଏହି ମହିଳା ଜଣଙ୍କ ହାଇଦ୍ରାବାଦ ରେ ଜିମ୍ ପ୍ରଶିକ୍ଷକ ଭାବରେ କାମ କରିଛନ୍ତି ଏବଂ ସ୍ନାତକ ହାସଲ କରିବା ପରେ ତାଙ୍କର କ୍ରୀଡ଼ାପ୍ରତି ଆଗ୍ରହ ଥିବା କାରଣରୁ ସେ ଜଣେ ଫିଟନେସ ଟ୍ରେନର ହୋଇଥିଲେ |

ଆଉ ଏହାପରେ କିଛି ସମୟ ସେ ଜୀମ ରେ କାମ କରିବା ପରେ ସେ ନିଜର ଏକ କଂପାନୀ ଖୋଲିଥିଲେ | ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଚାନ୍ଦ୍ରାବତି ଏହି କ୍ଷେତ୍ରରେ ସକ୍ରିୟ ରହିଥିଲେ | ଆଉ ଏବେ ଚନ୍ଦ୍ରାବତୀ ବର୍ମା ରାଠ୍ ବିଧାନସଭା ଆସନରୁ ସମାଜବାଦୀ ପାର୍ଟି ର ଆଶାୟୀ ରହିଛନ୍ତି ଏବଂ ସେ ନିର୍ବାଚନ ଲଢ଼ିବାକୁ ପାର୍ଟି ତରଫରୁ ଟିକେଟ ପାଇଛନ୍ତି |

ତେବେ ଚନ୍ଦ୍ରାବତୀ ଙ୍କ ପୂର୍ବରୁ ବିଧାନସଭା ଆସନରୁ ଅନୁରାଗୀ ଙ୍କୁ ସମାଜବାଦୀ ପାର୍ଟି ଟିକେଟ ଦେଇ ଥିଲା, ଯିଏକି ସେହି ସ୍ଥାନର ପୂର୍ବତନ ବିଧାୟକ ଥିଲେ | ତେବେ ଚନ୍ଦ୍ରାବତୀ ଜଣେ ଅନୁସୂଚିତ ଜାତି ର ହୋଇ ଥିବା ବେଳେ ସେ ପ୍ରେମ ବିବାହ କରିଛନ୍ତି ବୋଲି ଜଣା ପଡ଼ିଛି | ଏହା ମଧ୍ୟ ଜଣା ପଡ଼ିଛି କି ଚନ୍ଦ୍ରାବତୀ ବ୍ୟକ୍ତି ଗତ ମାମଲା ରେ ବହୁତ ଭଲ, ସେ ପାର୍ଥି ହେବା ପରେ ଲୋକ ମାନେ ତାଙ୍କ ଠାରୁ ଅନେକ କିଛି ଆଶା କରିଛନ୍ତି | କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କର ଏହି ଦୁଇଟି ଭିଡ଼ିଓ ଭାଇରାଲ ହେବା ପରେ ସେ ଖୁବ ଚର୍ଚ୍ଚା ରେ ଅଛନ୍ତି |