ଦେଖନ୍ତୁ Shocking ଭିଡ଼ିଓ : ସାପ ଧରିବା ସମୟରେ ହଠାତ୍ ଦଂଶନ କଲା ସାପ….Snake Rescue Part-2

ସାପ ପ୍ରାୟତଃ ସବୁ ସ୍ଥାନରେ ଦେଖା ଯାଇଥାନ୍ତି।ଅନେକ ସାପ ଏମିତି ରହିଛନ୍ତି ଯେ ସେମାନେ ବହୁତ ବିଷଧର ହୋଇ ଥାଆନ୍ତି ଏବଂ ଆଉ କିଛି ସାପ ଏମିତି ରହିଛନ୍ତି ଯେଉଁମାନେ ଏତେ ମାତ୍ରାରେ ବିଷଧର ନୁହଁନ୍ତି। ତେବେ ଭାରତରେ ଏମିତି ଦେଖିବାକୁ ଗଲେ ଶହେ ରୁ ଅଧିକ ପ୍ରଜାତି ର ସାପ ରହିଛନ୍ତି। ଯଦି ଆମ ଓଡ଼ିଶା କଥା କହିବା ତେବେ ଏଠାରେ ଅନେକ ପ୍ରଜାତି ର ସାପ ଦେଖିବା ପାଇଁ ମିଳିଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷଧର ଅଟନ୍ତି ଏବଂ ସେମାନେ ଦଂଶନ କରିବା ମାତ୍ରେ ହିଁ ଲୋକଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ। ତେବେ ଆମ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅନେକ ସମୟରେ ଅନେକ ବିଷଧର ସାପ ଦେଖିବାକୁ ମିଳିଥାଏ।

ଯାହାର ଅନେକ ଭିଡ଼ିଓ ମଧ୍ଯ ଆପଣ ମାନେ ଦେଖିଥିବେ।ଏହି ସାପ ଗୁଡ଼ିକୁ ଦେଖିଲେ ଭୟ ଲାଗିବା ସ୍ଵାଭାବିକ କଥା। କାରଣ ସେମାନେ ଯେଉଁଭଳି ଭାବରେ ଭୟଙ୍କର ରୂପ ଦେଖାଇ ଥାଆନ୍ତି ତାକୁ ଦେଖିଲେ ଛାତି ଥରି ଉଠିଥାଏ।

ପ୍ରାୟତଃ ବର୍ଷା ଦିନେ ଅନେକ ସାପ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇଥାଆନ୍ତି। ତେବେ ସାପ ଯେମିତି ହୋଇ ଥାଉ ନା କାହିଁକି ଏହାକୁ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।

ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। କାରଣ ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।

ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।

ସେମାନଙ୍କୁ ଧରିବା ପାଇଂ ସାପ ଧରାଳି ମାନେ ଆବଶ୍ୟକ ହୋଇଥାନ୍ତି । ସେହିଭଳି ଏହି ଭିଡିଓଟି ଦେଖିବା ପରେ ଆପଣ ମାନେ ଜାଣି ପାରିବେ ଯେ କିପରି ଭାବରେ ସାପକୁ ଧରି ଆୟତ୍ତ କୁ ଆଣି ତାକୁ ଧରିବାକୁ ପଡିଥାଏ ।

ତେବେ ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କିପରି ଅନେକ ଗୁଡିଏ ସାପକୁ ଧରିବା ପରେ ସେମାନଙ୍କୁ ସେମାନଙ୍କର ଉପଯୁକ୍ତ ବାସସ୍ଥାନ, ପ୍ରାକୃତିକ ପରିବେଶ ଭିତରକୁ ଛାଡି ଦିଆ ଯାଉଛି । ଏହା ସହିତ ସେଥିରେ ଦେଖିବାକୁ ମିଳିଛି ଏକ ବିଷ ନଥିବା ସାପ କିପରି ଜଣକୁ ବାଇଟ ବାଇଟ କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।