ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି କମ୍ପୁଟର ଦୋକାନୀଙ୍କୁ ପୁରା ଫିଲ୍ମ ଷ୍ଟାଇଲରେ ହାଣି ଚାଲିଛନ୍ତି…ଦେଖନ୍ତୁ Viral ଭିଡ଼ିଓ

ତେବେ ବର୍ତ୍ତମାନ ସମୟରେ ଆପଣ ମାନେ ସମସ୍ତେ ଦେଖିବାକୁ ପାଉଥିବେ ସମାଜରେ ସବୁବେଳେ ହିଂସାକାଣ୍ଡ ଘଟିବାରେ ଲାଗିଛି। ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣା ଯାହା ସାଧାରଣରେ ଚିନ୍ତା ଓ ପରିତାପର ବିଷୟ ଅଟେ। ଆଜି ଆମ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଠାରେ ଏକ ଭିନ୍ନ ରକମର ଘଟଣା ଘଟିଛି। ଯାହା ଦେଖା ଯାଇଛି ମଣିଷର ନିର୍ଦ୍ଦୟତାକୁ।

ଧୀରେ ଧୀରେ ବହୁତ ନିର୍ଦ୍ଦୟ ହୋଇ ପଡ଼ୁଛି ଏହି ମଣିଷ ସମାଜ। ଯେମିତି ତା ପାଖରେ କୌଣସି ଦୟା ଭାବ ନାହିଁ। ହିଂସା, ମାରପିଟ୍ ଆଦି ଭିତରେ ଯେମିତି ଏକ ପ୍ରକାର ଅଭ୍ୟସ୍ତ ହୋଇ ପଡ଼ିଛି ଏହି ମନୁଷ୍ୟ ସମାଜ।

ତେଣୁ ଏକ ପ୍ରକାର ଭୟ, ଅସ୍ଥିରତା ଦେଇ ସାଧାରଣ ମଣିଷ କୁ ଏବେ ଦିନ କାଟିବାକୁ ପଡ଼ୁଛି କହିଲେ ଚଳେ। କାରଣ କେତେବେଳେ କଣ କାହା ସହିତ ଘଟିବା ତାହା କହିବା ଏକ ପ୍ରକାର ମୁସ୍କିଲ। ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ମାନେ ଅନେକ ଘଟଣା ରୁ ଦେଖିବାକୁ ପାଉଥିବେ। ଆଉ ଏହାବି ଦେଖିବାକୁ ପାଉଥିବେ ସବୁଆଡ଼େ ଯେମିତି ଅପ୍ରିତିକର ପରିସ୍ଥିତି।

କୌଣସି ସମ୍ପର୍କରେ ଯେମିତି ଆଉ ମଧୁରତା କି ନୈତିକତା ନାହିଁ। କାହା ପ୍ରତି କାହାର ବି ଯେମିତି ଦୟାଭାବ କି ଉଦାରତା ନାହିଁ। ତେବେ ଏହି ସବୁକୁ ନେଇ ଆଜିର ସମାଜ ରେ ଦିନ କୁ ଦିନ ଯେଉଁଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।


କିନ୍ତୁ ଏହି ସବୁ କାର୍ଯ୍ୟ କଳାପ ର କରୁଣ ପରିଣୀତି ମଧ୍ୟ ତାକୁ ଭୋଗିବାକୁ ପଡ଼ୁଛି। ତେବେ ନିକଟରେ ଏକ ଗାଁ ରେ ଏହ ସେହିପରି ଘଟଣା ପୁଣି ସାମ୍ନାକୁ ଆସିଛି ଯାହା ବୟାନ କରୁଛି ଯେ ମଣିଷର କ୍ରୋଧ ଏବଂ ରାଗ ପାଇଁ ସେ କଣ କରିପାରେ। ଆଉ ସେ କେତେ ହିଂସ୍ର ଓ ନିଷ୍ଠୁର ହୋଇପାରେ। ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଏଠାରେ ଦେଖିବାକୁ ମିଳିଛି ଯେ ଫିଲ୍ମ ଷ୍ଟାଇଲ ରେ ଆକ୍ରମଣ। କିଛି କଥାବାର୍ତ୍ତା ନାହିଁ ସଙ୍ଗେ ସଙ୍ଗେ ଆକ୍ରମଣ। ଗୋଡ଼ାଇ ଗୋଡ଼ାଇ ହାଣିଲେ। ଯେଉଁ ଦୃଶ୍ଯ କୁ ଦେଖିଲେ ବି ଆପଣ ହୋଇଯିବେ ଭୟଭୀତ।

କିଛି ପଚାରିବାରୁ ମାରିବାକୁ ଧମକ ଦିଆ ଯାଉଛି। ତେବେ ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ର ସହର ମଝିରେ। ସହରରେ ମୋବାଇଲ୍ ଦୋକାନ କରିଥିବା ଜନୈକ ମୋବାଇଲ୍ ଦୋକାନୀ କୁ ଜଣେ ଯୁବକ ଆତଙ୍କିତ ଭାବରେ କଟୁରିରେ ହାନୁଥିବାର ଦେଖିବାକୁ ମିଳିଛି।

ତେବେ କେଉଁ କାରଣ ପାଇଁ ବାବୁଙ୍କର ଏତେ ରାଗ ତାହା ସ୍ପଷ୍ଟ ହୋଇ ନଥିଲେ ବି ନିଜର ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କଥା କୁହାଯାଇଛି। ଅନ୍ୟପଟେ ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ୍ ଉକ୍ତ ଯୁବକ କୁ ଅଟକ ରଖି ଘଟଣାର ତଦନ୍ତ କରି ପଚରାଉଚରା କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।