ଏଣିକି ପୋଷ୍ଟାଲ ରେ ଆସିଲା ନୂଆ ଅଫର !, ଟଙ୍କା ରଖିଲେ ହୋଇ ଯିବ ଡବଲ |ହେଲେ କେମିତି ପାଇବେ ନିଶ୍ଚିତ ଜାଣନ୍ତୁ

ଚିନ୍ତା ନାହିଁ କି ସମସ୍ୟା ବି ନାହିଁ ଏହି ସ୍କିମ ରେ ଟଙ୍କା ରଖିଲେ ଟଙ୍କା ଡବଲ ହୋଇ ଯାଏ | ଯଦି ଆପଣ କେଉଁ ଠାରେ ଅର୍ଥ ବିନିଯୋଗ କରିବାକୁ ଭାବୁଛନ୍ତି ତେବେ ଏହାଠାରୁ ସୁରକ୍ଷିତ ସ୍ଥାନ ବା ଭଲ ରିଟର୍ନ ଆଉ କେଉଁଠି ମଧ୍ୟ ପାଇବେ ନାହିଁ | ପୋଷ୍ଟ ଅଫିସ ରେ ଏମିତି ଏକ ଦମଦାର ସ୍କିମ ରହିଛି ଯେଉଁଠି ମିଳି ଥାଏ ଭଲ ରିଟର୍ନ ସହ ଅନେକ ସୁବିଧା | ଆମେ କହୁଛୁ ପୋଷ୍ଟ ଅଫିସ ର ଟାଇମ ଡିପୋଜିଟ ସ୍କିମ କଥା |

ପୋଷ୍ଟ ଅଫିସ ର ଟିଡି ସ୍କ୍ରିନ ରେ ଆପଣ ବର୍ଷେ, ଦୁଇ ବର୍ଷ, ତିନି ବର୍ଷ ଓ ପାଞ୍ଚ ବର୍ଷ ପାଇଁ ଟଙ୍କା ଜମା କରି ପାରିବେ | ଏଥିରେ ଏକ ବର୍ଷ ଅବଧି ଥିବା ଏଫଡି ଆକାଉଣ୍ଟ ରେ 5.5 ପ୍ରତିଶତ ର ସୁଧ ହାର ରହିଛି | ଏହା ବ୍ୟତୀତ ଏକ ବର୍ଷ ର ଏଫଡି ଓ ତିନି ବର୍ଷ ର ଏଫଡି ରେ ମଧ୍ୟ 5.5 ପ୍ରତିଶତ ରେ ସୁଧ ମିଳୁଛି |

ପୋଷ୍ଟ ଅଫିସ ରେ 5 ବର୍ଷ ର ଟ୍ୟାକ୍ସ ସେଭିଂ ଏଫଡି ରେ 6.7 ପ୍ରତିଶତ ସୁଧ ଦେଉଛି | ସୁଧ ଦ୍ୱୟ ବାର୍ଷିକ ଆୟ ରେ କରାଯାଏ କିନ୍ତୁ ଏହାକୁ ତ୍ରୟୋ ମାସିକ ଆଧାର ରେ ସୁଧ ହିସାବ କରାଯାଏ |

ଯଦି କିଏ ଏକ ଲକ୍ଷ ଟଙ୍କା ର ଜମା ରେ 5 ବର୍ଷ ମ୍ୟାଚଉଁରୀଟି ପିରିୟଡ଼ ର ଟର୍ମ ଡିପୋଜିଟ ଖୋଲେ ତାହେଲେ 6.7 ପ୍ରତିଶତ ର ବାର୍ଷିକ ସୁଧ ହିସାବ ରେ 5 ଲକ୍ଷ ପରେ ସେ ଏକ ଲକ୍ଷ 39 ହଜାର 4 ଶହ 7 ଟଙ୍କା ର ମାଲିକ ହୋଇ ପାରିବେ |

 ଯଦି ଆପଣ ଟାଇମ ଡିପୋଜିଟ ସ୍କିମ ରେଟଙ୍କା ଲଗାଉଛନ୍ତି ତେବେ ଆପଣ 6.7 ପ୍ରତିଶତ ଦର ରେ ସୁଧ ମିଳିଲେ ଆପଣଙ୍କ ଟଙ୍କା ଡବଲ ହେବାକୁ ପାଖାପାଖି 10.74 ବର୍ଷ ଅର୍ଥାତ 129 ମାସ ସମୟ ଲାଗିବ |

ପୋଷ୍ଟ ଅଫିସ ରେ ଟାଇମ ଡିପୋଜିଟ ସ୍କିମ ପାଇଁ କେହି ବି ସିଙ୍ଗଲ ବ୍ୟକ୍ତି ନିଜର ଆକାଉଣ୍ଟ ଖୋଲି ପାରିବ | ଏହା ବ୍ୟତୀତ ତିନି ଜଣ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲି ପାରିବେ |

 

10 ବର୍ଷ ର ଅଧିକ ବୟସ ର ପିଲାଙ୍କ ନାମରେ ପ୍ୟାରେଣ୍ଟସ ଆକାଉଣ୍ଟ ମଧ୍ୟ ଖୋଲା ଯାଇ ପାରିବ | ସବୁ କଥା ବାଦ ଟାଇମ ଡିପୋଜିଟ ସ୍କିମ ର ପ୍ରମୁଖ କଥା ହେଲା ବ୍ୟାଙ୍କ ତୁଳନା ରେ ଏଠାରେ ଅଧିକ ସୁଧ ମିଳି ଥାଏ | କେହି କେହି ଏହି ସ୍କିମ କୁ ଡାକଘର ର ଏଫଡି ମଧ୍ୟ କହି ଥାଆନ୍ତି | ଆଜି ହିଁ ପୋଷ୍ଟ ଅଫିସ ଯାଇଁ ଏହି ଦମଦାର ସ୍କିମ ବିଷୟ ରେ ଜାଣନ୍ତୁ ଏବଂ ଟଙ୍କା ନିବେଶ କରି ଭରପୁର ଫାଇଦା ଉଠାନ୍ତୁ |