ମହିଳାଙ୍କୁ ଜଣା ନଥିଲା bed room ରେ କ୍ୟାମେରା ଲାଗିଛି ବୋଲି… ସିସିଟିଭି ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ… ଦେଖନ୍ତୁ ଭିଡ଼ିଓ

ତେବେ ଆମେ ଅନେକ ଜିନିଷ ର ତଥ୍ୟ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣି ପାରି ଥାଉ ଏବଂ ଏହା ଦ୍ୱାରା ଆମେ ସତର୍କ ମଧ୍ୟ ହୋଇ ପାରି ଥାଉ | ଏଣୁ ସୋସିଆଲ ମିଡ଼ିଆ ଆଜି କାଲି ର ଏହି ଟେକନୋଲୋଜି ଯୁଗରେ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି | ତେବେ ଆପଣ ତ ଜାଣନ୍ତି ଆଜିର ଏହି ଦୁନିଆ ରେ ଯେ କେତେ ଚୋରି ଡକାୟତ ଆଦି ଚାଲିଛି | ମଣିଷ ଯଦି କିଛି ନେବା ପାଇଁ ଚାହେଁ ତେବେ ତାକୁ କଳେବଳେ ଚୋରି କରି ନେଇ ହିଁ ଯାଏ |

ଖାଲି ପୁରୁଷ ମାନେ ହିଁ ଚୋରି କରନ୍ତି ତାହା ନୁହେଁ ବରଂ ନାରୀ ମାନେ ମଧ୍ୟ ଚୋରି କରିବାର ଅନେକ ସ୍ଥାନରେ ଦେଖିବା ପାଇଁ ମିଳିଛି | ତେବେ ପ୍ରାୟ ଚୋରି ଆମେ ସିସି ଟିଭି କ୍ୟାମେରା ଦ୍ୱାରା ହିଁ ଜାଣି ପାରି ଥାଉ ଆଉ ଚୋର କୁ ଧରି ଥାଉ | ତେବେ ଆଜି ଏଭଳି ଏକ ଚୋରି ଘଟଣା ସମ୍ପର୍କ ରେ କହିବୁ ଯାହାର ପୁରା ଦୃଶ୍ୟ ସିସି କ୍ୟାମେରା ରେ କଏଦ ହୋଇଛି, ଆସନ୍ତୁ ପୁରା ଘଟଣା ସମ୍ପର୍କ ରେ ଆଲୋଚନା କରିବା |

ତେବେ ଘଟଣା ଟି ହେଉଛି ଏକ ଯୁବତୀ ଯିଏ କି ଏକ ଘର ର ଚାକରାଣୀ ଅଟେ, ଆଉ ସେ ସେହି ଘରେ ସଫା କରୁ ଥିବା ସମୟ ରେ ଚୋରି କରୁ ଥିବାର ନଜର ରେ ଆସିଛନ୍ତି |

ଏକ ଯୁବତୀ ସେହି ରୁମ ର ପ୍ରତେକ ଜିନିଷ କୁ ସଜାଡି ରଖୁ ଥିଲେ ଆଉ କେହି ନଥିବା ସମୟ ର ସୁଯୋଗ ଉଠାଇ ସେଠାରେ ଥିବା ଏକ ବ୍ୟାଗ ରୁ କିଛି ଜିନିଷ ଚୋରି କରିବା ପରେ ପୁଣି ସେହି ସ୍ଥାନ ରେ ଥିବା ଏକ ପ୍ୟାଣ୍ଟ ରୁ ଟଙ୍କା ଚୋରି କରୁଛନ୍ତି |

ତେବେ ସେ ଚୋରି କରୁ ଥିବା ସମୟ ରେ ଭାବି ଥିଲେ ଯେ ତାଙ୍କର ଏହି କାରନାମା କେହି ଦେଖୁ ନାହାଁନ୍ତି, କିନ୍ତୁ ସେହି ରୁମ ରେ ସିସି କ୍ୟାମେରା ଲାଗି ଥିଲା ବୋଲି ସେ ଜାଣି ନଥିଲେ |

ଆଉ ସେ ଯାହା ବି ସବୁ କରିଛନ୍ତି ସମସ୍ତ ଘଟଣା ସେହି କ୍ୟାମେରା ରେ ହିଁ କଏଦ ହୋଇ ଯାଇଛି | ଏହି ଚୋରି କରୁ ଥିବା ଯୁବତୀ ଙ୍କର ନାମ ହେଉଛି ରିୟା ହାଲଦର ଏବଂ ଏହି ଘଟଣା ଟି କୋଲକାତା ରେ ଘଟିଛି ବୋଲି ଜଣା ପଡ଼ିଛି | ତେବେ ଆପଣ ମଧ୍ୟ ସତର୍କ ରୁହନ୍ତୁ ନଚେତ ଆପଣ ଙ୍କୁ ମଧ୍ୟ ଏଭଳି ଚୋରି ର ଘଟଣା ସାମ୍ନା କରିବାକୁ ପଡ଼ିବ |