ଦେଖନ୍ତୁ Shocking ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…..ଥରୁଟିଏ ନିଶ୍ଚୟ ଦେଖନ୍ତୁ

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେଉଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଖରାପ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇପଡ଼େ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ଅଟେ। ଏବେ ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ତେବେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।ଯାହା ପ୍ରକାଶ କରୁଛି ମଣିଷର କ୍ରୋଧ ଓ ଅସହନଶୀଳତା କିପରି ବୃଦ୍ଧି ପାଇବା ଦ୍ୱାରା ମଣିଷ ନୃସଂଶ ପାଲଟିଯାଏ।

ଆଉ କ୍ରୋଧ କିପରି ମଣିଷର ପରମ ଶତ୍ରୁ ପାଲଟି ଯାଇଥାଏ ତାହା ତ ଆପଣ ଜାଣିଛନ୍ତି। କ୍ରୋଧ ସମୟରେ ମଣିଷ ନିଜର ହିତାହତ ଜ୍ଞାନ କୁ ଭୁଲି କଣ କରିଥାଏ ତାହା ସେ ନିଜେ ବି ଜାଣି ପାରେନାହିଁ।

ଆପଣ ମାନେ ଜାଣିଥିବେ ଅତ୍ୟଧିକ ରାଗ ମଣିଷକୁ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥାଏ ଏବଂ ଏହା ଦ୍ଵାରା ମଣିଷ ନିଜର ଉପସ୍ଥିତ ବୁଦ୍ଧି ହରାଇ ଭୁଲ କାମ କରି ବସିଥାଏ। ତେଣୁ ଏହା କିପରି ଭାବରେ ଏହା ମଣିଷ ପାଇଁ କ୍ଷତିକାରକ ହୋଇଥାଏ ତାହା ଆପଣ ଅନେକ ଘଟଣା ରୁ ଜାଣିଥିବେ। ରାଗ ସମୟରେ ମଣିଷ ମନକୁ ଯାହା ଆସିଥାଏ ସେ ତାହା କହି ଦିଏ ଏବଂ ତା ପରବର୍ତ୍ତୀ ସମୟରେ ଏକ ଭୁଲ ମାର୍ଗ କୁ ସୂଚାଇଥାଏ। ତେଣୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ।


ସେହିପରି ଏକ ଖବର ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏବେ ସାମ୍ନାକୁ ଆସିଛି ଏପରି ଏକ ଖବର ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ସାଧାରଣରେ ଯେଉଁ ଘଟଣା ଗ୍ରହଣୀୟ ନୁହେଁ ତାହା ଏଠାରେ ଏହି ଘଟଣା ଟିରେ ଘଟିଛି। ଏହା ଏକ ଏମିତି ଘଟଣା ଯାହା ସାଧାରଣରେ ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ତେବେ ଏହିଭଳି ଏକ ଘଟଣା ଘଟିଛି ପଞ୍ଜାବର ଜଳନ୍ଧର ରେ ଥିବା ସ୍କୁଲ୍ ରେ। ଏଠାରେ ଜଣେ ମହିଳା ଅଭିଭାବକ ଆସି କିପରି ଭାବରେ ସ୍କୁଲ୍ ର ଷ୍ଟାଫ୍ ଙ୍କୁ ମାଡ଼ ମାରୁଛନ୍ତି ତାହା ଦେଖିବା ପାଇଁ ମିଳିଛି।

ତାଙ୍କ ଝିଅ ର ମୋବାଇଲ କୁ କୌଣସି କାରଣରୁ ସ୍କୁଲ୍ ତରଫରୁ ଜବତ କରାଯିବା ପରେ ଏଥିରେ ଉତକ୍ଷିପ୍ତ ହୋଇ ଝିଅ ର ମାଆ ସ୍କୁଲ୍ ରେ ପହଞ୍ଚିଥିଲେ। ସ୍କୁଲ୍ ରେ ପହଞ୍ଚିବା ପରେ ସେ ଅଫିସ୍ ରୁମ୍ ଭିତରକୁ ପ୍ରବେଶ କରି ସେଠାରେ ବସିଥିବା ମାଡାମ୍ କୁ କିଛି ନ ବୁଝି ବାଡ଼େଇବା ଆରମ୍ଭ କରି ଦେଇଥିଲେ। ତାଙ୍କର ଚୁଟି ଝିଙ୍କି ଟାଣି ଆଣି ମାଡ଼ ମାରିବାକୁ ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରେ କିଛି ସମୟ ଧରି ମାରପିଟ ଲାଗି ରହିଥିଲା। ଯାହା ସେଠାରେ ଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା। ତେବେ ଏହି ଘଟଣା କୁ ସାଧାରଣରେ ନିନ୍ଦା କରାଯାଇଛି। ଏହି ଘଟଣାରେ ସ୍କୁଲ୍ ତରଫରୁ ଅଭିଯୋଗ ହେବାପରେ ପୋଲିସ୍ ଉକ୍ତ ଘଟଣାର ଯାଞ୍ଚ କରି ତଦନ୍ତ କରିବା ଆରମ୍ଭ କରିଛନ୍ତି।