ଦେଖନ୍ତୁ Exclusive ଭିଡ଼ିଓ… ମହା ଖୁଲାସା – ପ୍ରେମରେ ଧୋକା ଖାଇ ମରିବା ଆଗରୁ ସୌମ୍ୟରଞ୍ଜନ ଶେଷ କଲ୍ ଆଉ ମେସେଜ୍ …ଶୁଣନ୍ତୁ କଣ କହୁଛନ୍ତି ତାଙ୍କ ସାଙ୍ଗ ଡିଟେଲ୍

ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ଯାହା ବର୍ତ୍ତମାନ ସମାଜରେ ସବୁଠାରୁ ଅଧିକ ଚର୍ଚ୍ଚା ର ବିଷୟ ପାଲଟିଛି। ଏହା ଦୁଇଟି ହୃଦୟର ମିଳନ ଅଟେ। ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ଏହି ପ୍ରେମ ଆଜିକାଲି ର ଯୁବପିଢି ଙ୍କ ପାଖରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ଯୁବପିଢି ମାନେ ପ୍ରେସ ସମ୍ପର୍କ ରଖିବା ଗୋଟିଏ ସାଧାରଣ କଥା ହୋଇଯାଇଛି। ଏହି ଯୁବପିଢି ମାନେ ଅଜାଣତରେ ବହୁତ ଭୁଲ କରି ଦେଇଥାନ୍ତି। ଯୌବନ ବୟସରେ ସାଧାରଣତଃ ସମସ୍ତେ ପ୍ରେମ ବନ୍ଧନ ରେ ବାନ୍ଧି ହୋଇ ଯାଇଥାନ୍ତି। ଏବେ ଟେକ୍ନୋଲୋଜି ର ଯୁଗ ,ଆଉ ସମସ୍ତେ ଏହାର ବ୍ୟବହାର ରେ ସ୍ମାର୍ଟ ହୋଇଗଲେଣି।

ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତେ ଅଜଣା ପିଲାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥାନ୍ତି। ସେହିପରି ଆଜି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ ଜଣାଇବୁ ଯାହା ଆପଣ ଜାଣିଲେ ଆଜିକାଲି ର ଯୁବପିଢି ମାନଙ୍କୁ ନିନ୍ଦା କରିବେ।

ଆଜିକାଲି ପ୍ରେମରେ ଭରି ରହିଛି ସ୍ୱାର୍ଥ, ପ୍ରତାରଣା, ଅହଙ୍କାର। ଟଙ୍କା ପାଇଁ ବି କିଛି ବି କରି ପାରିବେ। ଜୀବନ ନେବାକୁ ମଧ୍ୟ ପଛେଇବେ ନାହିଁ। ତେବେ ପ୍ରେମ କୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପ୍ରକୃତରେ ନିନ୍ଦନୀୟ ଘଟଣା। ଘଟଣା ଟି ହେଉଛି ରାଜଧାନୀ ଭୁବନେଶ୍ଵର ର। ସୌମ୍ୟରଞ୍ଜନ ପାଣିଗ୍ରାହୀ ମଡଲିଂ କରନ୍ତି ଏବଂ ରାଜଧାନୀ ଭୁବନେଶ୍ଵର ରେ ଏକ cafe କରି ଖୁସି ରେ ରହୁଥିଲେ।

ହଠାତ୍ ତାଙ୍କ ଜୀବନ ରେ ଜଣେ ଯୁବତୀ ଆସିଲେ। ଯୁବତୀ ଜଣକ ଆସିବା ପରେ ସୌମ୍ୟରଞ୍ଜନ ଙ୍କ ଖୁସି ଦୁଇ ଗୁଣ ହୋଇଗଲା। ତା ପରେ ଏକାଠି ରହିବା ପାଇଁ ଯୋଜନା କରିଥିଲେ ଏବଂ କେତେ କଣ ସ୍ୱପ୍ନ ବି ଦେଖିଥିଲେ।

କିନ୍ତୁ ସୌମ୍ୟରଞ୍ଜନ କଣ ଜାଣିଥିଲା ତା ସ୍ୱପ୍ନ ସ୍ୱପ୍ନ ରେ ହିଁ ରହିଯିବ ବୋଲି। ଆଉ ତା ସହିତ ଏମିତି କିଛି ଘଟଣା ଘଟିବ ବୋଲି। ତେବେ ସୌମ୍ୟରଞ୍ଜନ ଙ୍କ ପ୍ରେମିକା ଆଉ ଜଣେ ଯୁବକ ଙ୍କୁ ଟଙ୍କା ଲୋଭ ରେ ଭଲ ପାଉଥିଲା। ଏହି ସବୁ ସୌମ୍ୟରଞ୍ଜନ ଜାଣି ପାରି ନିଜକୁ ଦୋଷୀ ଭାବି ଆତ୍ମହତ୍ୟା କରିଥିଲେ। ତେବେ ସେହି ଝିଅ ଟିର ନାମ ଥିଲା ସୋନାଲି ନନ୍ଦ।

ସୋନାଲି ସୌମ୍ୟରଞ୍ଜନ ଙ୍କ ପୂର୍ବରୁ ଅଜୟ ନାମକ ଜଣେ ଯୁବକ ଙ୍କୁ ଭଲ ପାଉଥିଲା। କିନ୍ତୁ ଅଜୟ ଙ୍କ ସହିତ ବ୍ରେକପ ପରେ ସୌମ୍ୟରଞ୍ଜନ ଙ୍କୁ ଭଲ ପାଉଥିଲା। କିନ୍ତୁ ପୁଣିଥରେ ଝିଅ ଟି ସୌମ୍ୟଙ୍କୁ ଛାଡ଼ି ଆଉ କାହାକୁ ଭଲ ପାଉଛି ବୋଲି ଜାଣି ସୌମ୍ୟ ଏହି ସବୁ କାମ କରିଥିଲେ।

ତେବେ ଏହିସବୁ ଘଟଣା କୁ ନେଇ ସୋନାଲି ଙ୍କ ପୂର୍ବ ପ୍ରେମିକ କୁ ପଚରାଉଚରା କରାଯାଇଥିଲା। ସେ ଏହି ସବୁ ବିଷୟରେ ଜାଣିବା ପରେ ବହୁତ ଦୁଃଖ ପ୍ରକାଶ କରିଥିଲେ। ଆଉ ସେ ମଧ୍ୟ କହିଥିଲେ ସୌମ୍ୟ ବହୁତ ଭଲ ପିଲା। ଆଉ ସେ ସୁଇସାଇଡ କରିବା ପୂର୍ବ ଦିନ ରାତିରେ ମଧ୍ୟ ଅଜୟଙ୍କୁ ମେସେଜ୍ କରିଥିଲା ଆଇ ଏମ୍ ସରି ଅଜୟ, ମୁଁ ତୁମକୁ ବହୁତ କଷ୍ଟ ଦେଇଛି। ଏହି ମେସେଜ୍ କୁ ଦେଖିବା ପରେ ଅଜୟ କହିଥିଲେ କି, ଯଦି ସେ ସମୟରେ ସେ ମେସେଜ୍ ଦେଖି କଣ ହେଇଛି ବୋଲି ପଚାରିଥାନ୍ତି ହୁଏତ ସେ ଜୀବିତ ଥାନ୍ତା।