Pregancy tips – ଜାଣନ୍ତୁ ପିରିୟଡ୍ ହେବାର କେତେଦିନ ପରେ ଜଣେ ମହିଳା ଗର୍ଭବତୀ ହେବାର ସୌଭାଗ୍ୟ ଲାଭ କରନ୍ତି !

ଆଜିକାଲି ଯୁଗରେ କିମ୍ବା ପୁରାତନ କାଳରୁ ନିଜର ବଂଶ ବୃଦ୍ଧି କରିବା ପାଇଁ ନାରୀ ଓ ପୁୁରୁଷ ବିବାହ କରିଥାନ୍ତି । ବିବାହ ପରେ ସାଂସାରିକ ଜୀବନକୁ ଖୁସିରେ ଅତିବାହିତ କରିବା ପାଇଁ ଏବଂ ସମାଜରେ ବାପା ମାଆ ହିସାବରେ ଏକ ଭିନ୍ନ ଏବଂ ନିଆରା ପରିଚୟ ସୃଷ୍ଟି କରିବା ପାଇଁ ବାପା ମାଆ ସନ୍ତାନ ସନ୍ତାତି ଚାହାଁନ୍ତି । ଏହା ଛଡା ଜଣେ ନାରୀକୁ ମାତୃତ୍ୟୁ ଲାଭ କରି ସାରିଲା ପରେ ସେ ନିଜକୁ ସୌଭାଗାୟ ପୂର୍ଣ୍ଣ ବୋଲି ଭାବିଥାଏ ।

ଜଣଏ ନାରୀକୁ ମାତୃତ୍ୟୁ ଲାଭ କରି ସାରିଲା ପରେ ସେ ସୁନ୍ଦର ଅନୁଭବ କରିଥାଏ ।କାରଣ ଜଣେ ମାଆ ଜାଣି ଥାଏ ସନ୍ତାନକୁ ଜନ୍ମ ଦେବା ପରେ ତାକୁ କିପରି ଅନୁଭବ ହୋଇଥାଏ ।ଜଣେ ମାଆ ତାର ସନ୍ତାନକୁ ନିଜ ଗରିଭରେ 9 ମାସ ଧରି ନିଜ ସହ ଲଢି , ନିଜେ କଷ୍ଟ ସହି ତାକୁ ଜନ୍ମ ଦେଇଥାଏ ।

କିନ୍ତୁ ଗର୍ଭ ଧାରଣ କରିବା ଏବଂ ସନ୍ତାନକୁ ଜନ୍ମ ଦେବା ମଧ୍ୟ କେତେକାଂଶରେ କିଛି ମହିଳାଙ୍କ ପାଇଁ ସହଜ ହୋଇନ ଥାଏ । କିଚି କାରଣ ପାଇଁ ମଧ୍ୟ କିଛି ମହିଳା ଗର୍ଭବତୀ ହୋଇ ନ ଥାଏ । ବହୁତ ଜଣଙ୍କୁ ଏ ବିଷୟରେ ଜଣା ନ ଥାଏ କେଉଁ ସମୟରେ ଶାରିରୀକ ସଂପର୍କ ରଖିବା ଦ୍ୱାରା ଜଣେ ମହିଳା ଗ୍ରଭବତୀ ହୋଇ ପାରି ନ ଥାଏ ।କ ଣ ଅସୁବିଧା ରହୁଛି । ଆଜି ଆମେ ସେହି କାରଣ ବିଷୟରେ ଆଲୋଚନା କରିବା ।

1–ଶାରିରୀକ ସଂପର୍କ ରଖିଲା ବେଳଏ ସାବଧାନତା ଅବଲମ୍ବନ କରନ୍ତୁ —

ଆପଣ ଶାରିରୀକ ସଂପର୍କ ସ୍ଥାପନ କରିବା ପରେ ବା ସେକ୍ସ କରିବା ପରେ କିଚି ସମୟ ଅର୍ଥାତ୍ 15 ମିନିଟ୍ ପର୍ଯ୍ୟନ୍ତ ଶୋଇ ରହିବା ଦରକାର ।ଏହି ଭଲି ଉପାୟ କରିବା ଦ୍ୱାରା ମହିଳା ଗର୍ଭବତୀ ହେବାର ସମ୍ଭାବନା ଅଧିକ ଥାଏ ।

2–ଶାରିରୀକ ସମ୍ପର୍କ ସମୟରେ ସଚେତନତା —

ଆପଣ ଶାରିରୀକ ସମ୍ପର୍କ ରଖିବା ସମୟରେ କୌଣସି ମାନସିକ ଚାପ କିମ୍ବା ଚିନ୍ତାରେ ରୁହନ୍ତୁ ନାହିଁ । ମନ ଖୁସିରେ ଏଭଂ ଉତ୍ସାହ ର ସହ ଏହି ସମ୍ପର୍କ ସ୍ଥାପନ କରନ୍ତୁ ।

3–ସହବାସର ସମୟ ଜାଣନ୍ତୁ —

ଆପଣ ସଠିକ୍ ସମୟର୍ ସହବାସ ନ କଲେ ଏହା ଆପଣଙ୍କ ଗର୍ଭ ଧାରଣ କରାଇବାରେ ଅସୁବିଧା କରାଇ ଥାଏ । ତେଣୁ ସହବାସର ଆବଶ୍ୟକ ସମୟ ଜାଣିବା ଉଚିତ୍ ।

4–ପିରିୟଡ୍ସ ର ତାରିଖ ମନେ ରଖନ୍ତୁ —

ଏହା ନିହାତି ମନେ ରଖିବା ଆବଶ୍ୟକ । କାରଣ ଯାହା ଜଣାଯାଏ ଯେ ମହ୍ଲାଙ୍କ ପିରିୟଡ୍ସ ହେବାର 11 ଦିନ ପରେ ଲଗାତାର 5 ଦିନ ଶାରିରୀକ ସମ୍ବନ୍ଧ ରଖିବା ଦ୍ୱାରା ଜଣେ ନାରୀ ଗର୍ଭବତୀ ହେବାର ସମ୍ବାବନା ଥାଏ ।

5–ଓଭୁଲେସନ୍ ଡେ ମନେ ରଖନ୍ତୁ —

ପିରିୟଡ୍ସ ହେବାର 6 ଦିନ ପରଠାରୁ ଆଗାମୀ 12-14 ଦିନ ପର୍ୟ୍ୟନ୍ତ ର ଦିନ କୁ ଓଭୁଲେସନ୍ ଡେ କୁହାଯାଏ ।କାରଣ ଏହି ସମୟ ଅନୁସାରେ ଶରିରୀକ ସମ୍ବନ୍ଧ ରଖିଲେ ଜଣେ ମହିଳା ମ ହେବାର ସମ୍ଭାବନା ଥାଏ । ତେଣୁ ଆପଣଙ୍କୁ ଆପଣଙ୍କୁ ଓଭୁଲେସନ୍ ଡେ ମନେ ରଖିବା ଉଚିତ୍ ।