ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : ହଠାତ ସମୁଦ୍ରରେ ବୁଡି ଗଲେ ଏହି ୩ ଜଣ ମହିଳା, ଆଉ ତା’ ପରେ….

ତେବେ ଆମେ ଯେତେବେଳେ ଜୀବନ ପାଇଛନ୍ତି ସେତେବେଳେ ମୃତ୍ୟୁ ମଧ୍ୟ ନିଶ୍ଚିତ ଯାହାକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ | କାରଣ ଏହା ହିଁ ହେଉଛି ବିଧିର ବିଧାନ ଏବଂ କଥାରେ ମଧ୍ୟ ରହିଛି ଯେ ଜନ୍ମ ବିନା ମୃତ୍ୟୁ ଅସମ୍ଭବ ଓ ମୃତ୍ୟୁ ବିନା ଜନ୍ମ ଅସମ୍ଭବ | କିନ୍ତୁ ଏହା ମଧ୍ୟ ସତ ଯେ ବିଧାତା ଯାହାକୁ ନେବାର ଥିବ ସେ ଯେକୌଣସି ଉପାୟ ରେ ମଧ୍ୟ ନେଇ ଯିବ ଏବଂ ଯାହାର ଜୀବନ ରଖିବାର ଥିବ ତାହାର ଜୀବନ କୁ ଯେକୌଣସି ଉପାୟ ରେ ମଧ୍ୟ ରଖି ନେବ |

ଏଣୁ କଥାରେ ରହିଛି ରଖିଲେ ଶିବ ମାରିବ କିଏ | ତେବେ ସେଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ରୁମ ମଧ୍ୟ ଟାଙ୍କୁରୀ ଉଠିବ | ତେବେ ଆସନ୍ତୁ ପୁରା ଘଟଣା ସମ୍ପର୍କ ରେ ଆଲୋଚନା କରିବା |

ଘଟଣା ଟି ହେଉଛି ଏକ ମହିଳା ପାଣିରେ ବୁଡି ଯାଇ ଥିଲେ ଆଉ ଯାହାଙ୍କୁ ଅନେକ ଚେଷ୍ଟା ପରେ ତାଙ୍କ ପ୍ରାଣ କୁ ରକ୍ଷା କରି ହୋଇଛି | ତେବେ ଏଭଳି ଏକ ଭୟଙ୍କର ଘଟଣା ମୁମ୍ବାଇ ର ଗେଟୱେ ଅଫ ଇଣ୍ଡିଆ ପାଖରେ ଦେଖିବା ପାଇଁ ମିଳିଛି |ସୂଚନା ଅନୁଯାଇ, ହଠାତ ଦେଖିବାକୁ ମିଳି ଥିଲା କି ଏକ ମହିଳା ପାଣିରେ ବୁଡି ଯାଉ ଥିଲେ ଆଉ ଯାହାକୁ ଦେଖି ସ୍ଥାନୀୟ ଲୋକ ମାନେ କିଛି କରି ପାରି ନଥିଲେ |

ଏଣୁ ଜଣେ ପୋଲିସ ଅଫିସର ଏହାକୁ ଦେଖି ପାଣିକୁ ଏକ ବୋଟ ନେଇ ଯାଇ ଥିଲେ ଆଉ ସନ୍ତରଣ ସାହାଯ୍ୟ ରେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁ ଥିଲେ | ମହିଳା ଜଣଙ୍କ ବୋଟ ପାଖକୁ ପହଞ୍ଚି ଆସି ଥିଲେ କିନ୍ତୁ ଆଉ ଥରେ ପାଣି ଭିତରକୁ ବୁଡି ଯାଇ ଥିଲେ |

ଏହାକୁ ଦେଖି ପୋଲିସ ବାବୁ ଜଣଙ୍କ ଏକ ଦଉଡି ମହିଳା ଙ୍କ ନିକଟକୁ ପକାଇ ଥିଲେ ଆଉ ଯାହା ସାହାଯ୍ୟ ମହିଳା ଜଣଙ୍କ ଦଉଡି କୁ ଧରି ବୋଟ ଉପରକୁ ଆସିବାରେ ସକ୍ଷମ ହୋଇ ପାରି ଥିଲେ | ଆଉ ଏହାପରେ ବହୁ କଷ୍ଟ ରେ ମହିଳା ଜଣଙ୍କର ଜୀବନ ବଞ୍ଚାଇ ହୋଇ ଥିଲା | ତେବେ ପୋଲିସ ଅଫିସର ଜଣଙ୍କର ଏଭଳି କାର୍ଯ୍ୟ ସିସି ଟିଭି ରେ ରେକର୍ଡ ହୋଇ ଥିଲା ଯାହା ଖୁବ ଚର୍ଚ୍ଚା ର ବିଷୟ ହୋଇ ଥିଲା |

ଏହାକୁ ଦେଖି ପୋଲିସ ଅଫିସର ଜଣଙ୍କୁ ସମସ୍ତେ ଅନେକ ପ୍ରଶଂସା କରି ଥିଲେ | ତେବେ ଯାହାର ଜୀବନ ରହିବାର ଥିବ ତାକୁ ଭଗବାନ ଯେକୌଣସି ଉପାୟ ରେ ମଧ୍ୟ ମୃତ୍ୟୁ ମୁଖରୁ ଫେରେଇ ଆଣିବେ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।