ଦେଖନ୍ତୁ ଭିଡିଓ ! ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ କମେଡିଆନ୍ ପ୍ରଜ୍ଞା …ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କଲେ ଖୁଦ୍ ପ୍ରଜ୍ଞା

ବାସ୍ତବରେ ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ସେମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଅଲଗା ହୋଇ ଥାଏ। ସେମାନେ ତାଙ୍କର କ୍ୟାରିୟର ଅଭିନୟ ଜଗତରୁ ଆରମ୍ଭ କରିଥାଏ ଏବଂ ସେହି ଅଭିନୟ କରି କରି ସେମାନଙ୍କ ଜୀବନ କେତେବେଳେ ବିତି ଯାଇଥାଏ, ସେମାନେ ଜାଣି ପାରନ୍ତି ନାହିଁ।

ସେମାନେ ସେମାନଙ୍କ ଅଭିନୟ ପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।କାରଣ ସେମାନେ ସେମାନଙ୍କ ର ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଇନଷ୍ଟାଗ୍ରାମ୍, ଫେସବୁକ ରେ ସେମାନଙ୍କ ର ଫ୍ୟାନ୍ ଙ୍କ ସହିତ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଦର୍ଶକ ମାନେ ସେମାନଙ୍କ ର ଅଭିନୟ କୁ ବହୁତ ପସନ୍ଦ କରିଥାନ୍ତି ।

କିନ୍ତୁ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଧରଣର ହୋଇଥାଏ ଏବଂ ଚର୍ଚ୍ଚା ର ବିଷୟ ପାଲଟି ଯାଇଥାଏ। ତେବେ ଓଡ଼ିଆ ଜଗତ ରେ ଏକ ଖୁସି ଖବର ସାମ୍ନାକୁ ଆସିଛି।

ଯାହା ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଜଣାଶୁଣା କମେଡ଼ିଆନ୍ ପ୍ରଜ୍ଞା ଖଟୁଆ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପ୍ରଜ୍ଞା ଖଟୁଆ ଙ୍କୁ ତ ସମସ୍ତେ ଜାଣିଥିବେ। ସେ ତାଙ୍କର ସୁନ୍ଦର ସୁନ୍ଦର ଅଭିନୟ ପାଇଁ ଆଜି ସେ ଘରେ ଘରେ ପରିଚିତ। ସେ ତାଙ୍କର ଅଭିନୟ ପାଇଁ ମଧ୍ୟ ବହୁତ ପୁରଷ୍କାର ପାଇଛନ୍ତି।


ସେ ଟିଭି ପରଦାରେ ଚାଲିଥିବା ବିଭିନ୍ନ ପ୍ରକାରର କମେଡ଼ିଆନ୍ ଶୋ ରେ ବହୁତ ସୁନ୍ଦର ଭାବରେ ଅଭିନୟ କରିଥାନ୍ତି। ଆଜି ତାଙ୍କର ଏହି ଅଭିନୟ ପାଇଁ ସେ ସବୁଠାରେ ଚର୍ଚ୍ଚା ରେ ରହିଥାନ୍ତି। ଆଉ ବର୍ତ୍ତମାନ ସେ ପୁଣି ଏକ ଖୁସି ଖବର ଦେଇ ଚର୍ଚ୍ଚା କୁ ଆସିଛନ୍ତି।

ପ୍ରଜ୍ଞା ଖଟୁଆ ଏବଂ ସୁନନ୍ଦା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ୍ ସୁନନ୍ଦା ଗତ କାଲି ରାତି ରେ ନିର୍ବନ୍ଧ ସରି ଯାଇଛି। କୋରନା କଟକଣା ମାନି ଦୁଇ ଜଣ କେକ୍ କାଟି ବେଶ୍ ଧୁମ୍ ଧାମ ରେ ନିର୍ବନ୍ଧ କୁ ପାଳିଥିବାର ନଜର ଆସିଛନ୍ତି।

ପ୍ରଜ୍ଞା ଏବଂ ସୁନନ୍ଦା ଙ୍କୁ ଆପଣ ମାନେ ବହୁତ କମେଡ଼ିଆନ୍ ଶୋ ,ଚଳଚ୍ଚିତ୍ର ଏବଂ ଧାରାବାହିକ ମାଧ୍ୟମରେ ଦେଖିଥିବେ। ସର୍ଟ କମେଡ଼ି ରେ ସାଙ୍ଗରେ ନଜର ଆସନ୍ତି ପ୍ରଜ୍ଞା ଓ ସୁନନ୍ଦା। ସେମାନେ ଦୁହେଁ ଦୁହିଁଙ୍କ ଭଲ ପାଉଥିଲେ ଏବଂ ଶେଷରେ ଦୁଇ ଜଣଙ୍କର ଭଲପାଇବା ବିବାହ ରେ ପରିଣତ ହୋଇଛି।

ଦୁଇ ଜଣଙ୍କର ପରିବାରର ଉପସ୍ଥିତି ରେ ନିର୍ବନ୍ଧ କରିଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତେବେ ଏହି ନିର୍ବନ୍ଧ ରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ବାନ୍ଧବ ଆସିଥିଲେ ଏବଂ ପ୍ରଜ୍ଞା ଙ୍କ ବଡ଼ ଭାଇ ଶଙ୍କର ମଧ୍ୟ ନଜର ଆସିଥିଲେ। ଯିଏକି ତାଙ୍କ ସହିତ ମଧ୍ୟ ବହୁତ ଅଭିନୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।