ଆସନ୍ତା 21 ବର୍ଷ ପର୍ଯ୍ୟନ୍ତ ଶନି ଦେବ ଙ୍କ ବୃହତ ଚଳନ ଏହି ୫ଟି ରାଶିରେ ରାଜଯୋଗ, ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆଜି ହିଁ ଘରେ କରନ୍ତୁ ଏହି ଉପାୟ

 

ଆମ ରାଶି ଚକ୍ରରେ 12 ଗୋଟି ରାଶି ଥାଏ । ଗ୍ରହ ମାନଙ୍କର ଚଳନ ରେ ପରିବର୍ତ୍ତନ ଯୋଗୁଁ ଏହି ରାଶି ଗୁଡିକରେ ବାଗ୍ୟ ପରିବର୍ତ୍ତନ ଉପରେ ପ୍ରଭାବ ପକାଇଥାଏ ।ଗ୍ରହ ମାନଙ୍କ ଚଳନ ପ୍ରଭାବ ରେ ଜୀବନ ରେ ଖୁସି କି ଦୁଃଖ ଆସିଥାଏ । ଗ୍ରହ ନକ୍ଷତ୍ର ମାନଙ୍କର ଲଗାତାର ସ୍ଥିତି ବଦଳୁ ଥିବାରୁ ଆକାଶ ମଣ୍ଡଳରେ କେତେ ଯୋଗ ନିର୍ମାଣ ହୋଇଥାଏ । ଏହି ସଂଯୋଗ ରାଶି ମାନଙ୍କ ଉପରେ ପ୍ରଭାବ ପକାଇଥାଏ ।ଗ୍ରହ ଓ ରାଶି ମାନଙ୍କର ପରିବର୍ତ୍ତନ ପାଇଁ ମଣିଷ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ ।ମଣିଷ ଜୀବନରେ ଦୁଃଖ ନ ଥିଲେ ସୁଖର ଆନନ୍ଦ ମିଳି ପାରେ ନାହିଁ ।ବର୍ତ୍ତମାନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ର ଭାଗ୍ୟ ବର୍ତ୍ତମାନ ଶନି ଦେବ ଙ୍କ କୃପାରୁ ପଡିବାକୁ ଯାଉଛି ତାାହ ପୁଣି ଆଗାମୀ 21 ବର୍ଷ ଯାଏଁ ।

ତେବେ କୁଯାଏ କି ଯେତେବେଳେ ଶନି ଦେବ ଙ୍କ କୃପା ଯେତେବେଳେ ପ୍ରାପ୍ତି ହୁଏ ସେତେବେଳେ ଜୀବନ ରେ କୌଣସି ସମସ୍ୟା ଯେପରି ମାନହାନି , ଦୁର୍ଘଟଣା , ରୋଗ , ବ୍ୟାଧି ଆଦି କେବେ ବି ପାଖ ମାଡି ନ ଥାଏ ।

ସବୁବେଳେ ଶନି ଦେବ ଙ୍କ ପୂଜା ଓ ଆରାଧୋନା କରିବା ଜରୁରୀ ହୋଇଥାଏ । ତେବେ ଆଜି ଆମେ ସେହି 5 ଟି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଉପରେ ଶନି ଦେବଙ୍କ ଅଶେଷ କୃପା ବର୍ଷିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଟି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ।

1- ମେଷ ରାଶି-

ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ ।ଶନି ଦେବଙ୍କ କୃପାରୁ ବ୍ୟାପାର ବାଣିଜ୍ୟ ରେ ବହୁତ ଲାଭ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ପୁରୁଣା ବନ୍ଧୁ ମାନଙ୍କ ସହିତ ଦେଖା ହେବ ।

2- କନ୍ୟା ରାଶି-

ଶନି ଦେବଙ୍କ କୃପାରୁ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କର ଅଟକି ଯାଇଥିବା କାମ ପୂରଣ ହେବ ।ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଖରାପ ହୋଇପାରେ । ଚାକିରି କ୍ଷେତ୍ରରେ ପଦନ୍ନୋତି କରିବେ ଓ ଧନ ପ୍ରାପ୍ତି ର ଯୋଗ ରହିଛି ।

3- ସିଂହ ରାଶି-

 

ପ୍ରେମ ସମ୍ପର୍କ ସୁଦୃଢ ହେବ । ଘର ଲୋକମାନଙ୍କ ସହଯୋଗ ମିଳିବ । ଏମାନଙ୍କର ଅଧିକ ଖର୍ଚ୍ଚ ହେବାର ଯୋଗ ରହିଛି , ତେଣୁ ଭାବି ଚିନ୍ତି ଖର୍ଚ୍ଚ କରିବା ଉଚିତ୍ ।କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଆପଣ ସଫଳତା ପାଇବେ ।

4- ତୁଳା ରାଶି-

ଅନେକ ଦିନରୁ ଏହି ରାଶି ର ଲୋକମାନଙ୍କର ଅନେକ ଦିନରୁ ଖରାପ ସମୟ ଚାଲିଥିଲା ।କିନ୍ତୁ ବର୍ତ୍ତମାନ ଏହି ରାଶି ର ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଅନେକ କ୍ଷେତ୍ରରେ ଲାଭବାନ ହେବେ ।

5- କର୍କଟ ରାଶି-

ଏମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ । ବ୍ୟବସାୟରେ ଉନ୍ନତି କରିବେ ।ଆର୍ଥିକ ଅବସ୍ଥା ସୁଧୁରି ଯିବ । ମନ ଚଞ୍ଚଳ ରହିବ । ତୀର୍ଥ ଭ୍ରମଣ ର ଯୋଗ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।