ଦେଖନ୍ତୁ ଭିଡିଓ ! ଆଜି ବି ମରିନି ମଣିଷ ପଣିଆ ପ୍ରସୂତିଙ୍କ ପାଇଁ ହାତ ଯୋଡ଼ିଲେ କିନ୍ନର

ବର୍ତ୍ତମାନ ସୋସିଆଲ ମିଡ଼ିଆ ଦ୍ୱାରା ସମସ୍ତେ ସବୁକିଛି ଜାଣି ପାରୁଛନ୍ତି। ବେଳେ ବେଳେ ସୋସିଆଲ ମିଡ଼ିଆରେ ଆଶ୍ଚର୍ଯ୍ୟ ଜନକ କଥା ଦେଖିବାକୁ ମିଳିଥାଏ। ତେବେ ସୋସିଆଲ ମିଡ଼ିଆରେ ଏମିତି କିଛି କଥା ସାମ୍ନାକୁ ଆସିଥାଏ ଯାହା ଆପଣ ଆଗରୁ କେବେବି ଦେଖିନଥିବେ କି ଜାଣି ନଥିବେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହିପରି ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆଉ ଭିଡିଓ ଟିକୁ ଯିଏ ଦେଖୁଛି ସିଏ ଏହାର ପ୍ରଶଂସା କରି ଉଠୁଛି ଏବଂ ଗୋଟିଏ କଥା କହୁଛି କି ଏବେବି ମାନବିକତା ଆମ ସମାଜରେ ବଞ୍ଚି ରହିଛି। ତେବେ ଆପଣ ମାନେ ଜାଣିଛନ୍ତି ସାଧାରଣ ମହିଳା ମାନଙ୍କ ଅପେକ୍ଷା ଗର୍ଭବତୀ ମହିଳା ମାନଙ୍କୁ ଅଧିକ ସତର୍କ ଏବଂ ସାବଧାନ ରହିବାକୁ ହୋଇଥାଏ।

ତାଙ୍କ ସହ କେତେବେଳେ କଣ ହେବ କେହି ବି ଜାଣି ପାରିବେ ନାହିଁ। ତେଣୁ ସେମାନେ ସବୁବେଳେ ସତର୍କ ରହିଥାନ୍ତି। ତେବେ ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ ସେହି ଘଟଣା ଟି କିଛି ଏହିପରି ଥିଲା ଯାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ କିନ୍ତୁ ସେହି ବ୍ୟକ୍ତି ମାନଙ୍କୁ ସଲାମ କରିବେ ଯେଉଁ ମାନଙ୍କ ପାଇଁ ଉଭୟ ମା ଓ କୁନି ଛୁଆ ର ଜୀବନ ବଞ୍ଚି ଯାଇଥାଏ ।

ତେବେ ଘଟଣାଟି କିଛି ଏପରି ଥିଲା କି ଜଣେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଜଣେ କିନ୍ନର କେମିତି ଆକୁଳ ନିବେଦନ କରିଛନ୍ତି ତାହା ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।

ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଉଛି, ରାସ୍ତା କଡ଼ରେ ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣା ରେ ଛଟପଟ ହେଉଥିଲା। ଜଣେ କିନ୍ନର ସେହି ଗର୍ଭବତୀ ମହିଳାଙ୍କୁ ଦେଖି ସାହାଯ୍ୟ କରିବା ଚେଷ୍ଟା କରିଥିଲେ। ସେହି କିନ୍ନର ଜଣକ କିଛି ଉପାୟ ନ ପାଇ ରାସ୍ତା ରେ ଯାଉଥିବା ଲୋକଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଲୋକମାନେ ତା କଥା କୁ ନ ଶୁଣି ଚାଲି ଯାଉଥିଲେ।

ଏମିତି ବହୁତ ଲୋକଙ୍କୁ କହିବା ପରେ ମଧ୍ୟ କେହି ସାହାଯ୍ୟ କରିବା ପାଇଁ ଆଗେଇ ଆସିନଥିଲେ। କିନ୍ତୁ ଶେଷରେ ସ୍କୁଟି ରେ ଆସୁଥିବା ଜଣେ ଲୋକ ସେହି କିନ୍ନର ର କଥା ଶୁଣି ତା ସାଙ୍ଗରେ ଯାଇଥିଲେ। ତା ପରେ ସେହି ଯୁବକ ଓ କିନ୍ନର ସେହି ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିଥିଲେ। ତେବେ ମାନବିକତା ଠାରୁ ବଡ଼ ଧର୍ମ କିମ୍ବା କର୍ମ କିଛି ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।