ଦେଖନ୍ତୁ ଭିଡିଓ ! ଶେଷରେ LIVE ରେ ଆସି ସୋନାଲି ନନ୍ଦ ମୃତ୍ୟୁ କରିଥିବା ସୌମ୍ୟ ଙ୍କ ବିଷୟରେ କହିଲେ ଏମିତି…ଶୁଣନ୍ତୁ କଣ କହୁଛନ୍ତି

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ସୋମ୍ୟ ଙ୍କର ସୂଈସାଇଡ କୁ ନେଇ କିପରି ଚର୍ଚ୍ଚା ଚାଲିଛି | ସୋମ୍ୟ ଙ୍କର ମୃତ୍ୟୁ କେତେ ଦିନ ଦିନ ବିତି ଗଲାଣି ଏବଂ ଘଟଣା କୁ ନେଇ ଯେତେ ଅଧିକ ଦିନ ଯାଉଛି ସେତିକି ସସପେନ୍ସ ବଢୁଛି | ଅନେକ ତଥ୍ୟ ସାମ୍ନା କୁ ଆସିଲାଣି ତାହା ସୂଈସାଇଡ ନୋଟ ହେଉ କି ଅଡ଼ିଓ କଲ ହେଉ ଏଭଳି ଭାବେ ଅନେକ କିଛି ତଥ୍ୟ ସାମ୍ନା କୁ ଆସିଛି | ସମସ୍ତ ଅଡ଼ିଓ କଲ ଓ ସୂଈସାଇଡ ନୋଟ ରେ ସେ କେବଳ ସୋନାଲି ଙ୍କୁ ହିଁ ଦୋଷ ଦେଇଛନ୍ତି |

କେବଳ ସୋନାଲି ଙ୍କର ଅଡ଼ିଓ ଭାଇରାଲ ହୋଇଛି ତାହା ନୁହେଁ ବରଂ ସୋନାଲି ଙ୍କ ମା ଙ୍କ ସହିତ ମଧ୍ୟ ଅଡ଼ିଓ ଭାଇରାଲ ହୋଇଛି | ତେବେ ଏବେ ପର୍ଯ୍ୟନ୍ତ ଏତେ ଘଟଣା ଘଟିଲାଣି କିନ୍ତୁ ଦୋଷୀ ଯିଏ ଅର୍ଥାତ ସୋନାଲି ନନ୍ଦ ଏପର୍ଯ୍ୟନ୍ତ ମିଡ଼ିଆ ସାମ୍ନା କୁ ଆସି ନାହାଁନ୍ତି କି କୌଣସି ପ୍ରତିକ୍ରିୟା ମଧ୍ୟ ରଖି ନାହାଁନ୍ତି |

ତେବେ ଏହି ସମୟରେ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କି ସେ ନିଜେ ଲାଇଭ ଆସି ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି |

ତେବେ ସୋନାଲି ସେହି ଭିଡ଼ିଓ ଟିରେ କହିଛନ୍ତି କି, ଆଶା କରୁଛି ଆପଣ ମାନେ ଭଲ ରେ ଥିବେ କାରଣ ଏବେ ଯେଉଁ କରୋନା ଆସିଛି ସେଥିପାଇଁ ସମସ୍ତେ ଡର ରେ ଅଛନ୍ତି |

 ତେଣୁ ମୁଁ ତ ଘରେ ଅଛି ସୁରକ୍ଷିତ ଅଛି ଆଶା କରୁଛି ଆପଣ ମାନେ ମଧ୍ୟ ଘର ଥିବେ ଏବଂ ସୁରକ୍ଷିତ ମଧ୍ୟ ଥିବେ | ସମସ୍ତେ ଘରେ ରୁହନ୍ତୁ ଏବେ ସମୟରେ କାରଣ ସରକାର ଯେମିତି ଗାଇଡ଼ ଲାଇନ ଦେଇଛି ତାକୁ ମାନନ୍ତୁ ଏବଂ ଯେତିକି ଟାଇମ ଆପଣ ଘରେ ଦେଇ ପାରୁ ନଥିଲେ ନିଶ୍ଚିତ ସେହି ଟାଇମ ଘରେ ଦେବେ |

ତେବେ ଏହି ଲାଇଭ ଭିଡ଼ିଓ ରେ ମଧ୍ୟ ଲୋକ ମାନେ ସୋନାଲି ଙ୍କୁ ଭଲ ପାଇବା ଦେଇ ଥିଲେ | କିନ୍ତୁ ବର୍ତ୍ତମାନ ସମୟରେ ସୋନାଲି ନନ୍ଦ ଙ୍କର ଭାଇରାଲ ହେଉ ଥିବା ଏହି ଭିଡ଼ିଓ ଟି ଏବେକା ସମୟର ନୁହେଁ ଏହା ହେଉଛି ଲକଡାଉନ ସମୟର ଯାହାକୁ ପ୍ରାୟ କୁହା ଯାଉଛି ଯେ ସୋନାଲି ନନ୍ଦ ଲାଇଭ ଆସି ଏପରି କହିଛନ୍ତି |

କିନ୍ତୁ ଏପର୍ଯ୍ୟନ୍ତ ସୋନାଲି ନନ୍ଦ ମିଡ଼ିଆ ସାମ୍ନା କୁ ଆସି ନାହାଁନ୍ତି କି ଏହି ଘଟଣା କୁ ନେଇ ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି | ତେବେ ଏବେ ପର୍ଯ୍ୟନ୍ତ ଅପେକ୍ଷା ରହିଛି କି ସୋନାଲି ନନ୍ଦ କେବେ ସମସ୍ତ ଙ୍କ ସାମ୍ନା କୁ ଆସି ଏହି ବାବଦରେ ନିଜର ପ୍ରତିକ୍ରିୟା ରଖିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।