Jyotisa Shastra — ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି ( ୨୦୨୨ ରୁ ୨୦୨୫ ) ଭାଗ୍ୟ ଖୋଲିବ ….

ଆଜି ଆମେ ଆପଣ ମାନଙ୍କୁ ଏମିତି 5 ଗୋଟି ରାଶି ମାନଙ୍କ ବିଷୟରେ ଜଣେଇବୁ ଯେଉଁମାନଙ୍କର ଭାଗ୍ୟ ବର୍ଷ 2022-2025 ମଧ୍ୟରେ ବଦଳିବାକୁ ଯାଉଅଛି । ଏମାନଙ୍କର ଭାଗ୍ୟର ତାଲା ମାଁଲକ୍ଷ୍ମୀଙ୍କ କୃପାରୁ ଖୋଲିବାକୁ ଯାଉଅଛି । ଏମାନଙ୍କର ଜୀବନରେ ଧନର ଆଗମନ ହେବାକୁ ଯାଉଅଛି ଏବଂ ଦୁନିଆର ସବୁ ସୁଖ ପ୍ରାପ୍ତି ହେବାକୁ ଯାଉଅଛି । ଆମ ଜାବନରେ ଚାଲିଥିବା ସୁଖ-ଦୁଃଖ ଆଦି ଗ୍ରହମାନଙ୍କର ଗତିବିଦ୍ଧି ଉପରେ ନର୍ଭର କରିଥାଏ । ଆମ ଜାବନରେ ହେଉଥିବା ପରିବର୍ତ୍ତନ ଗୁଡିକ ଗ୍ରହମାନଙ୍କର ଗତି ପାଇଁ ହୋଇଥାଏ ।

ତେବେ 5ଗୋଟି ରାଶିର ଗ୍ରହମାନଙ୍କର ଏପରି ମହାସଂଯୋଗ ହେବାକୁ ଯାଉଛି କି 2022-25 ମଧ୍ୟରେ ଏହି 5ଗୋଟି ରାଶିମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏମାନେ ଯାହା ସ୍ବପ୍ନରେ ଭାବିନଥିବେ ତାହା ସବୁ ଘଟିବାକୁ ଯାଉଅଛି ।

ଏହି ରାଶିର ବ୍ୟକ୍ତିମାନଙ୍କୁ ବହୁତ ବଡ ଖୁସିର ଖବର ମିଳିବାକୁ ଯାଉଛି । ବହୁତ ବଡ ଖୁସିର ଖବର ମିଳିବାକୁ ଯାଉଛି ଯାହା ସେମାନେ କଳ୍ପନା ମଧ୍ୟ କରିନଥିବେ । ଏମାନଙ୍କୁ ସ୍ତ୍ରୀ ଏବଂ ସନ୍ତାନଙ୍କ ଠାରୁ ଭଲପାଇବା ମିଳିବ ।

 

କାର୍ଯ୍ୟକ୍ଷେତ୍ରରେ ଏମାନଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ । ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ଏହି ସମୟ ଠିକ୍ ସମୟ ଅଟେ । ଯେଉଁମାନେ ପ୍ରେମଜୀବନ ଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ରହିବ ।

ଆପଣଙ୍କ ଘରେ ଖୁସିର ବାତାବରଣ ରହିବ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ ଏବଂ ସେହି ବନ୍ଧୁମାନେ ସବୁପ୍ରକାରର ସହଯୋଗ କରିବେ ।ଆପଣଙ୍କ ଘରେ ଖୁସିର ବାତାବରଣ ରହିବ ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ ଏବଂ ସେହି ବନ୍ଧୁମାନେ ସବୁପ୍ରକାରର ସହଯୋଗ କରିବେ । ଧନପ୍ରାପ୍ତିର ଯୋଗ ବନୁଅଛି ।

ନିଜର ପୁରୁଣା ଟଙ୍କା ଫେରସ୍ତ ପାଇବେ । ଯଦି ଆପଣ କାହାକୁ ସୁଧ ବା ଧାର ଭାବରେ ଟଙ୍କା ଦେଇଥିବେ ତାହା ଆଉ ଫେରସ୍ତ ପାଇ ପାରିନାହାଁନ୍ତି ତେବେ ଏହି ସମୟରେ ଫେରି ପାଇବେ୍ । ଯେଉଁମାନଙ୍କର ବିବାହରେ କୌଣସି କାରଣ ବଶତଃ ବିଳମ୍ବ ହେଉଅଛି ତେବେ ସେମାନଙ୍କର ବିବାହ ଯୋଗ ମଧ୍ୟ ଖୋଲିବାକୁ ଯାଉଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।