breaking news- ଲକଡାଉନ୍ କୁ ଆଖି ଆଗରେ ରଖି ଦେଶରେ ପୁଣି ବହୁମାତ୍ରାରେ ଶସ୍ତା ହେଲା ଗ୍ୟାସ୍ ଦର ! ,,ପ୍ରଧାନ ମନ୍ତ୍ରୀ କଲେ ବଡ ଘୋଷଣା ! ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ..

ଆପଣ ମାନେ ତ ଜାଣିଛନ୍ତି ଆଜି କାଲି ସମସ୍ତେ ଗ୍ୟାସ ବ୍ୟବହାର କରିଛନ୍ତି, ଆଗ କାଳ ରେ ଲୋକେ ଚୁଲି ଜାଳି ରୋଷେଇ ଆଦି କରୁ ଥିଲେ | ଅବଶ୍ୟ ଗାଁ ର ଲୋକ ମାନେ ଏବେ ବି ଚୁଲି ବ୍ୟବହାର କରୁଛନ୍ତି | କିନ୍ତୁ ଏବେ କା ସମୟ ରେ ସେ ସବୁ ଆଉ ନାହିଁ ସମସ୍ତେ ବର୍ତ୍ତମାନ ଗ୍ୟାସ ସିଲିଣ୍ଡର ବ୍ୟବହାର କରି ରୋଷେଇ କାର୍ଯ୍ୟ କରୁଛନ୍ତି | ତେବେ କିଛି ଜିନିଷ ର ଯଦି ଦର କମି ଥାଏ ଆଉ ବଢ଼ି ଥାଏ ତେବେ ତାହାକୁ ନେଇ ଖୁବ ଚର୍ଚ୍ଚା ହୋଇ ଥାଏ | ଗ୍ୟାସ ସିଲିଣ୍ଡର ର ଦର ମଧ୍ୟ କେତେ ବେଳେ କମି ଥାଏ ତ ପୁଣି କେତେ ବେଳେ ବଢି ଥାଏ |

ତେବେ ଯେତେ ବେଳେ ଗ୍ୟାସ ଦ ଦର ବଢ଼ି ଥାଏ ସେତେ ବେଳେ ତାହା ଲୋକ ମାନଙ୍କର ମୁଣ୍ଡ ବିନ୍ଧା ର କାରଣ ହୋଇ ଥାଏ | କିନ୍ତୁ ବର୍ତ୍ତମାନ ଲୋକ ମାନଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି, ଗ୍ୟାସ ସିଲିଣ୍ଡର ର ଦର କିଛି ମାତ୍ରା ରେ କମ ହେବାର ଦେଖା ଯାଇଛି |ତେବେ ସୂଚନା ଅନୁଯାଇ ଚଳିତ ଜାନୁୟାରୀ ମାସ ରେ ଗ୍ୟାସ ଦର ରେ କୌଣସି ପରିବର୍ତ୍ତନ ଦେଖା ଯାଇ ନଥିଲା, କିନ୍ତୁ ଏହି ଫେବୃଆରୀ ମାସରେ ତୈଳ କମ୍ପାନୀ ଗୁଡିକ ନୂଆ ଦର ଧାର୍ଯ୍ୟ କରିଛନ୍ତି | ଏହି ନୂଆ ଦରରେ ବିନା ସବସିଡି ଗ୍ୟାସ ଦର ରେ କୌଣସି ବୃଦ୍ଧି ଘଟି ନାହିଁ | ତେବେ ମିଳିଥିବା ସୂଚନା ମୁତାବକ 19 କେଜି ବିଶିଷ୍ଟ ବ୍ୟବସାୟିକ ଗ୍ୟାସ ଦରରେ 91.57 ଟଙ୍କା ହ୍ରାସ ପାଇଛି |

ତେବେ ଏହି ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ 19 କେଜି ବ୍ୟବସାୟିକ ଗ୍ୟାସର ଦର ବର୍ତ୍ତମାନ 1907 ଟଙ୍କା ଅଛି | ତୈଳ କମ୍ପାନୀ ଏବେ କମରସିଆଲ ଗ୍ୟାସ ଦର ହ୍ରାସ କରିଛନ୍ତି ଯାହା ଲୋକ ମାନଙ୍କର ଆଶ୍ବସ୍ତି ର କାରଣ ପାଲଟିଛି |

ତେବେ ବର୍ତ୍ତମାନ ଦିଲ୍ଲୀରେ 14.2 କେଜି ଗ୍ୟାସ ସିଲିଣ୍ଡର ଦାମ 899.50 ଟଙ୍କା ଥିଲାବେଳେ, କୋଲକାତାରେ ରୋଷେଇ ଗ୍ୟାସ ଦର 926 ଟଙ୍କା ରହିଛି | ସେହିଭଳି ଭାବରେ ମୁମ୍ବାଇରେ ଏହାର ଦାମ 899.50 ଟଙ୍କା ରହିଛି, ଅନ୍ୟପଟେ ଚେନ୍ନାଇରେ ବିନା ସବସିଡି ସିଲିଣ୍ଡରର ଦାମ 915 ଟଙ୍କା 50 ପଇସା ରହିଛି |

ତେବେ ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2022-23 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି, ଆଉ ଏହାର ଠିକ୍ ପୂର୍ବରୁ ଦେଶରେ ବ୍ୟବସାୟିକ ଗ୍ୟାସ ଦର ହ୍ରାସ ଘଟିବା ଲୋକଙ୍କୁ ଆଶ୍ୱସ୍ତି ଦେଇଛି | ଏହି ଖବର କୁ ନେଇ ଲୋକ ମାନେ ମଧ୍ୟ ବେସ ଖୁସି ଅଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।