ପୁରୁଷ ହେଉ କିମ୍ବା ମହିଳା ଉଭୟଙ୍କର ବୀର୍ଯ ଏବଂ ଯୌନ କ୍ଷମତା କୁ ବଢାଇଥାଏ ଏହି ଆସନ…ଜାଣନ୍ତୁ କିପରି କରିବେ.. ପୁରା ଭିଡିଓ

ବର୍ତ୍ତମାନ ସମୟରେ ଦୁନିଆରେ ଲୋକମାନେ କିଛି ନା କିଛି ରୋଗ ରେ ଆକ୍ରାନ୍ତ ହେଉଛନ୍ତି। ତାର ପ୍ରତିକାର କରିବା ପାଇଁ ମଧ୍ୟ ସେମାନେ ଶତ ଚେଷ୍ଟା କରିଥାନ୍ତି। ସେଥିମଧ୍ୟରୁ କେହି କେହି ବଞ୍ଚି ଯାଇଥାନ୍ତି ଏବଂ ଆଉ କେହି କେହି ଭଲ ହେଇ ପାରନ୍ତିନି। ତେଣୁ ସମସ୍ତେ ଶରୀର କୁ ସୁସ୍ଥ ରଖିବା ସହିତ ରୋଗ ମୁକ୍ତ କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ଆପଣ ଜାଣିଥିବେ କୋରନା କାଳରେ ସରକାରଙ୍କ ଠୁ ଆରମ୍ଭ କରି ଡାକ୍ତର ଙ୍କ ପର୍ଯ୍ୟନ୍ତ ସମସ୍ତେ ଶରୀର କୁ ସୁସ୍ଥ ରଖିବା ,ଇମ୍ୟୁନିଟି ବଢ଼ାଇବା ଆଦି ପାଇଁ ନିର୍ଦ୍ଦେଶ ଦେଉଛନ୍ତି।

ତେଣୁ ଲୋକଙ୍କ ସ୍ୱାସ୍ଥ୍ୟ କୁ ଧ୍ୟାନ ଦେଇ ସେମାନଙ୍କ ଇମ୍ୟୁନିଟି ଶକ୍ତି କୁ ବଢ଼ାଇବା ପାଇଁ ସବୁ ପ୍ରକାର ପ୍ରୟାସ ବି ଚାଲିଛି। ତେଣୁ ଲୋକଙ୍କୁ ଖାଦ୍ୟ ଖାଇବାରେ ସଚେତନତା ପ୍ରଥମେ ସୃଷ୍ଟି କରାଗଲା ଏବଂ ପରେ ଔଷଧ ଠୁ ଆରମ୍ଭ କରି ପରେ ଭ୍ୟାକସିନ ମଧ୍ୟ ଦିଆଗଲା।
ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ରହିଛି। ତେବେ ଶରୀର କୁ ସୁସ୍ଥ ରଖିବା ପାଇଁ ହେଲେ ଏ ସବୁ ସହିତ ଯୋଗ ଏବଂ ବ୍ୟାୟାମ ର ମଧ୍ୟ ଆବଶ୍ୟକ ରହିଛି। ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଅନେକ ପ୍ରକାରର ଯୋଗ ରହିଛି। ଏଥିପାଇଁ ଲୋକ ନିର୍ଦ୍ଦିଷ୍ଟ ରୋଗ ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟାୟାମ କୁ କରିଥାନ୍ତି।

ଯୋଗ ଏବଂ ବ୍ୟାୟାମ ଶରୀର ପାଇଁ ବେଶ୍ ଲାଭଦାୟକ ଅଟେ। ଯୋଗ କରିବା ଦ୍ୱାରା ଆପଣଙ୍କର ଶରୀର ସୁସ୍ଥ ରହିବା ସହିତ ଆପଣଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ଜନିତ ଫାଇଦା ଯୋଗାଇଥାଏ। ଏବଂ ସବୁବେଳେ ସକ୍ରିୟ ରଖିବାରେ ସାହାଯ୍ୟ କରେ।

ତେବେ ସେହିପରି ଏକ ଯୋଗ ଆସନ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ଅନେକ ପ୍ରକାରର ସୁସ୍ଥ କର ଫାଇଦା ଯୋଗାଇବ। ତେବେ ଏହି ଆସନଟିର ନାମ ହେଉଛି ଶୟନାସନ। ଏହି ଆସନଟି ଆପଣଙ୍କ ପାଇଁ ବେଶ୍ ଫଳପ୍ରଦ ହେବ ଏବଂ ଏହି ଆସନ ଟିକୁ ଆପଣ ପରିଷ୍କାର ସ୍ଥାନରେ ଏବଂ ବାୟୁ ଭଲ ଭାବରେ ଚଳ ପ୍ରଚଳ ହେଉଥିବା ସ୍ଥାନରେ କରନ୍ତୁ।

ଶୟନାସନ ର ଫାଇଦା –

୧- ସ୍ପଣ୍ଡିଲାଇଟିସ୍, ଥାଇରାଇଟସ ଭଳି ସମସ୍ୟା କୁ ଏହା ଦୂର କରିଥାଏ।

୨- ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ସହିତ ନର୍ଭ ସମସ୍ୟା ମଧ୍ୟ ଦୂର କରିଥାଏ।

୩- ପୁରୁଷ ଙ୍କ ଶରୀର ରେ ଏହା ବିର୍ଯ୍ୟ ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ ସେକ୍ସ କରିବା ପାଇଁ କ୍ଷମତା ମଧ୍ୟ ବଢ଼ାଇଥାଏ। ଏଥିପାଇଁ ଏହା ବେଶ୍ ଫଳପ୍ରଦ ହେବାରୁ ଏହାକୁ ବେଶ୍ ସାହାଯ୍ୟ କାରୀ ଆସନ ମାନା ଯାଇଥାଏ।

୪- ଏହି ଆସନକୁ ପ୍ରତିଦିନ କଲେ ଏହା ଗରଦନ କୁ ଦୃଢ଼ କରିଥାଏ ଏବଂ ନାଡ଼ି ସଂସ୍ଥାନ ଏବଂ କାମ ଇନ୍ଦ୍ରିୟ ସମ୍ବନ୍ଧିତ ନାଡ଼ି କୁ ଶକ୍ତିଶାଳୀ ଏବଂ ମଜବୁତ ବନାଇଥାଏ।

ତେବେ ଏହି ଆସନ କରିବା ଦ୍ୱାରା ଅନେକ ଲାଭ ରହିଛି। ତେଣୁ ଆପଣ ଏହି ଆସନ କରି ଏହାର ଲାଭ ଉଠାନ୍ତୁ।c