ଦେଖନ୍ତୁ Shocking ଭିଡ଼ିଓ-ରାସ୍ତା ମଝିରେ ଡ୍ରେସ୍ ଚିରିଲେ ଯୁବତୀ …ପୁରା ଭିଡିଓ ଦେଖିଲେ ଆପଣ ଙ୍କ ହୋସ ରହିବନି

ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଘଟଣା ବିଷୟ ରେ ଅବଗତ ହୋଇ ପାରି ଥାଉ, ଏଣୁ ଏହା ଆଜିର ଦିନ ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି | ଆପଣ ମାନେ ତ ଜାଣନ୍ତି ଆଜି ର ଦୁନିଆଁ କେତେ ଯେ କଳୁଷିତ ହେବାକୁ ଲାଗିଲାଣି ଯାହା କଳ୍ପନା ମଧ୍ୟ କରି ହେବ ନାହିଁ | କେତେ ବେଳେ ଚୋରି ଡକାୟତ ତ ପୁଣି ଆଉ କେତେ ବେଳେ କାହାକୁ ହତ୍ୟା ତ ପୁଣି କେତେ ବେଳେ ଦୁଷ୍କର୍ମ ଦେଖିବାକୁ ମିଳି ଥାଏ |

ଯୁଗ ଏତେ ଟେକନୋଲୋଜି ଆଡ଼କୁ ଗତି କଲାଣି କିନ୍ତୁ ଏହି ଦୁନିଆ ରେ କିଛି ଏଭଳି ଅସଭ୍ୟ ଅଛନ୍ତି ଯେଉଁ ମାନେ ନାରୀ ଙ୍କୁ କିପରି ସମ୍ମାନ ଦେବା ତାହା ଆଜି ପର୍ଯ୍ୟନ୍ତ ଶିଖି ପାରିଲେ ନାହିଁ | ନିଜର ମାନସିକ ସଂଯମତା ହରାଇ ନାରୀ ଙ୍କ ପ୍ରତି ଏଭଳି ବ୍ୟବହାର କରି ଥାଆନ୍ତି ଯାହାକି ଶୁଣିଲେ ଆପଣ ମଧ୍ୟ ନିନ୍ଦା କରିବେ | ତେବେ ଆଜି ଏଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଏ ଦୁନିଆଁ ର କିଛି ଲୋକ ଙ୍କୁ ଘୃଣା ମଧ୍ୟ କରିବେ |

ତେବେ ଏକ ମହିଳା ଜଣେ ବ୍ୟକ୍ତି ଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ନେଇ ଆସିଛନ୍ତି ଯାହାକି ବିଚ ରାସ୍ତା ଉପରେ ସେ ଏଭଳି କିଛି କରି ଅଭିଯୋଗ କରି କହିଲେ ଶୁଣିଲେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |

 ସୂଚନା ଅନୁଯାଇ ଜଣେ ମହିଳା ଯିଏ କି ବିଧବା ଅଟନ୍ତି ଅର୍ଥାତ ତାଙ୍କ ସ୍ୱାମୀ ତାଙ୍କୁ କେବେ ଠାରୁ ଛାଡ଼ି ଯାଇ ସାରିଲେଣି | ସେ ତାଙ୍କ ଝିଅ ସହିତ ରହି ସିଲେଇ କରି ନିଜର ଭରଣ ପୋଷଣ କରନ୍ତି, କିନ୍ତୁ ସେ ଏକା ଥିବାର ସୁଯୋଗ ନେଇ ଏକ ବ୍ୟକ୍ତି ତାଙ୍କୁ ଅନେକ ଦିନ ରୁ ଧରି ହଇରାଣ କରି ଚାଲିଛି |

ମହିଳା ଙ୍କ ଅଭିଯୋଗ ଅନୁଯାଇ ସେହି ବ୍ୟକ୍ତି ଜଣଙ୍କ ତାଙ୍କୁ କହୁଛନ୍ତି କି ତୁ ଏତେ କଷ୍ଟ କରି କାମ କରି ପଇସା ଆଣୁଛୁ ମୋ ସହ ସମ୍ପର୍କ ରଖ ଶୋ ମୁଁ ତତେ ପଇସା ଦେବି | ତୋ ସ୍ୱାମୀ ନାହିଁ ତୁ ଆସିକି ମୋ ସହ ଶୋ ମୁଁ ତୋ ଖର୍ଚ୍ଚ ଦେବି | ଏମିତି କି ବ୍ୟକ୍ତି ଜଣଙ୍କ ଏତେ ଅଭଦ୍ର ଯେ ସେ ତାଙ୍କ ଘରକୁ ଆସି ଅର୍ଦ୍ଧ ନଗ୍ନ ହୋଇ ତାଙ୍କୁ ଆଉ ତାଙ୍କ ଝିଅକୁ ଜୋର ଜବରଦସ୍ତ କରନ୍ତି |

ତେବେ ଏହି ମହିଳା ଜଣଙ୍କ ରାସ୍ତା ରେ ଏହାକୁ କାନ୍ଦି କାନ୍ଦି ଅଭିଯୋଗ କରି କହୁ ଥିବା ବେଳେ ନିଜ ଡ୍ରେସ ମଧ୍ୟ ଛିଡାଇ ଦେଇ ରାଗରେ ତାଙ୍କୁ ଏହି ରାସ୍ତା ଉପରେ ସମ୍ପର୍କ ରଖିବାକୁ କହୁ ଥିଲେ | ତେବେ ଏହାକୁ ନେଇ ମହିଳା ଜଣଙ୍କ ଥାନା ରେ ଅଭିଯୋଗ କରି ଥିଲେ କିନ୍ତୁ ପୋଲିସ ବ୍ୟକ୍ତି ଙ୍କ ପାଖରୁ ପଇସା ନେଇ ଘଟଣା ଆଗକୁ ବଢ଼ାଇ ନଥିଲେ | ତେବେ ବର୍ତ୍ତମାନ ସମୟରେ ମହିଳା ଙ୍କର ଏହି ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।